Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

FIR against Rahul, Sonia: ବଢିଲା ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ଅଡୁଆ, ନ୍ୟାସନାଲ ହେରାଲ୍ଡ ମାମଲାରେ ନୂଆ…

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଏକ ନୂତନ ଏଫଆଇଆର ଦାଖଲ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ଆସିଛି। ଏହି ଏଫଆଇଆରରେ…

Cyclone Ditwah: ଦ୍ରୁତ ଗତିରେ ଭାରତ ମୁହାଁ ଘୂର୍ଣ୍ଣିଝଡ଼ ‘ଡିଟୱା’, ଶ୍ରୀଲଙ୍କାରେ ନେଲାଣି ୧୫୦ରୁ…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ, ଘୂର୍ଣ୍ଣିଝଡ଼ ଡିଟୱା ଦ୍ରୁତ ଗତିରେ ଭାରତ ଆଡକୁ ମୁହାଁଇଛି। ଆଜି ଯେକୌଣସି ସମୟରେ ଏହି ଝଡ଼ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିପାରେ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଏ ସମ୍ପର୍କରେ…

AI Teacher: ୧୭ ବର୍ଷ ପୁଅର ହାତ କମାଲ୍…ସ୍କୁଲରେ ପାଠ ପଢାଉଛନ୍ତି ରୋବୋଟ୍ ଦିଦି…

ଲକ୍ଷ୍ନୌ: AI ବା ରୋବୋଟ୍ ଏବେ ମଣିଷ ଭଳି ସବୁକାମ କରୁଥିବା ଫିଚର ବେଶ୍ ମନଛୁଆଁ । ହୋଟେଲ ଠାରୁ ଆରମ୍ଭ କରି ଅଫିସ ସବୁଠି ଏବେ ମଣିଷ ଭଳି ବ୍ୟବହାର କରିବା ସହ ଠିକ୍ ଠିକ୍ ନିଜର କାମ ତୁଲାଉଛି ରୋବୋଟ୍ । ହେଲେ ଆପଣ  କେବେ ରୋବୋଟ୍ ଶିକ୍ଷକ ବିଷୟରେ ଶୁଣିଛନ୍ତି ? କ୍ଲାସରୁମରେ ଏବେ…

Woman Dead On Paper: ପେନସନ୍ ଆଣିବାକୁ ଯାଇ ନିଜକୁ ମୃତ ବୋଲି ପାଇଲେ ବୃଦ୍ଧା, ଉଡିଲା ହୋସ୍…

ରାୟବରେଲି: ବଞ୍ଚି ଥାଉ ଥାଉ ମାରିଦେଲେ । ନିଜର ପେନସନ ଆଣିବାକୁ ଯାଇ ଜାଣିଲେ ସେ ମରିଯାଇଛନ୍ତି । ଉତ୍ତର ପ୍ରଦେଶର ରାୟବରେଲି ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବୃଦ୍ଧା ମହିଳାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି ଏବଂ ତାଙ୍କର ବାର୍ଦ୍ଧକ୍ୟ…

ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ନା ଅଛି କୌଣସି ଜେଲ ନା ଅଛନ୍ତି ଅପରାଧୀ

ନୂଆଦିଲ୍ଲୀ: ଟିକିଏ କଳ୍ପନା କରନ୍ତୁ, ଅପଣଙ୍କ ସହରରେ ଯଦି କୌଣସି ଅପରାଧ ନହୁଏ ତେବେ ଆପଣ କେତେ ଆରମରେ ଜୀବନ ବିତାଇପାରିବେ। ହେଲେ ଆମ ଦେଶରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପରାଧ ହେଉଛି ଆଉ ଆମକୁ ବିଭିନ୍ନ ପ୍ରକାରର ଅପରାଧ ସହିବାକୁ ପଡୁଛି। ତଥାପି, ଅପରାଧୀ ପାଇଁ ଆମ ଦେଶରେ ଆଇନ,…

Karnataka Power Tussle: ବ୍ରେକଫାଷ୍ଟ୍ ଟେବୁଲରେ ତୁଟିଲା ଚୌକି କଳି?

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା କି ପୂର୍ଣ୍ଣଚ୍ଛେଦ?...ବ୍ରେକଫାଷ୍ଟ ଟେବୁଲରେ ତୁଟିଲା କି ଚୌକି କଳି?...ନା ଏବେ ବି ଶିବକୁମାରଙ୍କ ମନରେ ରହିଛି ଆସନ ଆଶା? କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଶନିବାର ସକାଳେ…

Bank-Holidays : ଡ଼ିସେମ୍ବରରେ ୧୮ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ୨୦୨୫ ମସିହାର ଶେଷ ମାସ ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବହୁତ ଦିନ ପାଇଁ ପାଇଁ ବନ୍ଦ ରହିବ। ଚାରୋଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ମିଶାଇ, ମୋଟ ୧୮ଟି ବ୍ୟାଙ୍କ ଛୁଟି ରହିବ। ଭାରତରେ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ…

India’s New Quake Map: ଭୟଙ୍କର ଝଟକା!, ସଙ୍କଟରେ ଭାରତ…ଡରାଇଲାଣି ଭୂମିକମ୍ପ ଜୋନିଂ ମାନଚିତ୍ର ୨୦୨୫…

ନୂଆଦିଲ୍ଲୀ: ଡରାଇଲାଣି ଦେଶର ଭୂକମ୍ପ ନକସା…୨୦୦ ବର୍ଷ ଧରି ଥରିନାହିଁ ଭୂମି...ଭୟଙ୍କର ଭୂମିକମ୍ପର ଶିକାର ହୋଇପାରେ ଭାରତ!...ବିପଦ ଅଞ୍ଚଳରେ ଜନସଂଖ୍ୟାର ୭୫%... କିଛି ଏପରି ଚାଞ୍ଚଲ୍ୟକର ଖୁଲାସା କରିଛି ଭାରତ ଭୂମିକମ୍ପ ଜୋନିଂ ମାନଚିତ୍ର ୨୦୨୫ । ୨୦୦ ବର୍ଷ ପରେ ଏକ ଶକ୍ତଶାଳୀ…

ହ୍ୱାଇଟ୍ ହାଉସ୍ ଗୁଳିକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ, ଆଫଗାନ ନାଗରିକଙ୍କୁ ଭିସା ଦେବ ନାହିଁ ଆମେରିକା

ୱାଶିଂଟନ: ବୁଧବାର ଦିନ ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଦୁଇଜଣ ନ୍ୟାସନାଲ୍ ଗାର୍ଡସ କର୍ମଚାରୀଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ଏଥିରେ ଜଣେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁଳିକାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ଜଣେ ଆଫଗାନିସ୍ତାନ ନାଗରିକ। ଏହା ପରେ,…

ଭୁଶୁଡ଼ୁଛି ମାଓଗଡ଼: ମହାରାଷ୍ଟ୍ରରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

ମୁମ୍ବାଇ: ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। IMMC ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି।…