Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Independence Day Security: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ; ଲାଲକିଲ୍ଲାରେ ୧୨ ହଜାର ପୋଲିସ, AI…

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା…

ପୂର୍ବତନ କ୍ରିକେଟ ଅଧିନାୟକଙ୍କ ଘରକୁ ବୋମାମାଡ଼

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ସାକିବ ଅଲ ହାସନଙ୍କ ଘରେ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ଅଜ୍ଞାତ ଆକ୍ରମଣକାରୀମାନେ ସାକିବଙ୍କ ଘର ଉପରେ ପେଟ୍ରୋଲ ବୋମା ଆକ୍ରମଣ କରି ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଥିଲେ। ବୁଧବାର…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣଙ୍କର…

କେବେ ଆସିବ ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତ ସରକାର ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତଥାପି ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ନୋଟ୍ ପାଇବା ପାଇଁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରା ପ୍ଲାଷ୍ଟିକ୍ ନୋଟ୍…

ଭାରତକୁ ଚେତାବନୀ ଦେଲେ ଶେଖ ହସିନାଙ୍କ ପୁଅ, ବାଂଲାଦେଶରୁ ଆସିବେ ଆତଙ୍କବାଦୀ

ନୂଆଦିଲ୍ଲୀ: ବାଂଲାଦେଶରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ମାନଙ୍କୁ ମୁକ୍ତ କରାଯାଇଛି। ଏନେଇ ଦୁଇ ବର୍ଷ ପୂର୍ବେ କ୍ଷମତାରୁ ବହିଷ୍କାର ଏବଂ ନିର୍ବାସିତ ହେବା ପରେ ପ୍ରଥମ ସାଧାରଣ ଭାଷଣରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି। ତାଙ୍କ ପରାମର୍ଶଦାତା ଏବଂ ପୁଅ ସଜୀବ…

ଅଗଷ୍ଟ ୧୭ରୁ ଆରମ୍ଭ ହୋଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ନିର୍ଦ୍ଧାରଣ ଓ ମହିଳା ଆରକ୍ଷଣ ବିଲ୍ ଉପରେ ହୋଇପାରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ଅଗଷ୍ଟ ୧୭ ତାରିଖରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆହୂତ କରିବାକୁ ଯୋଜନା କରୁଥିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଏହି ସ୍ୱତନ୍ତ୍ର ଅଧିବେଶନରେ ସୀମା ନିର୍ଦ୍ଧାରଣ (ଡିଲିମିଟେସନ୍) ଏବଂ ମହିଳା ଆରକ୍ଷଣ ସମ୍ପର୍କିତ ପ୍ରମୁଖ ବିଲ୍‌ଗୁଡ଼ିକ ଉପରେ…

“ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ”: ମୃତ୍ୟୁଦଣ୍ଡ ଏବଂ ଗିରଫଦାରୀର ଆଶଙ୍କା ସତ୍ତ୍ୱେ…

ନୂଆଦିଲ୍ଲୀ: ଗିରଫଦାରୀ, ଜେଲ୍ ଯିବା କିମ୍ବା ମୃତ୍ୟୁଦଣ୍ଡର ଆଶଙ୍କା ଥିଲେ ମଧ୍ୟ ସେ ଆସନ୍ତା ଡିସେମ୍ବର ମାସରେ ସ୍ୱଦେଶ ଫେରିବେ ବୋଲି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଫରେନ୍ କରେସପଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆ…

“ପିଲାଙ୍କୁ ବଞ୍ଚିବାକୁ ଦେଉନାହାନ୍ତି ନା ପଢ଼ିବାକୁ ଦେଉନାହାନ୍ତି”: ରାହୁଲ ଗାନ୍ଧୀଙ୍କ କେନ୍ଦ୍ର…

ନୂଆଦିଲ୍ଲୀ: ଦେଶରେ ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ବର୍ଷିଛନ୍ତି । ବୁଧବାର ଦିଲ୍ଲୀର ଯନ୍ତର ମନ୍ତରଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟିବା…

ପ୍ରତି ୨୦ ହଜାର ବର୍ଷରେ ସବୁଜିମାରେ ଭରିଯାଏ ସାହାରା ମରୁଭୂମି !

ନୂଆଦିଲ୍ଲୀ: ସାହାରା ମରୁଭୂମିର ନାମ ଶୁଣିଲେ ଆଖି ସାମ୍ନାକୁ ଆସିଥାଏ ଶୁଷ୍କ ବାଲୁକାରାଶି, ପ୍ରଚଣ୍ଡ ଖରା ଏବଂ ନିର୍ଜନ ପରିବେଶ । ମାତ୍ର ଭୂ-ବିଜ୍ଞାନୀମାନଙ୍କ ଗବେଷଣାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ନୂତନ ଗବେଷଣା, ସାଟେଲାଇଟ୍ ତଥ୍ୟ ଏବଂ ସମୁଦ୍ର ତଳରୁ ମିଳିଥିବା…

E20 ବିବାଦରେ ବମ୍ବେ ହାଇକୋର୍ଟରୁ ନୀତିନ ଗଡକରୀଙ୍କୁ ଆଶ୍ୱସ୍ତି, ଡିପଫେକ ଓ ଏଆଇ ଫଟୋ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୁଧବାର ଦିନ ବମ୍ବେ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଏବଂ ଏକ୍ସକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ବିରୋଧରେ ଆପତ୍ତିଜନକ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହାକୁ ପୋଷ୍ଟ କରିଥିବା ୟୁଜର୍ସଙ୍କ ବିଷୟରେ ସୂଚନା ମାଗିଛନ୍ତି।…