Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“ନିଜର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢିପାରିବେ ଜେଲେନସ୍କି…”, ୟୁକ୍ରେନ ଶାନ୍ତି ଚୁକ୍ତି ନେଇ ଟ୍ରମ୍ପଙ୍କ ଚେତାବନୀ…

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଯୁଦ୍ଧ ନେଇ ୨୮ ସୂତ୍ରୀ ଶାନ୍ତି ଯୋଜନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶନିବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ତାଙ୍କର ୨୮-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ଅନୁରୋଧ କରି ଥ୍ୟାଙ୍କସଗିଭିଂ ଦ୍ୱାରା…

ପାକିସ୍ତାନ ଧୋକା ଦେବା ପରେ ଭାରତ ଧରିଲା ଆଫଗାନିସ୍ତାନର ହାତ

ନୂଆଦିଲ୍ଲୀ:    ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ପ୍ରାୟ ସ୍ଥଗିତ ରହିଛି। ଏହି ସମୟରେ, ତାଲିବାନ ଭାରତ ଆଡକୁ ଢଳିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଧୀରେ ଧୀରେ ଗତି କରୁଛି। ଭାରତକୁ ଏହାର ସାମଗ୍ରୀ ବିକ୍ରି କରି ଆଫଗାନିସ୍ତାନ ସମୃଦ୍ଧ ହେଉଛି।  ଏକ ରିପୋର୍ଟ ଅନୁଯାୟୀ,…

Nostradamus prediction: ଭୟଙ୍କର ହେବ ୨୦୨୫ର ଶେଷ!

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୫...ଭୟଙ୍କର ହେଉପାରେ ଏହି ବର୍ଷର ଶେଷ!...ଚମକାଇଲା ଭବିଷ୍ୟବାଣୀ…ପୁଣି ଫେରିବ କି କରୋନା ମହାମାରୀ? () କରୋନା ମହାମାରୀ ବା କିଏ ଭୁଲିପାରିବ । ସାରା ବିଶ୍ବରେ କୋକୁଆ ଭୟ ଖେଳିଯାଇଥିଲା । ଅନେକ ଲୋକ ନିଜର ପରିବାରଙ୍କୁ ହରାଇ ଆଜିବି ଶୋକରେ ।…

୧୦୬ କିଲୋମିଟର ନନଷ୍ଟପ ଦୌଡି ରେକର୍ଡ କଲା ହ୍ୟୁମାନାଇଡ ରୋବାଟ ଏ୨

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ଟେକ୍ନୋଲୋଜିରେ କିପରି ଆଗରେ ରହିବେ ସେ ନେଇ ପ୍ରତିଦ୍ୱନ୍ଦ୍ୱୀତା କରିବାରେ ବ୍ୟସ୍ତ । ତେବେ ଏହି ଦୌଡରେ ଅବଶ୍ୟ ଚୀନ ଓ ଜାପାନ ଆଗରେ ରହିଛନ୍ତି । ଚୀନ କମ୍ପାନୀ ଏଜିବଟ ନିକଟରେ ହ୍ୟୁମାନାଇଡ ରୋବୋଟ ଏ୨ ପ୍ରସ୍ତୁତ କରିଥିଲା । ଏବେ ଏହି ରୋବୋଟ ଗିନିଜ ବୁକ ଅଫ…

G-20ରେ ଗଢା ହେଲା ତ୍ରିଶକ୍ତି; ‘ଭାରତ, କାନାଡା ଏବଂ ଅଷ୍ଟ୍ରେଲିଆ ଆଗାମୀ ପିଢ଼ିର ଭବିଷ୍ୟତ…’, କହିଲେ ମୋଦି…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଲିଥିବା G-20 ଶିଖର ସମ୍ମିଳନୀରେ, ଭାରତ ଏକ ପ୍ରମୁଖ ସହଭାଗୀତା ଘୋଷଣା କରିଛି, ଯାହା କାନାଡା ସହିତ ସମ୍ପର୍କରେ ଏକ ନୂତନ ଆରମ୍ଭ। ଏହି ସହଭାଗୀତାରେ ଭାରତ ଏବଂ କାନାଡା ସହିତ ଅଷ୍ଟ୍ରେଲିଆ ବି ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Macron Meet Modi: “ବନ୍ଧୁତା ଅମର ରହୁ…”, G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ: G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ବୈଠକ ବିଶେଷ ଥିଲା। ଦୁଇ ନେତା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ G20 ଶିଖର ସମ୍ମିଳନୀର…

‘White collar’ terror case: ‘ହ୍ୱାଇଟ୍ କଲର ଆତଙ୍କବାଦୀ ମଡ୍ୟୁଲ୍’ମାମଲାରେ ଆଉ ଜଣେ ଅଭିଯୁକ୍ତକୁ…

ଶ୍ରୀନଗର:'ହ୍ୱାଇଟ୍ କଲର' ଆତଙ୍କବାଦୀ ମଡ୍ୟୁଲ୍ ଏବଂ ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାର ତଦନ୍ତ ସହିତ ଜଡିତ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜମ୍ମୁ ଏବଂ କାଶ୍ମୀର ପୋଲିସର ରାଜ୍ୟ ତଦନ୍ତ ସଂସ୍ଥା (SIA) ଶନିବାର ଦିନ ଏକ "ହ୍ୱାଇଟ୍ କଲର ଆତଙ୍କୀ ମଡ୍ୟୁଲ୍" ମାମଲାରେ…

ଟ୍ରେନରେ ଜଣେ ମହିଳା ଇଲେକ୍ଟ୍ରିକ୍ କେଟିଲରେ ପ୍ରସ୍ତୁତ କଲେ ମ୍ୟାଗି, ଭିଡିଓ ଭାଇରାଲ ପରେ ରେଳବାଇ…

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଅଜବ ଗଜବ ହରକତ ସାମ୍ନାକୁ ଆସିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଏସି କୋଚରେ ମୋବାଇଲ ଚାର୍ଜିଂ ପଏଣ୍ଟରେ ଇଲେକ୍ଟ୍ରିକ୍ କେଟିଲ୍ ଲଗାଇ ମହିଳା ଜଣକ ମ୍ୟାଗି ତିଆରି କରୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ…

ଜୋହାନ୍ସବର୍ଗରେ ଜି-20 ଶିଖର ସମ୍ମିଳନୀରେ ମୋଦୀଙ୍କ ପ୍ରଭାବଶାଳୀ ଭାଷଣ, ‘ବସୁଧୈବ କୁଟୁମ୍ବକମ୍’, ଉପରେ…

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ । ମହାତ୍ମା…

ଘର ଭିତରର ପବନ ବି ଖତରନାକ୍ ! ରିସର୍ଚ୍ଚରୁ ଜଣାପଡ଼ିଲା ଆଶ୍ଚର୍ଯ୍ୟକର କଥା

ନୂଆଦିଲ୍ଲୀ: ଆଜିକାଲି ବାହାରେ ପ୍ରଦୂଷଣ ଏତେ ବଢ଼ିଯାଇଛି ଯେ ଅଧିକାଂଶ ଲୋକ ଭାବନ୍ତି, ଘର ଭିତରେ ରହିଲେ ନିଶ୍ଚୟ ନିରାପଦ ବାୟୁ ପାଇବେ। କିନ୍ତୁ ବାସ୍ତବ ଠିକ୍ ଉଲଟା! ବିଟ୍ସ ପିଲାନୀ, ଆଇଆଇଟି ଯୋଧପୁର ଓ ଏନଆଇଟି ୱାରଙ୍ଗଲର ବୈଜ୍ଞାନିକମାନେ ନିକଟରେ କରିଥିବା ଏକ ଗବେଷଣାରେ ଚକିତ…