Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍

ନୂଆଦିଲ୍ଲୀ : ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି ଘଟଣା…

ମୋ ପତ୍ନୀଙ୍କୁ ଏଥିରେ ଟାଣନି; ଇଡି ରେଡକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ନଭେମ୍ବର ୨୯ରେ ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ଇଡି ରାଜ କୁନ୍ଦ୍ରାଙ୍କ ଘରେ ଚଢାଉ କରିଥିଲା। ଇଡି ରେଡର ଗୋଟିଏ ଦିନ ପରେ ରାଜ କୁନ୍ଦ୍ରା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ନାମ ଏସବୁ ମଧ୍ଯକୁ ଟାଣିବା ଉଚିତ ନୁହେଁ। ଇନଷ୍ଟାଗ୍ରାମରେ ଏକ…

ବାଂଲାଦେଶରେ ଓକିଲଙ୍କୁ ହତ୍ଯା ଘଟଣାରେ ୯ ଗିରଫ

ଢାକା: ବାଂଲାଦେଶରେ ଓକିଲଙ୍କ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଥିବା ଜଣାପଡିଛି। ଏହି ମାମଲାରେ ୪୬ ଜଣିଆ ଏକ ଗୋଷ୍ଠୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବେଳେ ଶନିବାର ପୋଲିସ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଛି।…

ସଂସଦରେ ୫୦ ପଇସାରେ ମିଳୁଥିଲା ପେଟପୂରା ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ମୂଲ୍ୟ…

ନୂଆଦିଲ୍ଲୀ: ସଂସଦରେ ଚାଲୁଛି ଶୀତକାଳୀନ ଅଧିବେଶନ। ପ୍ରତି ଅଧିବେଶନରେ ହଙ୍ଗାମା କରୁଛନ୍ତି ବିରୋଧୀ । ତେଣୁ ପ୍ରତିଦିନ ସ୍ଥଗିତ ହେଉଛି ସଂସଦର କାର୍ଯ୍ୟକାଳ । ତେଣୁ ସଂସଦକୁ ଆସୁଥିବା ସାଂସଦ, ସାମ୍ବାଦିକ ଓ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂସଦରେ ଖାଦ୍ୟପେୟ ପାଇଁ ଗୋଟିଏ କ୍ୟାଣ୍ଟିନ…

ଆଇସିସି ଅଲଟିମେଟମ୍, କ’ଣ କରିବ ପାକିସ୍ତାନ?

ନୂଆଦିଲ୍ଲୀ: କେଉଁଠି ହେବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି? ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଓ ସିଡ୍ୟୁଲକୁ ନେଇ ଲାଗିରହିଛି ସସପେନ୍ସ । ପିସିବିକୁ ଆଇସିସିର ଅଲଟିମେଟମ୍ । ହାଇବ୍ରିଡ ମଡେଲକୁ ଗ୍ରହଣ କର ନହେଲେ ପାକିସ୍ତାନ ବିନା ଖେଳାଯିବ ଟୁର୍ଣ୍ଣାମେଣ୍ଟ । ସୁରକ୍ଷା…

କ’ଣ ହେବ ଉଦ୍ଧବଙ୍କ ଭବିଷ୍ୟତ?

ନୂଆଦିଲ୍ଲୀ: ସେନା ବନାମ ସେନା ଲଢେଇରେ ଉଦ୍ଧବଙ୍କୁ ବଡ ଝଟକା। ଉଦ୍ଧବ ଠାକରେଙ୍କ ସେନା ବଦଳରେ ଏକନାଥ ସିନ୍ଦେଙ୍କ ସେନାକୁ ଭରସା କଲେ ମହାରାଷ୍ଟ୍ର ଜନତା। ୯୪ଟି ବିଧାନସଭା ସିଟ୍ ଲଢିଥିବା ଉଦ୍ଧବଙ୍କ ସେନା ମାତ୍ର ୨୦ଟିରେ ଜିତିଛି । ଯେବେକି ଏକନାଥ ସିନ୍ଦେଙ୍କ ଶିବସେନା ୮୫ଟି ସିଟ ଲଢି ୫୭ଟିରେ…

ସାପ କାମୁଡିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି…

ନୂଆଦିଲ୍ଲୀ: ଭାରତରେ ସାପକାମୁଡ଼ା ଓ ତତ୍‌ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଭାବରେ ଘୋଷଣା କରିଛି। ଏନେଇ ସବୁ ରାଜ୍ୟକୁ ଅପିଲ କରିଛନ୍ତି କେନ୍ଦ୍ର ସରକାର l ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ…

୧୭ ଇସ୍କନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ବାଂଲାଦେଶ

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ନେତା ସମେତ ଇସ୍କନ ସହିତ ଜଡିତ ୧୬ ଜଣ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ଦିନ ପାଇଁ ଫ୍ରିଜ୍ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୧୬ ଜଣଙ୍କ ମଧ୍ଯରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ନାମ ମଧ୍ୟ ରହିଛି ଯିଏକି ଦେଶଦ୍ରୋହ ଅଭିଯୋଗରେ ଗିରଫ…

ପ୍ରେମିକା ଧୋକା ଦେବାରୁ ଜିମକୁ ଦେଇଦେଲେ ୱାନ୍ ରେଟିଂ

ପୁଣେ: ପୁଣେର କଲ୍ୟାଣୀ ନଗରରେ ଥିବା ଏକ ଜିମ୍ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ଧୋକାକୁ ସହିନପାରି ଜିମକୁ ୧-ଷ୍ଟାର ରେଟିଂ ଦେଇଛନ୍ତି। ତେବେ ଏହି  ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାଣନ୍ତୁ କଣ ରହିଛି ପୂରା ଘଟଣା...…

୨୦୦ ଟଙ୍କା ପାଇଁ ବିକିଲେ ମୁଣ୍ଡ, ପାକିସ୍ତାନ ଗୁପ୍ତଚରକୁ ଧରିଲା ଏଟିଏସ

ନୂଆଦିଲ୍ଲୀ: ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି l ଉକ୍ତ କର୍ମଚାରୀ ଜଣଙ୍କ ଜଣେ ଭାରତୀୟ ନାଗରିକ…