Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆହୁରି ୩ ଡିଗ୍ରୀ ବଢିବ ରାତି ତାପମାତ୍ରା, ୨୦ ଯାଏଁ ଜାରି ରହିବ ଘନ କୁହୁଡି

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ରାତି ତାପମାତ୍ରା ବୃଦ୍ଧି ହେତୁ ଶୀତର ପ୍ରକୋପ କମୁଛି । ଅଧିକାଂଶ ସ୍ଥାନରେ ୧୫ ଡିଗ୍ରୀରୁ ଅଧିକ ରହିଛି ରାତି ତାପମାତ୍ରା । ଆହୁରି ତିନି ଡିଗ୍ରୀ ବଢିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ହେଲେ ଏପର୍ଯ୍ୟନ୍ତ କୁହୁଡିରୁ ନିସ୍ତାର ମିଳିନି । ଏବେବି…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ପୂର୍ବ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ଓ ବିହାର ମୁକାବିଲା ତାଙ୍କ କ୍ୟାରିୟର ଶେଷ ମ୍ୟାଚ ହେବ । ଏଥିସହ ୧୯ ବର୍ଷର ତାଙ୍କ…

୫୦ ବର୍ଷ ମଧ୍ୟରେ ୨୬ ଲକ୍ଷ ବର୍ଷ ତଳର ସାଗର ଶୁଖିଗଲା

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କଲାଣି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ମନୁଷ୍ୟକୁ ଚେତାଇଲେ ମଧ୍ୟ ସେମାନେ ବଦଳୁ ନାହାନ୍ତି । ନିକଟରେ ନାସା ଏକ ଫଟୋ ଶେୟାର କରି ଏହାର ଉଦାହରଣ ଦେଇଛି । କାଜକସ୍ତାନ ଓ ଉଜବେକିସ୍ତାନ ମଧ୍ୟରେ ଏକ…

ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଓ ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର, ନିଷ୍ପତ୍ତି ନେଲା ପ୍ରତିଭା ରାୟଙ୍କ ନେତୃତାଧିନ ଚୟନ…

ନୂଆଦିଲ୍ଲୀ: ଗୀତିକାର ଗୁଲଜାର ଏବଂ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଏଥର ଜ୍ଞାନପୀଠ ପୁରସ୍କାର ପାଇବେ। ଜ୍ଞାନପୀଠ ପୁରସ୍କାର ଚୟନ କମିଟି ଉଭୟଙ୍କ ନାମ ଘୋଷଣା କରିଛି। ଉର୍ଦ୍ଦୁ ପାଇଁ ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପାଇଁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର…

ଚିଲିକାରେ ପଡ଼ିଲା ବିଜେଡି-ବିଜେପି ହାତଗଣ୍ଠି

ଚିଲିକା:ଦିନ ଥିଲା ତେଲେଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରିଥିଲା କଂଗ୍ରେସ। ନିକଟ ଅତୀତରେ ରାଜ୍ଯ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରସ କରିଥିଲା ବିଜେଡି-ବିଜେପିର ବାହାଘର। ଶନିବାର ପୁଣି ଏହି ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ଚିଲିକା ନିର୍ବାଚନ ମଣ୍ଡଳୀରେ। ଆଜି…

ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭/୨

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୪୪୦ ରନ ଜବାବରେ ଦିଲ୍ଲୀ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଛି । ୟଶ ଢୁଲ ୫୭ ରନ କରି ଅପରାଜିତ ରହିଛନ୍ତି । ଗଗନ ଭ୍ୟାଟ୍ସ ୬୬ ଓ ଅନୂଜ ରାୱତ ୪୦ ରନ କରିଛନ୍ତି । ଏଲିଟ ଗ୍ରୂପ…

ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ: ଇସିଆଇ 

ଭୁବନେଶ୍ୱର:ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ…

ସୁପରଷ୍ଟର ୟଶ ଦୋକାନକୁ ଯାଇ କିଣିଲେ ଚକୋଲେଟ, ପ୍ରଶଂସକ ସ୍ତବ୍ଧ

ବାଙ୍ଗାଲୋର: କୌଣସି ବଡ ସୁପରଷ୍ଟାରକୁ ଆପଣମାନେ ସାଧାରଣ ଏକ ଜେନେରାଲ ଷ୍ଟୋରରେ ନିଜେ ଯାଇ ପତ୍ନୀଙ୍କ ପାଇଁ ଚକୋଲେଟ କିଣିବା ଦେଖିଛନ୍ତି । ଏହାର ଅଧିକାଂଶ ଉତର ନାଁ ହେବ । ତେବେ କନ୍ନଡ ସୁପରଷ୍ଟାର ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି…

‘Naughty Boy’କୁ ମହାକାଶ ପଠାଇଲା ଇସ୍ରୋ, ଜାଣନ୍ତୁ ନାମକରଣ ପଛର କାରଣ…

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଛି ଇସ୍ରୋ। INSAT-3DS ଉପଗ୍ରହ ସାଟେଲାଇଟକୁ ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଉତକ୍ଷେପଣ କରିଛି ଇସ୍ରୋ। ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ପ୍ରାୟ ୫.୩୫ ମିନିଟରେ ଉତକ୍ଷେପଣ କରିଛି ଇସ୍ରୋ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ…

ଯଶସ୍ୱୀଙ୍କ ଶତକ : ଭାରତ ୩୨୨ ରନରେ ଅଗ୍ରଣୀ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୨୨ ରନର ଅଗ୍ରଣୀ ହାସଲ କରି ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୧୯୬ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲ ୧୦୪ ରନ କରି ରିଟାୟରହର୍ଟ…