Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Warning Labels on Packaged Food: ଏଣିକି ଖାଦ୍ୟ ପ୍ୟାକେଟ୍‌ରେ ରହିବ ଲାଲ୍ ବିପଦ ସଙ୍କେତ! FSSAIକୁ…

ନୂଆଦିଲ୍ଲୀ: ପ୍ୟାକେଟ୍ ଖୋଲିବା ପୂର୍ବରୁ ହିଁ ଜାଣିପାରିବେ ଭିତରେ ଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ! ଚିପ୍ସ, ବିସ୍କୁଟ୍ ହେଉ କି ଅନ୍ୟ କୌଣସି ପ୍ୟାକେଟ୍‌ ଖାଦ୍ୟ, ଏଣିକି ଏହାର ସାମ୍ନା ପଟେ ଲାଗିବ ଲାଲ୍ ରଙ୍ଗର ବିପଦ ସଙ୍କେତ। ଅଧିକ ଚିନି, ଲୁଣ ଓ ଫ୍ୟାଟ୍ ଥିବା ଖାଦ୍ୟକୁ…

US Announces New Tariffs: ହାରିଲେ ବି ହଟିଲେନି ଟ୍ରମ୍ପ! ୧୪ ଦେଶକୁ ଟାରିଫ୍ ଝଟକା, ପଛରେ ରହିଛି ବଡ଼ ରାଜନୈତିକ…

ନୂଆଦିଲ୍ଲୀ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ମହଙ୍ଗା ମାଡ଼ ପାଇଁ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି। ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ମଧ୍ୟ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଏହା ସତ୍ତ୍ୱେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଆଭିମୁଖ୍ୟ ବଦଳାଇବାକୁ ପ୍ରସ୍ତୁତ…

ବିମାନର ଡୋର୍ ଖୋଲିବାକୁ ଉଦ୍ୟମ;କରାଗଲା ଜରୁରୀ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ:ବୁଧବାର ଦିନ ଚିକାଗୋ ଯାଉଥିବା ଏକ ଆମେରିକୀୟ ଏୟାରଲାଇନ୍ସର ବିମାନକୁ ଡାଇଭର୍ଟ କରି ଫିନିକ୍ସରେ ଅବତରଣ କରିବାକୁ ପଡିଥିଲା।ମଝି ଆକାଶରେ ଜଣେ ଯାତ୍ରୀ ବିମାନର ଡୋର୍ ଖୋଲିବାକୁ ଉଦ୍ୟମ କରିବା ସହ ବିମାନ କର୍ମଚାରୀ ଓ ଅନ୍ୟ ଯାତ୍ରୀଙ୍କ ସହ ସଂଘର୍ଷ କରିଥିଲେ।ଫଳରେ ସାନ୍ ଡିଏଗୋରୁ…

Modi Slams Congress: ସମ୍ବିଧାନ ଦିବସରେ କଂଗ୍ରେସକୁ ମୋଦୀଙ୍କ ଶାଣିତ ଆକ୍ରମଣ! ଜରୁରୀକାଳୀନ ପରିସ୍ଥିତି, ଧାରା ୩୭୦…

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜରୁରୀକାଳୀନ ପରିସ୍ଥିତିଠାରୁ ଆରମ୍ଭ କରି ସମ୍ବିଧାନରେ ବାରମ୍ବାର ସଂଶୋଧନ, ନିର୍ବାଚିତ ରାଜ୍ୟ ସରକାରଙ୍କୁ ବରଖାସ୍ତ ଏବଂ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ…

ଫ୍ଲିପକାର୍ଟରୁ ଅର୍ଡର କରିଥିଲେ ହେୟାର ରିମୁଭାଲ୍ କ୍ରିମ୍, ବ୍ୟବହାର ପରେ ଗୁରୁତର ଭାବେ ପୋଡ଼ିଯିବାରୁ ICUରେ ଭର୍ତ୍ତି

ଗ୍ୱାଲିୟର୍: ଅନଲାଇନ୍ ସପିଂ ପ୍ଲାଟଫର୍ମରୁ କିଣାଯାଇଥିବା ଉତ୍ପାଦ କିପରି ଜଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଗ୍ୱାଲିୟର୍ ସହରର ଜଣେ ବ୍ୟକ୍ତି ଲୋକପ୍ରିୟ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ଏକ ହେୟାର ରିମୁଭାଲ୍ କ୍ରିମ୍…

ତେଲ ଟ୍ୟାଙ୍କରରେ ନିଆଁ ଲାଗି ୩୧ ଜଣଙ୍କ ମୃତ୍ୟୁ, ୨୧ରୁ ଅଧିକ ଆହତ

ନୂଆଦିଲ୍ଲୀ:ଇଜିପ୍ଟର ରାଜଧାନୀ କାଏରୋରେ ଥିବା 'ରିଙ୍ଗ୍ ରୋଡ୍' ଉପରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯିବା ଫଳରେ ଅନ୍ତତଃ ୩୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୧ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଟ୍ୟାଙ୍କରରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ଏବଂ ଏହା ଦ୍ରୁତ ଗତିରେ ବ୍ୟାପିଯାଇ ନିକଟରେ…

୧,୪୦୦ ବର୍ଷ ବଞ୍ଚିପାରିବ କି ମଣିଷ ?

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ୱରେ ନୂଆ ନୂଆ ଚର୍ଚ୍ଚା ଓ ଆକଳନ ସାମ୍ନାକୁ ଆସୁଛି। ଯଦି ଭବିଷ୍ୟତରେ ଏଆଇ ସହାୟତାରେ ମଣିଷର ବୟସ ବଢ଼ିବା ପ୍ରକ୍ରିୟାକୁ ଅଟକାଯାଇ ପାରେ, ତେବେ ମଣିଷ ପ୍ରାୟ ୧,୪୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଏକ ନୂଆ ତତ୍ତ୍ୱ ଚର୍ଚ୍ଚା…

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀଙ୍କ ଆଜୀବନ କାରାଦଣ୍ଡାଦେଶକୁ ପୁନଃ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ ମସିହାରେ ଜଣେ ବିଜେପି କର୍ମୀଙ୍କ ହତ୍ୟା କରିବା ମାମଲାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କୁ ଦିଆଯାଇଥିବା ଦୋଷୀ ସାବ୍ୟସ୍ତ ଆଦେଶ ଉପରେ ରୋକ୍ ଲଗାଇବା ଏବଂ ତାଙ୍କର ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିବା ସମ୍ବନ୍ଧୀୟ କର୍ଣ୍ଣାଟକ…

ଆମ ସମ୍ବିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ, ସମ୍ବିଧାନ ସଭା ଆମ ସମ୍ବିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ବେଦକର ଏବଂ ସମ୍ବିଧାନ ସଭାର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ମରଣ କରୁଛୁ । ସେମାନେ ଭାରତର ସମୃଦ୍ଧ ପରମ୍ପରା…

IIT କାନପୁର ଟପ୍ପରରୁ ସନ୍ନ୍ୟାସୀ: କୋଟି କୋଟି ଟଙ୍କାର କ୍ୟାରିୟର ଛାଡ଼ି ସେବା ଓ ଆଧ୍ୟାତ୍ମିକତାର ପଥ ବାଛିଲେ ଶ୍ରୀଶ…

ନୂଆଦିଲ୍ଲୀ: ଯେଉଁ ସମୟରେ IIT ପରି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ବିଦେଶରେ ମୋଟା ଅଙ୍କର ଦରମା ଓ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ସ୍ୱପ୍ନ ଦେଖନ୍ତି, ସେଭଳି ସ୍ଥିତିରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀଶ ଯାଦବ। IIT କାନପୁରର…