Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Karnataka Power Tussle: ବ୍ରେକଫାଷ୍ଟ୍ ଟେବୁଲରେ ତୁଟିଲା ଚୌକି କଳି?

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା କି ପୂର୍ଣ୍ଣଚ୍ଛେଦ?...ବ୍ରେକଫାଷ୍ଟ ଟେବୁଲରେ ତୁଟିଲା କି ଚୌକି କଳି?...ନା ଏବେ ବି ଶିବକୁମାରଙ୍କ ମନରେ ରହିଛି ଆସନ ଆଶା? କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଶନିବାର ସକାଳେ…

Bank-Holidays : ଡ଼ିସେମ୍ବରରେ ୧୮ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ୨୦୨୫ ମସିହାର ଶେଷ ମାସ ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବହୁତ ଦିନ ପାଇଁ ପାଇଁ ବନ୍ଦ ରହିବ। ଚାରୋଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ମିଶାଇ, ମୋଟ ୧୮ଟି ବ୍ୟାଙ୍କ ଛୁଟି ରହିବ। ଭାରତରେ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ…

India’s New Quake Map: ଭୟଙ୍କର ଝଟକା!, ସଙ୍କଟରେ ଭାରତ…ଡରାଇଲାଣି ଭୂମିକମ୍ପ ଜୋନିଂ ମାନଚିତ୍ର ୨୦୨୫…

ନୂଆଦିଲ୍ଲୀ: ଡରାଇଲାଣି ଦେଶର ଭୂକମ୍ପ ନକସା…୨୦୦ ବର୍ଷ ଧରି ଥରିନାହିଁ ଭୂମି...ଭୟଙ୍କର ଭୂମିକମ୍ପର ଶିକାର ହୋଇପାରେ ଭାରତ!...ବିପଦ ଅଞ୍ଚଳରେ ଜନସଂଖ୍ୟାର ୭୫%... କିଛି ଏପରି ଚାଞ୍ଚଲ୍ୟକର ଖୁଲାସା କରିଛି ଭାରତ ଭୂମିକମ୍ପ ଜୋନିଂ ମାନଚିତ୍ର ୨୦୨୫ । ୨୦୦ ବର୍ଷ ପରେ ଏକ ଶକ୍ତଶାଳୀ…

ହ୍ୱାଇଟ୍ ହାଉସ୍ ଗୁଳିକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ, ଆଫଗାନ ନାଗରିକଙ୍କୁ ଭିସା ଦେବ ନାହିଁ ଆମେରିକା

ୱାଶିଂଟନ: ବୁଧବାର ଦିନ ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଦୁଇଜଣ ନ୍ୟାସନାଲ୍ ଗାର୍ଡସ କର୍ମଚାରୀଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ଏଥିରେ ଜଣେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁଳିକାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ଜଣେ ଆଫଗାନିସ୍ତାନ ନାଗରିକ। ଏହା ପରେ,…

ଭୁଶୁଡ଼ୁଛି ମାଓଗଡ଼: ମହାରାଷ୍ଟ୍ରରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

ମୁମ୍ବାଇ: ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। IMMC ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି।…

Operation Sagar Bandhu: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ଭାରତର ସହାୟତା, ଅପରେସନ୍ ସାଗର ବନ୍ଧୁ ଆରମ୍ଭ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବର୍ଷା ଏବଂ ବନ୍ୟା ଏଠାକାର ଲୋକଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି। ଏହି କଷ୍ଟକର ସମୟରେ ପଡ଼ୋଶୀ ଦେଶକୁ ସହାୟତା କରିବା ପାଇଁ, ଭାରତୀୟ ବାୟୁସେନାର ଏକ C-130J ବିମାନ ପ୍ରାୟ ୧୨ ଟନ୍…

Top Court on Dowry: ‘ଯୌତୁକ ପ୍ରଥା ଯୋଗୁଁ ବାଣିଜ୍ୟିକ କାରବାର ପାଲଟିଛି ବିବାହ’, ଚିନ୍ତା ପ୍ରକଟ କଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ବିବାହ ଏକ ପବିତ୍ର ଏବଂ ମହାନ ପ୍ରତିଷ୍ଠାନ, ଯାହା ପାରସ୍ପରିକ ବିଶ୍ୱାସ, ସାହଚର୍ଯ୍ୟ ଏବଂ ସମ୍ମାନ ଉପରେ ଆଧାରିତ, କିନ୍ତୁ ଯୌତୁକର ଦୁଷ୍ଟତା ଯୋଗୁଁ, ଏହି ପବିତ୍ର ବନ୍ଧନ ଦୁର୍ଭାଗ୍ୟବଶତଃ ଏକ ବାଣିଜ୍ୟିକ କାରବାର ପାଲଟିଛି। ବିଚାରପତି…

ଆମେ ଖୁବଶୀଘ୍ର ସିନ୍ଦେ ସାହେବଙ୍କୁ ରାଜ୍ୟ ନେତୃତ୍ୱ ନେଉଥିବାର ଦେଖିବୁ: ଶିବସେନା ବିଧାୟକଙ୍କ ଦାବି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟ ମନ୍ତ୍ରୀ ତଥା ଶିବସେନା ନେତା ଦାଦା ଭୁସେଙ୍କ ଏକ ବୟାନ ଏବେ ନୂଆ ବିତର୍କ ସୃଷ୍ଟି କରିଛି। ଭୁସେ ଦାବି କରିଛନ୍ତି ଯେ ଜନସାଧାରଣ ପୁଣି ଥରେ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ନେତୃତ୍ୱ ନେଉଥିବାର ଦେଖିବେ। ସ୍ଥାନୀୟ…

Cyclone Ditwah: ଧିରେ ଧିରେ ନିକଟତର ହେଉଛି ‘ଡିଟୱା’, ଏହିଠାରେ ମଚାଇବ ତାଣ୍ଡବ…ସ୍କୁଲ ବନ୍ଦ୍,…

ନୂଆଦିଲ୍ଲୀ: ତାମିଲନାଡୁ ଉପକୂଳ ଆଡକୁ ଆସୁଥିବା ଘୂର୍ଣ୍ଣିଝଡ଼ ଡିଟୱା ପ୍ରବଳ ବର୍ଷା ଆଣିପାରେ ବୋଲି ଆଶା କରାଯାଉଛି। ତାମିଲନାଡୁ ସରକାର ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘୂର୍ଣ୍ଣିଝଡ଼ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗ ନଭେମ୍ବର ୨୯ ରୁ ୩୦…

Maoists Surrender: ମାଓନେତା ଅନନ୍ତଙ୍କ ଚିଠି, ନୂଆ ବର୍ଷରେ ଅସ୍ତ୍ର ଛାଡିବେ ଶତାଧିକ ନକ୍ସଲ

ରାୟପୁର: ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି (ଏମ୍‌ଏମ୍‌ସି) ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍‌ଏମ୍‌ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ…