Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ୱାଟ୍ସଆପ୍‌ରେ ଆସିଲା ଧମାକା ଫିଚର, ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି

ନୂଆଦିଲ୍ଲୀ : ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଏବେ ନିଜର କୋଟି କୋଟି ୟୁଜାରଙ୍କ ପାଇଁ ଏକ ବହୁତ କାମର ନୂଆ ଅପଡେଟ୍ ଆଣିଛି। ଏଣିକି ଆପଣଙ୍କ କଲ୍ ରିସିଭ୍ ନ ହେଲେ ମଧ୍ୟ ସିଧା କଲ୍ ସ୍କ୍ରିନ୍‌ରୁ ହିଁ ଭଏସ୍ ମେସେଜ୍ କିମ୍ବା ଭିଡିଓ ମେସେଜ୍ ଛାଡ଼ି ପାରିବେ। ବର୍ତ୍ତମାନ ଏହି ଅପଡେଟ୍…

Naxal Surrender: କୁଖ୍ୟାତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୩୩ ଲକ୍ଷ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ସକ୍ରିୟ ମାଓ ନେଟୱାର୍କକୁ ଏକ ବଡ଼ ଝଟକା ଲାଗିଛି। ରବିବାର ଦିନ ଛତିଶଗଡ଼ର ଦରଭା ଡିଭିଜନର କୁଖ୍ୟାତ ନକ୍ସଲ ଦମ୍ପତି ଜୟଲାଲ ଏବଂ ଗଙ୍ଗି ସୁରକ୍ଷାବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଦୁଇଜଣ…

ଭୁଲରେ ଯାଆନ୍ତୁ ନାହିଁ ଏହି ଜୀବ ପାଖକୁ, ଲାଗିବ ଜୋରଦାର କରେଣ୍ଟ

ନୂଆଦିଲ୍ଲୀ: ସମୁଦ୍ର, ନଦୀ ଓ ଜଙ୍ଗଲର ଗଭୀର ଅନ୍ଧାରରେ ଏମିତି କିଛି ଜୀବ ଚୁପଚାପ୍ ବୁଲୁଛନ୍ତି, ଯାହାଙ୍କୁ ଦେଖିଲେ ସାଧାରଣ ଲାଗେ, କିନ୍ତୁ ସେମାନଙ୍କ ଶରୀରରେ ଲୁଚି ରହିଛି ଏକ ଭୟଙ୍କର ଅସ୍ତ୍ର – ବିଜୁଳି! ମଣିଷ ତ ଦୂରର କଥା, ବଡ଼ ବଡ଼ ହିଂସ୍ର ଜନ୍ତୁ ମଧ୍ୟ ଏହି ଝଟକା ସହି ପାରେ ନାହିଁ।…

Right To Disconnect Bill: ଅଫିସ ପରେ ବସଙ୍କ କଲ୍ ଉଠାଇବାକୁ ବାଧ୍ୟ ନୁହଁ…

ନୂଆଦିଲ୍ଲୀ: ଭାରତରେ ଶ୍ରମିକ ଏବଂ କର୍ମଚାରୀଙ୍କ କାର୍ଯ୍ୟ-ଜୀବନକୁ ସନ୍ତୁଳିତ ରଖିବା ପାଇଁ ଏନସିପି ସାଂସଦ ସୁପ୍ରିୟା ସୁଲେ ଶୁକ୍ରବାର ଦିନ ଲୋକସଭାରେ "ରାଇଟ୍ ଟୁ ଡିସକନେକ୍ଟ ବିଲ୍ ୨୦୨୫" ଆଗତ କରିଛନ୍ତି। ଏହା ଦ୍ଵାରା କର୍ମଚାରୀମାନେ ନିଜର ଅଫିସ ସମୟ ପରେ ଅଫିସ୍ କଲ୍ କିମ୍ବା ଇମେଲର…

Israel, Hamas Update: ଶାନ୍ତି ଚୁକ୍ତିରେ ରାଜି ହେଲା ହମାସ, ଇସ୍ରାଏଲ କ’ଣ ରାଜି ହେବ?

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ବିବାଦର ଅନ୍ତ ପାଇଁ, ଆମେରିକା ଏକ ୨୦ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଥିଲା, ଏବଂ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ହମାସ ଦ୍ୱାରା ଜୀବିତ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଯେତେବେଳେ ମୃତଦେହ ଫେରାଇବା ଆରମ୍ଭ ହେଲା, ଇସ୍ରାଏଲ ଅଭିଯୋଗ…

ଇଣ୍ଡିଗୋ ସଙ୍କଟ: କମ୍ପାନୀ ପକ୍ଷରୁ ଆଜି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଚାଲିଥିବା ଇଣ୍ଡିଗୋ ସଙ୍କଟ ଯୋଗୁଁ ଶନିବାର ୮୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ତେବେ ଏହି ଧାରା ଷଷ୍ଠ ଦିନ ପାଇଁ ଜାରି ରହିଛି। ଯଦିଓ ଇଣ୍ଡିଗୋ ଏହାର ୯୫% ରୁଟରେ ବିମାନ ପରିଚାଳନାକୁ ସ୍ୱାଭାବିକ କରିଥିବା ଦାବି କରୁଛି। ବିମାନ କମ୍ପାନୀ ଅନୁଯାୟୀ,…

Shyok Tunnel in Ladakh: ସେନାର ଗତିବିଧି ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ହେବ ସହଜ…ଉଦଘାଟନ ହେଲା ଶ୍ୟୋକ୍ ଟନେଲ୍

ନୂଆଦିଲ୍ଲୀ: ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଲଦାଖର ଶ୍ୟୋକ୍ ଟନେଲରୁ( Shyok Tunnel) ସୀମା ସଡ଼କ ସଂଗଠନ (BRO)ର ୧୨୫ଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ…

Imran Khan update: ଇମ୍ରାନ ଖାନଙ୍କୁ ପାଗଳ ଘୋଷଣା କଲା ପାକ୍ ସେନା…

ନୂଆଦିଲ୍ଲୀ: ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ସେନା ପାଗଳ ଘୋଷଣା କରିଛି। ସେନାର ଜଣେ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଇମ୍ରାନ ଖାନ ଏବେ ମାନସିକ ରୋଗୀ ହୋଇଯାଇଛନ୍ତି ଏବଂ ଦେଶଦ୍ରୋହୀଙ୍କ କଥା ସେ କେବଳ…

ଏହି ଦେଶରେ ମିଳନ୍ତି ଅସ୍ଥାୟୀ ପତି

ଆପଣମାନେ କେବେହେଲେ ବିଶ୍ୱାସ କରିବେ ନାହିଁ ଯେ, ଦୁନିଆରେ ଏପରି ସ୍ଥାନ ଅଛି ଯେଉଁଠାରେ ମହିଳାମାନେ ଅସ୍ଥାୟୀ ଓ ଭଡାରେ ପତି ଯୋଗାଡ କରନ୍ତି । ଏହା କିନ୍ତୁ ସତ୍ୟ । ୟୁରୋପର ଲାଟଭିୟାରେ ଏ ଭଳି ଘଟଣା ଦେଖିବାକୁ ମିଳୁଛି । ଏଠାରେ ପୁରୁଷଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଛି । ଫଳରେ…

ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଜେଜେଏମପିର ଦୁଇ ସମର୍ଥକ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଲୋହାରଦଗା ପୋଲିସ ବଡ଼ ସଫଳତା ମିଳିଛି । ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଉଗ୍ରବାଦୀ ସଂଗଠନ ଜେଜେଏମ୍‌ପିର ଦୁଇ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେନହା ଥାନା ଅଞ୍ଚଳର ନସୀମ ଅନସାରୀ ଓ ଶ୍ୟାମଲାଲ ଯାଦବ । ଗିରଫ ଦୁଇ ଜଣଙ୍କ…