Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଏୟାରପୋର୍ଟରେ ୪୫ମିି. ଧରି ଅଟକିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ୨୧ ଜୁନ୍ ଦିନ ୧:୧୫ ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ପରେ ସେ ତୁରନ୍ତ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ, NEET ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବାର…

ରାମ ମନ୍ଦିର ଚନ୍ଦା ବିବାଦ: ଯିଏ ବି ଦୋଷୀ, ତାକୁ ମିଳୁ କଠୋରରୁ କଠୋର ଦଣ୍ଡ; ବିରୋଧୀଙ୍କୁ ଭିଏଚପି ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଚାନ୍ଦା ଓ ଦାନ ଅର୍ଥରେ ହେରଫେର ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଭିଏଚପିର ଆନ୍ତର୍ଜାତୀୟ ସଭାପତି ଆଲୋକ କୁମାର ରବିବାର ଏହି ଘଟଣାରେ ଏକ…

ଏହି ରାଜ୍ୟ ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ସୁନା କେନ୍ଦ୍ର …

ଅମରାବତୀ: ଆନ୍ଧ୍ରପ୍ରଦେଶ ଖୁବ୍ ଶୀଘ୍ର ଭାରତର ସର୍ବବୃହତ ସୁନା ଉତ୍ପାଦନକାରୀ ରାଜ୍ୟ ହୋଇପାରେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଦାବି କରିଛନ୍ତି ଯେ କର୍ଣ୍ଣୁଲ ଜିଲ୍ଲାର ଜୋନ୍ନାଗିରି ଅଞ୍ଚଳରେ ବଡ଼ ସୁନା ଭଣ୍ଡାର ଆବିଷ୍କୃତ ହୋଇଛି, ଯାହା ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟକୁ ଦେଶର…

ପୋଲିସ ଏନକାଉଣ୍ଟରରେ PLFI କମାଣ୍ଡର ଶ୍ରବଣ ଆହତ; ସର୍ଚ୍ଚ ଅପରେସନ ଜାରି

ରାଞ୍ଚି: ରବିବାର ସକାଳେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସକାଳେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନିଷିଦ୍ଧ ଉଗ୍ରବାଦୀ ସଂଗଠନ PLFI ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ PLFI ସଂଗଠନର ଟପ୍ କମାଣ୍ଡର ଶ୍ରବଣ ଦାସ ନାମକ…

ନୌସେନାରେ ସାମିଲ ହେଲା ୩ ସ୍ୱଦେଶୀ ଯୁଦ୍ଧଜାହାଜ;ସାମୁଦ୍ରିକ ଶକ୍ତି ଅର୍ଥନୈତିକ ଏବଂ ରଣନୈତିକ ଶକ୍ତିର ପ୍ରମୁଖ ପରିଚୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭାରତୀୟ ନୌସେନାକୁ ତିନୋଟି ନୂତନ ଯୁଦ୍ଧଜାହାଜ(Three frontline warships – INS Dunagiri, INS Sanshodhak, and INS Agray) ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱଦେଶୀ…

CM Vijay Photo Row: ସ୍କୁଲ୍ କ୍ଲାସରୁମ୍‌ରେ ବିଜୟଙ୍କ ଫଟୋ ଲଗାଇ ରିଲ୍ସ! TVKକୁ ଟାର୍ଗେଟ୍ କଲେ ଅନ୍ନାମଲାଇ

ଚେନ୍ନାଇ: ତାମିଲନାଡୁରେ ପୁଣି ତେଜିଛି ହୋଇଛି ରାଜନୈତିକ ବିବାଦ। ଅଭିନେତାରୁ ତାମିଲନାଡୁର ସିଧା ମୁଖ୍ୟମନ୍ତ୍ରୀ ପାଲଟିଥିବା ଥାଲାପତି ବିଜୟ ଏବେ ନୂଆ ସରକାରଙ୍କୁ ନେଇ ବେଶ୍ କ୍ରିୟାଶୀଳ । ହେଲେ ପ୍ରତିଥର ତାଙ୍କ ସମର୍ଥକଙ୍କ କାର୍ଯ୍ୟ ଦ୍ବାରା ଅଡୁଆରେ ଫସିଯାଉଛନ୍ତି ବିଜୟ । ତାମିଲଗା ଭେଟ୍ରି…

Meloni blasts Trump: ମୁହାଁମୁହିଁ ମେଲୋନି-ଟ୍ରମ୍ପ, ତେଜିଲା ବାକ୍ ଯୁଦ୍ଧ…ସୋସିଆଲ ମିଡିଆରେ ବର୍ଷିଲେ ଇଟାଲୀୟ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀୟ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ରତର ହୋଇଛି। ଟ୍ରମ୍ପ ଶନିବାର ପୁନରାବୃତ୍ତି କରିଛନ୍ତି ଯେ ମେଲୋନି G-7 ଶିଖର ସମ୍ମିଳନୀରେ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଅନୁରୋଧ କରିଥିଲେ। ଏହା…

International Yoga Day 2026 : କୋଲକାତାରେ ୩୫,୦୦୦ ଲୋକଙ୍କ ସହିତ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ,…

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଲକାତାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ଅଂଶଗ୍ରହଣ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସରେ…

RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…

ନୂଆଦିଲ୍ଲୀ: ଆଜି ସାରା ଦେଶରେ NEET UG 2026 ପୁନଃପରୀକ୍ଷା ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହେବାକୁ ଥିବା ବେଳେ ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଛି। ଆଜି ଅପରାହ୍ନରେ ହେବାକୁ ଥିବା NEET-UG ପୁନଃପରୀକ୍ଷାରେ ଯୋଗଦେବା ପାଇଁ…

ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ: ୩୫ ବର୍ଷ ପରେ କଲେଜ୍ ପରୀକ୍ଷା ଦେବାକୁ ପହଞ୍ଚିଲେ ୫୦ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ସେଥିପାଇଁ ବୋଧହୁଏ କୁହାଯାଏ, ସ୍ୱପ୍ନ ଦେଖିବାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ବୟସ ସୀମା ନଥାଏ। ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଥିଲେ ଯେକୌଣସି ସମୟରେ ନୂଆ ଆରମ୍ଭ କରାଯାଇପାରେ, ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି ଜଣେ ୫୦ ବର୍ଷୀୟା ମହିଳା। ଦୀର୍ଘ ୩୫ ବର୍ଷର ବ୍ୟବଧାନ…