Latest Odisha News

BREAKING NEWS

Browsing Category

ଫିଚର

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ, ୬ ଲକ୍ଷ ୭୯ ହଜାର ଟଙ୍କା ଜବତ

ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଦୁର୍ନୀତି ମାମଲାରେ ଆଜି ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ନିରଟରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ପ୍ରଶାନ୍ତ…

କାରକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା

ଭୁବନେଶ୍ବର: ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାର ଆରପଟେ ଆସି କାରଟି ଛିଟିକି ପଡ଼ିଥିଲା । ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି କାରଟି ଦୁର୍ଘଟଣା ଘଟିଛି । କାର ଭିତରେ ଥିବା…

ଓଡ଼ିଶାକୁ ଶହେ ବର୍ଷ ପୂର୍ତ୍ତି ସମୟରେ ଶହେ ପିଲାଙ୍କର ୧୦୦ କୋଟି ଟଙ୍କା ବ୍ୟବସାୟ କରାଇବା ଲକ୍ଷ୍ୟ: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର…

୧୯ ବର୍ଷରୁ କମ ବିଶ୍ୱକପରୁ ସିନିୟର ଟିମରେ ଷ୍ଟାର ସାଜିଥିବା ଖେଳାଳି

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୪ ବର୍ଷ ତଳେ ଭାରତ କଲମ୍ବୋରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଥର ଏହି ଟ୍ରଫି ହାସଲ କରିଥିଲା । ଏବେ ୫ମ ଥର ପାଇଁ ଟାଇଟଲ ଜିତିବା ପାଇଁ ପଡିଆକୁ ଓହ୍ଲାଇବ । ୨୦୦୪ରେ ମହମ୍ମଦ କୈଫଙ୍କ ନେତୃତ୍ୱରେ…

ବିଧାନସଭା ପରିସରରେ ରାଣୀ ମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର:ଭୁବନେଶ୍ବରରେ ରାଣୀସାହେବାଙ୍କ ଶେଷ ଦର୍ଶନ। ବିଧାନସଭା ପରିସରରେ ବିଧାୟକ ଗଣଙ୍କ ଉପସ୍ଥିତିରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କର ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର ବ୍ୟବସ୍ଥା ସହ ତାଙ୍କ ମରଶରୀର…

ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଅବସର ଭାରତର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଦେଶକୁ ଦିଗଦର୍ଶନ ଦେବାରେ…

୧୩ ବର୍ଷ ପରେ କୋହଲି ପ୍ରଥମ ଥର ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ଓହରିଲେ, ସଚିନ ୪ଥର ଖେଳି ନ ଥିଲେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତି ନେଇଛନ୍ତି । କୋହଲି ୨୦ ଜୁନ ୨୦୧୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେବେଠାରୁ ସେ…

ଖୁବଶୀଘ୍ର ଚନ୍ଦ୍ରକୁ ଯିବେ ଭାରତୀୟ ମହାକାଶଚାରୀ: ISRO

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଆଗେଇ ଚାଲିଛି ଇସ୍ରୋ। ତେବେ ଖୁବଶୀଘ୍ର ଚନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରାଯିବ। ଇସ୍ରୋର ଚନ୍ଦ୍ରାୟନ -୩ ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପି ଭେରାମୁଥୁଭେଲ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୩୫ ସୁଦ୍ଧା ନିଜର ସ୍ପେସ୍ ଷ୍ଟେସନ…

ମେଡିକାଲ ଛାତ୍ର ହଷ୍ଟେଲରେ ରହିବା ବାଧ୍ୟତାମୂଳକ ନୁହେଁ: ଏନଏମସି

ନୂଆଦିଲ୍ଲୀ: ମେଡିକାଲ ଛାତ୍ର ହଷ୍ଟେଲରେ ରହିବା ବାଧ୍ୟତାମୂଳକ ନୁହେଁ। ଏପରି କରିବାକୁ ବାଧ୍ୟ କଲେ ସଂପୃକ୍ତ ମେଡିକାଲ କଲେଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ନ୍ୟାସନାଲ ମେଡିକାଲ କମିଶନ ସ୍ନାତକୋତ୍ତର (ପିଜି) ଛାତ୍ରମାନଙ୍କୁ ମହଙ୍ଗା ହଷ୍ଟେଲରେ ରହିବାକୁ ବାଧ୍ୟ କରିବା…

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହା ସମାବେଶକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ରାଜ୍ୟରେ…