Latest Odisha News

BREAKING NEWS

ଥାଇଲ୍ୟାଣ୍ଡ: ଡଙ୍ଗାରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁ ଅଳ୍ପକେ ବର୍ତ୍ତିଲା ୧୦୮ ଜୀବନ

ବ୍ୟାଙ୍କକ: ଗୁରୁବାର ସକାଳେ ଥାଇଲ୍ୟାଣ୍ଡ ସମୁଦ୍ର କୂଳରେ ଏକ ଡଙ୍ଗାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁବା ଆରମ୍ଭ କରିଥିଲେ । ଜାହାଜରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୁରଟ ଥାନି…

ନକଲି ଜାତିଗତ ପ୍ରମାଣପତ୍ର ମାମଲାରେ ନବନୀତ୍ ରାଣାଙ୍କୁ ଅଶ୍ଵସ୍ତି

ମୁମ୍ବାଇ: ନକଲି ଜାତିଗତ ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟ ଗୁରୁବାର (ଏପ୍ରିଲ ୪) ଅମ୍ରାବତୀ ର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ଦେଇଛି ବଡ ଅଶ୍ଵସ୍ତି । ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ନବନୀତ୍ ରାଣାଙ୍କ…

ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ…

ଲକ୍ଷ୍ନୌ: ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୋଲିସ ସମଗ୍ର ରାଜ୍ୟରେ ନିଷେଧାଦେଶ ଜାରି କରିଛି। ବୃନ୍ଦା, ମଉ, ଗାଜିପୁର ଏବଂ ବାରାଣାସୀ ଭଳି ଜିଲ୍ଲାରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଛନ୍ତି। ଅନସାରୀଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଛି l…

ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଭାରତ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ମେଟା ଏକ ବଡ଼ ନିଷ୍ପତ୍ତି ନେଇଛି | ଏହି ନିଷ୍ପତି ଫଳରେ ବିଶ୍ୱର ସମସ୍ତ ରାଜନୈତିକ ଦଳ ଉପରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି | କୋଟି…

ବିହାରରେ ଛିଣ୍ଡିଲା ଆରଜେଡି ଓ କଂଗ୍ରେସ ଆସନ ଭାଗବଣ୍ଟା, ୨୬ଟି ଆସନରେ ଆରଜେଡି

ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ବୁଝାମଣା ହୋଇଛି। ଆଜି ଏହାର ସରକାରୀ ଭାବେ ଘୋଷଣା କରାଯାଇପାରେ। ଆଜି ଅପରାହ୍ନରେ ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସିଟ୍ ବଣ୍ଟନ ସୂତ୍ର…

ଶାନ୍ତି ସୈନିକଙ୍କ ବିରୋଧରେ ହୋଇଥିବା ଅପରାଧର ରେକର୍ଡ ରଖିବା ପାଇଁ ଡାଟାବେସ୍ ଲଞ୍ଚକଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଶାନ୍ତି ସୈନିକଙ୍କ ବିରୋଧରେ ଅପରାଧ ରେକର୍ଡ କରିବା ଏବଂ ଅପରାଧୀଙ୍କୁ ଉତ୍ତରଦାୟୀ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଭାରତ ଏକ ନୂତନ ଡାଟାବେସ୍ ଆରମ୍ଭ କରିଛି। ଭାରତର ଜାତିସଂଘର ରାଷ୍ଟ୍ରଦୂତ ରୁଚିକା କାମ୍ବୋଜ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ଭାରତ…

ଆଜିଠାରୁ ଲାଗୁହେବାକୁ ଯାଉଛି ଷ୍ଟକ୍ ମାର୍କେଟର ସବୁଠାରୁ ବଡ ନିୟମ

ମୁମ୍ବାଇ: ଯେଉଁମାନେ ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି | ଆଜିଠାରୁ ଷ୍ଟକ୍ ମାର୍କେଟରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ମାର୍ଚ୍ଚ ୨୮ ରୁ ଷ୍ଟକ୍ ମାର୍କେଟରେ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି, ଯାହା ହେଉଛି ଟି+0 ନିୟମ | ଏହି ନିୟମର…

ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି। ବିଭିନ୍ନ ଦଳ ପୁନର୍ବାର ଅନେକ ସାଂସଦଙ୍କୁ ଟିକେଟ୍ ଦେଇଥିବାବେଳେ ଅନେକଙ୍କ ଟିକେଟ୍ ମଧ୍ୟ ବାତିଲ କରିଛନ୍ତି l ଏହି କ୍ରମରେ ବିଜେପି ପିଲିଭୀତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛନ୍ତି। ଟିକେଟ…

ଖରାପ ଟିପ୍ପଣୀ ମହଙ୍ଗା ପଡିଲା! କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲ୍ଲୀପ ଘୋଷଙ୍କୁ ନିର୍ବାଚନ କମିଶନଙ୍କ…

ନୂଆଦିଲ୍ଲୀ: କଂଗ୍ରେସର ସୁପ୍ରିୟା ଶ୍ରୀନେତ ଏବଂ ବିଜେପିର ଦିଲ୍ଲୀପ ଘୋଷଙ୍କୁ ଇସି ନୋଟିସ ପଠାଯାଇଛି। ଗୋଟିଏ ପଟେ ବିଜେପି ସୁପ୍ରିୟାଙ୍କ ବିରୋଧରେ ନିର୍ବାଚନ ଆୟୋଗକୁ ଯାଇଥିବାବେଳେ, ଅନ୍ୟପଟେ ଟିଏମସି ଦିଲ୍ଲୀପଙ୍କ ବିବୃତ୍ତିରେ ଆପତ୍ତି ଉଠାଇଥିଲା। ଏବେ ଉଭୟ ନେତାଙ୍କୁ ସେମାନଙ୍କର ଖରାପ…

ଟଳିଲା ବଡ଼ ଅଘଟଣ, ବିମାନ ଉଡ଼ାଣ ପୂର୍ବରୁ ପରସ୍ପର ସହିତ ଧକ୍କା

କୋଲକାତା : କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ଦୁଇ ବିମାନ । ଉଡାଣ ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା କିନ୍ତୁ ପରିସ୍ଥିତି ଶୀଘ୍ର ନିୟନ୍ତ୍ରିତ ହୋଇଥିଲା ଏବଂ କୌଣସି ବଡ଼…