Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାର ଫର୍ମୁଲା… ଛିଡୁନି ସିଟ୍ ଭାଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିହାର’ ମନ୍ଥନ । ପାଟନା ଗଣିତ ନେଇ କଂଗ୍ରେସ-ଆରଜେଡି ଚର୍ଚ୍ଚା । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ । ଏପ୍ରିଲ ୧୭ତାରିଖରେ ମହାଗଠବନ୍ଧନ ନେତାଙ୍କ ବୈଠକ ହେବାକୁ…

‘ରାଜ୍ୟକୁ ଦରକାର ବେଶୀ କ୍ଷମତା’: ବିଧାନସଭାରେ ସ୍ବାୟତ୍ତ ପ୍ରସ୍ତାବ ରଖିଲେ ତାମିଲନାଡୁ ସରକାର

ଚେନ୍ନାଇ: ଏବେ ଲଗାତାର ତାମିଲନାଡୁ ରାଜନୀତି ସରଗରମ ରହିଛି । କେତେବେଳେ ଭାଷା ବିବାଦ, ତ ଆଉ କେତେବେଳେ ରାଜ୍ୟପାଳଙ୍କ ସହ ବିବାଦ, ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ସରକାର । ହେଲେ ଏହାରି ଭିତରେ ଏବେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି ଷ୍ଟାଲିନ୍ ସରକାର । ରାଜ୍ୟପାଳଙ୍କ…

ୱାକଫ୍ ବିଲ୍ ପରେ ୟୁସିସି ପାଇଁ ପ୍ରସ୍ତୁତ ହେଉଛନ୍ତି କି ମୋଦି ସରକାର?

ନୂଆଦିଲ୍ଲୀ: ୱାକଫ ବିଲ୍ ପରେ ଏବେ ମୋଦି ସରକାର ୟୁସିସି ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି? ଆମ୍ବେଦକର ଜୟନ୍ତୀରେ ରାଜନୈତିକ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ଆକ୍ରମଣ କରି ଏହା ସମ୍ବିଧାନ ଏବଂ ବାବା ସାହେବ ଆମ୍ବେଦକରଙ୍କୁ ଅପମାନ…

ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ, ବ୍ୟାଙ୍କ୍ ବାହାରେ ଗହଳି ଜମୁଛି 

ନୂଆଦିଲ୍ଲୀ: ବାର୍ଷିକ ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଗ୍ରହୀ ତୀର୍ଥଯାତ୍ରୀମାନେ ସ୍ଥାନୀୟ କିଛି ବ୍ୟାଙ୍କ ଶାଖା ବାହାରେ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଛି। ସେମାନେ ଏହି ଯାତ୍ରାରେ ପ୍ରଥମ ବ୍ୟାଚ୍‌ର ଅଂଶ ହେବା ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି।…

ମେହୁଲ ଚୌକସିର ରହସ୍ୟମୟୀ ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ: ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି । ଭାରତ ସରକାରଙ୍କ ଅପିଲ୍ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବେଲଜିୟମ ସରକାର । ସ୍ବିଜରଲାଣ୍ଡ ପଳାଇବାକୁ ଯୋଜନା କରୁଥିବା ବେଳେ ମେହୁଲ ଚୌକସିକୁ ଗିରଫ କରିଛନ୍ତି ଭାରତ ଓ ବେଲଜିୟମର ମିଳିତ ଟିମ୍ ।…

ପାକିସ୍ତାନର ଆତଙ୍କୀ ଚେହେରା

ନୂଆଦିଲ୍ଲୀ: ତହବୁର ରାଣା, କସାବ, ଲାଦେନ, ହାଫିଜ ସୟିଦ, ମସୁଦ ଅଜହର…ପଦାରେ ପଡୁଛି ପାକିସ୍ତାନର ଆତଙ୍କୀ ଚେହେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଭାରତ ଆସିବା ପରେ ପାକିସ୍ତାନର ଅସଲ ସତ ସାମନାକୁ ଆସିଛି। ଏବେ ଦେଶ ସହ ରାଣାର ଲିଙ୍କ ମାନୁନି ପାକିସ୍ତାନ ।…

UPI ସର୍ଭର କ୍ରାସ୍ ହୋଇଯାଇଥିଲେ କିପରି କରିବେ ଅନଲାଇନ୍ ପେମେଣ୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ମଧ୍ୟରେ UPI ସେବା 3 ଥର ବନ୍ଦ ହୋଇଯାଇଛି, ଯାହା ଯୋଗୁଁ କୋଟି କୋଟି ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ଯୋଗୁଁ, UPI ଉପଭୋକ୍ତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି, ଯାହା କାରଣରୁ ସର୍ଭର ବାରମ୍ବାର କ୍ରାସ୍…

ନମ୍ବର ସେଭ୍ ନଥିଲେ ମଧ୍ୟ ହ୍ୱାଟ୍ସଆପରେ ଆସିବ ସମସ୍ତ କଲ୍, ଏହି ଟ୍ରିକ୍ ଆପଣାନ୍ତୁ..

ନୂଆଦିଲ୍ଲୀ: ଅନେକ ସମୟରେ, ଫୋନ୍ ଏବଂ ହ୍ୱାଟ୍ସଆପରେ ଭିନ୍ନ ଭିନ୍ନ କଲ୍ ଆସିବା ଯୋଗୁଁ ଆପଣ ବିଚଳିତ ହୋଇଥାନ୍ତି । କିନ୍ତୁ ଏପରି ହେବ କି ସମସ୍ତ କଲ୍ ହ୍ବାଟସଆପ୍ ରେ ଆସିବ ଏବଂ ଆପଣଙ୍କୁ ଆପ୍ ଖୋଲିବାକୁ ମଧ୍ୟ ପଡିବ ନାହିଁ? କିନ୍ତୁ ଏହା କିପରି ହେବ? ଆପଣ ଏହା ସହଜରେ କରିପାରିବେ, ଏଥିପାଇଁ…

ଗମ୍ଭୀର ହେଉଛି ଦିଲ୍ଲୀ ପ୍ରଦୂଷଣ: ମନ୍ତ୍ରୀ କହିଲେ, ’୧୦ ବର୍ଷ କମାଇଦେବ ଆୟୁଷ’

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । କଂକ୍ରିଟ୍ ସହର ଏବେ ଦିଲ୍ଲୀବାସୀଙ୍କ ଉପରେ ଦାଉ ସାଧୁଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦିଲ୍ଲୀ ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କରିବା ସହ ଏନେଇ ତୁରନ୍ତ…

ଔଷଧ ଆମଦାନୀ ଉପରେ ଶୁଳ୍କ ଲଗାଇପାରନ୍ତି ଟ୍ରମ୍ପ 

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମିକଣ୍ଡକ୍ଟର ଏବଂ ଔଷଧ ଆମଦାନୀ ଉପରେ ଶୁଳ୍କ ଲଗାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଆମେରିକାର ବାଣିଜ୍ୟ ବିଭାଗ ଏକ ବାଣିଜ୍ୟ ସମୀକ୍ଷା ମଧ୍ଯ ଆରମ୍ଭ କରିଛି। ବାଣିଜ୍ୟ ବିଭାଗ ଅନୁଯାୟୀ, ଏହା "ସେମିକଣ୍ଡକ୍ଟର ଏବଂ ସେମିକଣ୍ଡକ୍ଟର…