Latest Odisha News

BREAKING NEWS

Browsing Category

ଫିଚର

ମଡେଲ ତାନିଆ ସିଂ ଆତ୍ମହତ୍ୟା ମାମଲା: କ୍ରିକେଟର ଅଭିଷେକଙ୍କୁ ସମନ

ସୁରଟ: ମଡେଲ ତାନିଆ ସିଂ ଆତ୍ମହତ୍ୟାର ତଦନ୍ତ ପୋଲିସ ଜୋରସୋରରେ କରୁଛି । ଇତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପୋଲିସ ସମନ ଜାରୀ କରିଛି । ତାନିଆଙ୍କୁ ଶେଷ କଲ ଅଭିଷେକ କରିଥିଲେ । ରବିବାର ବିଳମ୍ବିତ ରାତ୍ରରେ…

ପୂର୍ବରୁ ନାଭଲେନୀଙ୍କ ମୃତ୍ୟୁ ହୋଇ ସାରିଥିଲା !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡମିର ପୁତିନଙ୍କ ସବୁଠାରୁ ବଡ ବିରୋଧୀ ଆଲେକ୍ସି ନାଭଲେନୀଙ୍କ ରହସ୍ୟମୟ ଢ଼ଙ୍ଗରେ ଜେଲରେ ମୃତ୍ୟୁ ଘଟିଛି । ଏବେ ରୁଷ ଉପରେ କଡା ନଜର ରଖିଥିବା ୱେବସାଇଟ ନୋଭାୟା ୟୁରୋପରେ ଏକ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଫେବୃୟାରୀ ୧୬ରେ ନାଭଲେନୀଙ୍କ ମୃତ୍ୟୁ ଘଟିଥିବା…

ଟି୨୦: ଭାରତକୁ ବିଶ୍ୱକପ ଜିତାଇଥିବା ରାଜପୁତ ହେଲେ ୟୁଏଇ କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଲାଲଚାନ୍ଦ ରାଜପୁତଙ୍କୁ ୟୁଏଇ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେ ମୁଦାସର ନଜରଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ୟୁଏଇ ବୋର୍ଡ ଏହି ନିଷ୍ପତି ନେଇଛି । ସୂଚନାଯୋଗ୍ୟ, ରାଜପୁତଙ୍କ ପ୍ରଶିକ୍ଷଣରେ ଭାରତ ୨୦୦୭…

ଟି୨୦ କ୍ରିକେଟରେ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିବାରେ ରେକର୍ଡ କଲେ ବାବର

ଲାହୋର: ପାକିସ୍ତାନ ସୁପର ଲିଗରେ ବାବର ଆଜମଙ୍କ ବିସ୍ଫୋରକ ବ୍ୟାଟିଂ ଜାରୀ ରହିଛି । ପେଶୱାର ଜାଲମୀର ଅଧିନାୟକ ବାବର ଏଥିସହ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଏହି ଫର୍ମାଟରେ ଦ୍ରୁତ ୧୦ ହଜାର ରନ କରିବାରେ ରେକର୍ଡ କରିଛନ୍ତି । ସେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ମଧ୍ୟ ପଛରେ ପକାଇ…

ଶାହୀଦଙ୍କୁ ଅଣଦେଖା କଲେ କରୀନା

ମୁମ୍ବାଇ: ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ସମାରୋହ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ବଲିଉଡର ନାମୀ ଦାମୀ ସେଲିବେଟି ସାମିଲ ହୋଇଥିଲେ । ତେବେ ରେଡ କାର୍ପେଟରେ କରୀନା କାପୁର ଓ ଶାହୀଦ କାପୁର ମୁହାଁମୁହିଁ ହେବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହୀଦ ଫିଲ୍ମ…

ଆସନ୍ତାକାଲିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା, ଚଳଚଞ୍ଚଳ ମହିମାଗାଦୀ ପୀଠ

ଢେଙ୍କାନାଳ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ…

ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସେବାୟତ । ଗିରଫ ସେବାୟତ ଜଣକ ହେଲେ କୁଣ୍ଡୁ ମହାପାତ୍ର । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ, ଲିଙ୍ଗରାଜ ମନ୍ଦିରର ଐତିହ୍ୟ ବିଷୟରେ…

ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚିଲା ଲକ୍ଷ୍ମୀ ବସ୍, ଆଜି ଆଉ ୫ଟି ଜିଲ୍ଲାରେ ହେଲା ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚିଲା ଲକ୍ଷ୍ମୀ ବସ୍ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଆଉ ୫ଟି ଜିଲ୍ଲା ତଥା ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗ୍ରାମାଞ୍ଚଳରେ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର ହେବ ଜନଜାତି ସଦସ୍ୟଙ୍କ ଉପରେ ଥିବା ୪୮୦୧୮ ମାମଲା

ଭୁବନେଶ୍ବର: ଓଡିଶାର ଜନଜାତୀ ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ବଡ ଘୋଷଣା । ପ୍ରତ୍ୟାହାର ହେବ ସେମାନଙ୍କ ଉପରେ ଥିବା ଅନେକ ଛୋଟ ଛୋଟ ମକଦ୍ଦମା । ଏହି ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ,…

ସମ୍ପୁର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍, ନୂତନ ଶୈଳୀରେ ହେବ ନିର୍ମାଣ

କଟକ: ନୂଆ ରୂପ ନେବ ଐତିହାସିକ ବାରବାଟୀ ଷ୍ଟାଡିୟମ । ସମ୍ପୁର୍ଣ୍ଣ ଭାବରେ ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ । ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌।…