Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

GST Reforms: କେନ୍ଦୁପତ୍ର ଉପରେ ୧୮%ରୁ ୫%କୁ ଖସିଲା GST, ମୁଖ୍ୟମନ୍ତ୍ରୀ କହିଲେ, ‘ତୋଳାଳି ଉପକୃତ ହେବେ, ବିକ୍ରି…

ଭୁବନେଶ୍ବର/ନୂଆଦିଲ୍ଲୀ: ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ GST ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍ (୫% ଓ ୧୮%) କରାଯାଇଛି। ଯାହା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ…

GST ହ୍ରାସ ପରେ ଆକାଶ ଛୁଇଁଲା ସେୟାର ବଜାର, ପାଖାପାଖି ୯୦୦ ପଏଣ୍ଟକୁ ବଢିଲା ସେନସେକ୍ସ….

ନୂଆଦିଲ୍ଲୀ: ଗତକାଲି GST ହ୍ରାସ ଘୋଷଣା ପରେ ଏବେ ସେୟାର ବଜାରରେ ଲାଗିଛି ନିଆଁ । ଘରୋଇ ଷ୍ଟକ ବଜାରରେ ଘୋଷଣା କରାଯାଇଥିବା GST ହାର ହ୍ରାସ ଗୁରୁବାର ଦିନ ଏକ ଜବରଦସ୍ତ ପ୍ରଭାବ ପକାଇଛି । ଆଜି ଷ୍ଟକ ବଜାର ପ୍ରବଳ ଗତିରେ କାରବାର ଆରମ୍ଭ କରିଥିବା ବେଳେ ଆରମ୍ଭ ବାଣିଜ୍ୟରେ ୩୦-ସେୟାର ବିଏସଇ…

Putin, Xi’s Conversation: ୧୫୦ ବର୍ଷ ବଞ୍ଚିବ ମଣିଷ?, ପୁଟିନ ଏବଂ ଜିନପିଙ୍ଗ ହେଉଥିଲେ କଥା….କଏଦ୍ କଲା ହଟ୍…

ନୂଆଦିଲ୍ଲୀ: ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧରେ କାନ୍ଧ ମିଶାଇ ଚାଲିବା ସମୟରେ, ଏକ ହଟ୍ ମାଇକ୍ ସେମାନଙ୍କୁ ଅଙ୍ଗ ପ୍ରତିରୋପଣ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବା ସମ୍ଭାବନା ଉପରେ ଆଲୋଚନା କରୁଥିବାର କଏଦ କରିଥିଲା।…

Naxal Encounter: ନକ୍ସଲ କମାଣ୍ଡର ସହ ଗୁଳି ବିନିମୟ, ୨ ଯବାନ ସହିଦ, ଜଣେ ଗୁରୁତର

ରାଞ୍ଚି: ବୁଧବାର ବିଳମ୍ବିତ ରାତିରେ ପାଲାମୁ (Palamu)ଜିଲ୍ଲାର ମାନତୁ ଥାନା ଅଞ୍ଚଳର କେଦଲ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ (Naxal Encounter) ହୋଇଥିଲା। ଏହି ସମୟରେ ପାଲାମୁ ପୋଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ ହୋଇଛନ୍ତି ଓ ଜିଲ୍ଲା…

ଯଦି ଏକ ହଜାର ଟଙ୍କାର ଜୋତା କିଣୁଛନ୍ତି ତେବେ କେତେ ପ୍ରତିଶତ ଲାଗିବ GST? ସରକାର କହିଲେ …

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲ୍'ର ବୈଠକରେ ଟ୍ୟାକ୍ସ୍ ସ୍ଲାବରେ ବହୁତ ବଡ଼ ପରିବର୍ତ୍ତନ ଘଟିଛି। ଏବେ ଜିଏସଟିରେ କେବଳ ଦୁଇଟି ସ୍ଲାବ୍ ରହିଛି, ଯେଉଁଠାରେ ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ…

ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗକୁ ଖଣ୍ଡନ କଲା କ୍ରେମଲିନ: ଆମେରିକା ବିରୁଦ୍ଧରେ କୌଣସି ଯୋଜନା ନାହିଁ

ବେଜିଂ: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ ବିଜୟ ଦିବସ ପରେଡରେ ୨୦ରୁ ଅଧିକ…

ଭାରତର ଅର୍ଥନୀତି ମୃତ: ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ପୁଟିନ୍ ଦେଲେ ବଡ଼ ବୟାନ

ବେଜିଂ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତକୁ ଏକ ‘ଅର୍ଥନୈତିକ ମହାଶକ୍ତି’ ବୋଲି ପ୍ରଶଂସା କରିଛନ୍ତି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମନ୍ତବ୍ୟର ଜବାବରେ ଆସିଛି। ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିଥିଲେ। ପୁଟିନ ଏହି କଥାକୁ ଖଣ୍ଡନ କରିଛନ୍ତି।…

ଶସ୍ତା ହେଲା GST, ବଢ଼ିଗଲା ଏହି ସବୁ ଜିନିଷର ଦାମ

ନୂଆଦିଲ୍ଲୀ : ୫୬ତମ GST ପରିଷଦ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ୪ ସ୍ତରୀୟ GST ସ୍ଲାବ୍‌ (୫%, ୧୨%, ୧୮%, ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍‌ (୫% ଓ ୧୮%) କରାଯାଇଛି। ଏହା ସହିତ ବିଳାସମୟ…

Reels ପାଇଁ ଇନଷ୍ଟାଗ୍ରାମରେ ଆସୁଛି TikTok ଭଳି ଫିଚର, ଅପେକ୍ଷା କରିଛନ୍ତି ୟିଜର୍ସ

ନୂଆଦିଲ୍ଲୀ: ମେଟାର ଇନଷ୍ଟାଗ୍ରାମ ନିରନ୍ତର ତା’ର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ଉପରେ କାମ କରୁଛି। ବର୍ତ୍ତମାନ କମ୍ପାନୀ ରିଲ୍ସରେ ପିକ୍ଚର-ଇନ-ପିକ୍ଚର (PiP) ଫିଚରର ପରୀକ୍ଷଣ କରୁଛି। ଏହି ଫିଚର ଉପଭୋକ୍ତାଙ୍କୁ ମଲ୍ଟିଟାସ୍କିଂର ଏକ ନୂଆ ଅନୁଭୂତି ପ୍ରଦାନ କରିବ। ଏହାର ଅର୍ଥ ସ୍ପଷ୍ଟ…

ବିଦ୍ୟାଳୟ ସହ ମିଶିବ ଅଙ୍ଗନବାଡି କେନ୍ଦ୍ର, ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ ନିଷ୍ପତ୍ତି ନିଆଯାଇଛି। ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ…