Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋବାଇଲରେ ସ୍କାନ ହେଉଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତା: ଟେଣ୍ଡର ନିୟମରେ ଅନିୟମିତତା ନେଇ ରାହୁଲ ଗାନ୍ଧୀଙ୍କ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଉତ୍ତରଖାତା ଗୁଡ଼ିକୁ ସ୍କାନ କରିବା ପାଇଁ ପେଶାଦାର ମେସିନ ବଦଳରେ କେବଳ ମୋବାଇଲ ଫୋନର…

ଟିଏମସିରେ ବଡ଼ ଓଲଟଫେର ସଙ୍କେତ, ମମତା ବାନାର୍ଜୀଙ୍କ ମିଟିଂକୁ ଆସିଲେନି ୬୦ ବିଧାୟକ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ରବିବାର ଏକ ବଡ଼ ଘଟଣା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଦଳୀୟ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ବାତିଲ କରାଯାଇଛି। ବୈଠକରେ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ଅନୁପସ୍ଥିତ ରହିବା କାରଣରୁ…

ବିଜେପିରେ ବଡ଼ ଧରଣର ଅଦଳବଦଳ ସମ୍ଭାବନା, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଦଳ ଭିତରେ ସାଂଗଠନିକ ପରିବର୍ତ୍ତନ ଉପରେ ଏଠାରେ ବିସ୍ତୃତ…

ମହଙ୍ଗା ମାଡ଼: ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଆଜି ଜୁନ ପହିଲାରେ ସାଧାରଣ ଜନତାଙ୍କୁ ପୁଣି ଥରେ ମହଙ୍ଗା ମାଡ଼ ଲାଗିଛି। ଗ୍ୟାସ କମ୍ପାନୀଗୁଡ଼ିକ ପକ୍ଷରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ଆଉ ଥରେ ବୃଦ୍ଧି କରାଯାଇଛି। ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଦରରେ ୪୨ ଟଙ୍କା ବଢ଼ିଛି।…

ଖାଇକୁ ଖସିଲା କାର…ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ:ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତିସା ଅଞ୍ଚଳରୁ ସାଚ ପାସ୍ ଅଭିମୁଖେ ଯାଉଥିବା ଏକ ଇନୋଭା କାର କଳାବନ ନିକଟରେ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡ଼ିରେ ଥିବା ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ…

ଭିଟାମିନ୍ D3, କ୍ୟାଲସିୟମ୍ ଏବଂ ମିଥାଇଲକୋବାଲାମିନ୍ ସମେତ ୩୦ଟି ଔଷଧର MRP ହେଲା ସ୍ଥିର, ସମ୍ପୂର୍ଣ୍ଣ ତାଲିକା…

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ସ୍ଥିର ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଏକ ବଡ଼ ପଦକ୍ଷେପ ନେଇଛି । ୩୦ଟି ଔଷଧ ଫର୍ମୁଲେସନର MRP (ସର୍ବାଧିକ ବିକ୍ରୟ ମୂଲ୍ୟ) ସ୍ଥିର କରିଛି । NPPA ୨୭ ମେ,…

ହଠାତ୍ ବନ୍ଦ ହୋଇଗଲା କେଦାରନାଥ ଯାତ୍ରା, ରାସ୍ତାରେ ଅଟକି ରହିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଡେରାଡୁନ: ଗତ କିଛି ଦିନ ଧରି ଦେବଭୂମି ଉତ୍ତରାଖଣ୍ଡରେ ପାଗ ପରିବର୍ତ୍ତନ ହୋଇଛି । ଯେଉଁ କାରଣରୁ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ତୀର୍ଥଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ, ସ୍ଥାନୀୟ ପ୍ରଶାସନ କେଦାରନାଥ ଯାତ୍ରାକୁ…

ହିନ୍ଦୁ ସାଙ୍ଗକୁ ବକ୍ରୀଦରେ ଡାକି ହତ୍ୟା କଲା…

ଗାଜିଆବାଦ: ଗାଜିଆବାଦର ଖୋଡା ଥାନା ଅଞ୍ଚଳରେ ବକ୍ରୀଦରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି।ଯେତେବେଳେ କି ତାଙ୍କ ସହଯୋଗୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଏସିପି ଇନ୍ଦିରାପୁରମ ଅଭିଷେକ ଶ୍ରୀବାସ୍ତବ କହିଛନ୍ତି ଯେ ଖୋଡା…

ବିଲ୍ଡିଂ ଭୁଶୁଡିବା ଘଟଣାରେ ୪ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଥିବା ସୈଦୁଲଅଜାଇବରେ ଶନିବାର ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ଟ୍ରକ ପଛରେ କାହିଁକି ଲେଖାଥାଏ ‘Horn OK Please’? ଜାଣନ୍ତୁ ଏହା ପଛର ରହସ୍ୟ ଏବଂ ମହାରାଷ୍ଟ୍ର ସରକାର…

ନୂଆଦିଲ୍ଲୀ: ରାସ୍ତାରେ ଯିବା ଆସିବା ସମୟରେ ଆପଣ ନିଶ୍ଚୟ ଟ୍ରକ କିମ୍ବା ଅନ୍ୟ ଗାଡ଼ି ପଛରେ 'Horn OK Please' ହର୍ଣ୍ଣ ଓକେ ପ୍ଲିଜ୍ ଲେଖା ହୋଇଥିବାର ଦେଖିଥିବେ। ଏହା ଆମ ଦେଶରେ ଏକ ସାଧାରଣ ଦୃଶ୍ୟ ପାଲଟିଯାଇଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଧାଡି ପଛରେ ପ୍ରକୃତରେ କଣ ରହସ୍ୟ…