Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାର ନିଷ୍ପତ୍ତି ପରେ ବିଶ୍ୱ ଶକ୍ତି ବଜାରରେ ବଡ଼ ଆଶ୍ୱସ୍ତି: ୬ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ : ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ ଉପରେ ତୁରନ୍ତ କୌଣସି କଠୋର ସାମରିକ ବା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆମେରିକା ନିଷ୍ପତ୍ତି ନେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ ଦିନରେ…

ଆସାମର ରଡ୍ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ଶ୍ରମିକ ମୃତ

ଦିସପୁର: ରବିବାର ସକାଳେ ଆସାମର କଚାର ଜିଲ୍ଲାର ଏକ କାରଖାନାରେ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅତି କମରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ରିପୋର୍ଟ ହୋଇଛି। ଉଧାରବନ୍ଦ ଥାନା ଅଞ୍ଚଳ ଅନ୍ତର୍ଗତ ପାଙ୍ଗରାମରେ ଅବସ୍ଥିତ କେଡ୍ ଗ୍ଲୋବାଲ୍…

ରେଲଓ୍ବେ ଲଣ୍ଡ୍ରିକୁ ଆସିଲା ଏଆଇ କ୍ୟାମେରା, ମିଇଳା ଚାଦର ଓ ତକିଆର ସଫେଇର କରିବ ଯାଞ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ରଳରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଅଭିଯୋଗ କରିଥାନ୍ତି ଯେ, ରେଲଓ୍ବେ ସେମାନଙ୍କୁ ମଇଳା ଓ ଦାଗ ଥିବା ଚାଦର ବ୍ୟବହାର ପାଇଁ ଦେଉଛି । ଏବେ ରେଲଓ୍ବେ ଏହି ସମସ୍ୟାକୁ ଦୂର କରିବାକୁ ଏଆଇ କ୍ୟାମେରା ସ୍ଥାପନ କରିବାକୁ ଯାଉଛି । ଟ୍ରେନ୍‌ରେ ଯାତ୍ରୀଙ୍କୁ ଦିଆଯାଉଥିବା…

ନନ୍ଦନ ନିଲେକାନୀ କିଏ? ଯାହାଙ୍କୁ ମିଳିଛି Exam Reform ର ଦାୟିତ୍ୱ

ନୂଆଦିଲ୍ଲୀ: NEET (UG) ପରୀକ୍ଷାରେ ଅନିୟମିତତା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଆକ୍ସନ ମୋଡକୁ ଆସିଛନ୍ତି। ମୋଦି ରବିବାର ଘୋଷଣା କରିଛନ୍ତି ଯେ ଭାରତରେ ପରୀକ୍ଷା ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଇନଫୋସିସ୍ ସହ-ପ୍ରତିଷ୍ଠାତା…

ଏଣିକି ଆଉ ଲାଗୁ ହେବନି ଟୋଲ ଟ୍ୟାକ୍ସ ଆଦାୟ କରିବାର ପୁରୁଣା ଫର୍ମୁଲା, ଏହି ନିୟମ ଅନୁସାରେ ହେବ ଆଦାୟ…

ନୂଆଦିଲ୍ଲୀ: ସରକାର ଟୋଲ ଟ୍ୟାକ୍ସ ଆଦାୟ କରିବାର ପୁରୁଣା ଫର୍ମୁଲାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ନୂତନ ନିୟମ ଲାଗୁ କରିଛନ୍ତି । ଏଣିକି ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ)ରେ ଗାଡ଼ି ଚଲାଉଥିବା ଲୋକଙ୍କଠାରୁ ଆଉ ମନଇଚ୍ଛା ଟୋଲ ଆଦାୟ କରିବା ସମ୍ଭବ ହେବ ନାହିଁ । ଦେଶବାସୀଙ୍କୁ ଟୋଲ ଟ୍ୟାକ୍ସ…

ଅଭିଜିତ୍ ଦୀପକେ ସୁରକ୍ଷା ପାଇବାକୁ ଯୋଗ୍ୟ; ସେନା ମନ୍ତ୍ରୀ…

ମୁମ୍ବାଇ: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଏବଂ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀର ବାସିନ୍ଦା ଅଭିଜିତ୍ ଦୀପକେ ଏକ ବିପ୍ଳବ ସୃଷ୍ଟି କରିଛନ୍ତି ଏବଂ ସୁରକ୍ଷା ପାଇବାକୁ ଯୋଗ୍ୟ। ଏଭଳି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ଶିରସାତ। ଔରଙ୍ଗାବାଦ ପଶ୍ଚିମ…

ଭାରତରେ ସୁନା ନୁହେଁ ମଦ ପିଇବାରେ ଅଧିକ ଖର୍ଚ୍ଚ କରୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ: ଗ୍ରାହକଙ୍କ ଖର୍ଚ୍ଚ ଅଭ୍ୟାସରେ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟମାନେ ଏବେ ଅଳଙ୍କାର କିଣିବା ଅପେକ୍ଷା ମଦ୍ୟପାନ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବରୁ ସେମାନେ ଅଧିକ ଖର୍ଚ୍ଚ ଗହଣା କିଣିବାରେ କରୁଥିଲେ। କାରଣ ଭାରତରେ ସୁନାର ସାଂସ୍କୃତିକ…

ମଧ୍ୟପ୍ରାଚ୍ୟରେ ମହାସମରର ଭୟ: ଇରାନକୁ ଘେରିବାକୁ ପ୍ରସ୍ତୁତ ଟ୍ରମ୍ପ ଏବଂ ନେତାନ୍ୟାହୁ, ଆଗକୁ କ’ଣ ହେବ?

ୱାଶିଂଟନ୍/ଜେରୁଜେଲମ୍: ମଧ୍ୟପ୍ରାଚ୍ୟ ରାଜନୀତିରେ ଏବେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଗୋଟିଏ ପଟେ ଆମେରିକା ଏବଂ ଇସ୍ରାଏଲର ମିଳିତ ଶକ୍ତି ଥିବା ବେଳେ ଅନ୍ୟ ପଟେ ରହିଛି ଇରାନ। ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ତିନି ଦେଶ ମଧ୍ୟରେ ବିବାଦ ଏବେ ଏକ ନିର୍ଣ୍ଣାୟକ ତଥା ଭୟାବହ ମୋଡ଼ରେ…

ସିଜେପି ଆନ୍ଦୋଳନ ଆଗରେ ହାର୍ ମାନିଲା ସରକାରୀ କଳ! ନୂଆ ଶିକ୍ଷା ସଂସ୍କାରକୁ ମିଳିଲା ଗ୍ରୀନ ସିଗ୍ନାଲ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଦେଶବ୍ୟାପୀ ତେଜିଥିବା ଛାତ୍ର ଆନ୍ଦୋଳନ ଶେଷରେ ଏକ ନିର୍ଣ୍ଣାୟକ ମୋଡ଼ ନେଇଛି। ଦିଲ୍ଲୀର ଯନ୍ତରମନ୍ତର ଏବଂ ସଂସଦ ଭବନ ଘେରାଉ କରିଥିବା ‘ସିଜେପି’ ସଂଗଠନର ଯୁବବର୍ଗଙ୍କ ଐତିହାସିକ ପ୍ରଦର୍ଶନ ଆଗରେ କେନ୍ଦ୍ର ସରକାରଙ୍କୁ ଶେଷରେ ମୁଣ୍ଡ…

ରାଜନୀତିରୁ ସନ୍ୟାସ ନେବେକି ସିଦ୍ଧରମୈୟା, କାହିଁକି କହିଲେ ଏଭଳି…

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସକ୍ରିୟ ନିର୍ବାଚନୀ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ୨୦୨୮ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ଏବଂ ଭବିଷ୍ୟତର କୌଣସି ନିର୍ବାଚନରେ ପ୍ରାର୍ଥୀ…