Latest Odisha News

BREAKING NEWS

Browsing Category

ଫିଚର

ପତ୍ନୀଙ୍କୁ ଗଳା କାଟି ହତ୍ୟା କରିବା ଅଭିଯୋଗରେ ବସ୍ କଣ୍ଡକ୍ଟରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳରେ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିବା ଅଭିଯୋଗରେ ଜଣେ ବସ୍ କଣ୍ଡକ୍ଟରଙ୍କୁ ପୁଲିସ ଗିରଫ କରିଛି। ଭଦ୍ରକ ଜିଲ୍ଲା ନାଇକାନିଡିହି ଥାନା ସନା ହାଭେଲିସାହି ଗ୍ରାମର ସମରେନ୍ଦ୍ର ବିଶ୍ୱାଳ(୫୩)ଙ୍କୁ ବାଲେଶ୍ୱର ବସ୍ ଷ୍ଟାଣ୍ଡ ନିକଟରୁ…

ଶ୍ରୀମନ୍ଦିର ପରିକ୍ରମା ଓ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କଲେ ବିଜେପି ସାଂସଦ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯାନରେ ଯୋଗଦେଇ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ…

ଭାରତ ଦେଇ ଯାଇଛି ସ୍ୱର୍ଗକୁ ରାସ୍ତା, ଜାଣନ୍ତୁ କେଉଁଠି ରହଛି ଏହି ସ୍ଥାନ

ଗାନ୍ଧିନଗର: ଗୁଜୁରାଟର କଚ୍ଛ ଅଞ୍ଚଳ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ଏଠାରେ ଥିବା ଧଳା ମରୁଭୂମି ବିଷୟରେ ପ୍ରାୟତଃ ସମସ୍ତେ ଅବଗତ । କିନ୍ତୁ ପାଚାମ ଏବଂ ଖଦିର ମଧ୍ୟରେ ଥିବା ଧଳା ମରୁଭୂମି ଦେଇ ଏକ ରାସ୍ତା ବର୍ତ୍ତମାନ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି । କାରଣ ଏହି ରାସ୍ତାର ଉଭୟ…

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଲୋକାର୍ପିତ ହେଲା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ ହେବ ।ଏହି କ୍ୟାମ୍ପସ୍‌ରେ ସବୁ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ…

ବିଭାଗୀୟ ପତ୍ରାଳାପରେ ବ୍ୟବହାର ହେବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଲୋଗୋ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ । ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ…

ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ, ଦିଲ୍ଲୀ ଓ ଗୁଜରାଟର ବିଭିନ୍ନ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଗୁଜରାଟର ଅହମ୍ମଦାବାଦ, ସୁରଟ ଓ ମେହସଣା ସମେତ ରାଜଧାନୀ ଦିଲ୍ଲୀର ଏକାଧିକ ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନକଲି ଭିସା ଏବଂ ପାସପୋର୍ଟ ଜରିଆରେ ଏମାନେ ଭାରତୀୟ ନାଗରିକଙ୍କୁ ବିଦେଶ ପଠାଉଥିଲେ।…

ସର୍ବ ପୁରାତନ ବ୍ଲାକହୋଲର ସନ୍ଧାନ କଲା ନାସାର ଜେମ୍ସ ୱେବ୍ ଟେଲିସ୍କୋପ

ୱାଶିଂଟନ୍: ମହାକାଶରେ ଥିବା ସବୁଠାରୁ ପୁରାତନ ବ୍ଲାକ ହୋଲର ସନ୍ଧାନ କରିଛି ନାସାର ଜେମ୍ସ ୱେବ୍ ଟେଲିସ୍କୋପ। ଏହି ବ୍ଲାକ ହୋଲ ବ୍ରହ୍ମାଣ୍ଡର ଆରମ୍ଭ ସମୟରୁ ଥିବା କୁହାଯାଉଛି।ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ ଏହା ଆକାଶଗଂଗାକୁ ନିଜ ଭିତରେ ସମାହିତ କରିବାରେ ଲାଗିଛି। କେମ୍ବ୍ରିଜ୍…

ଭାରତୀୟ ବିମାନ ବୋଲି ଏୟାରଲିଫ୍ଟ ପାଇଁ ଅନୁମତି ଦେଲେନି ମାଳଦ୍ୱୀପ ରାଷ୍ଟ୍ରପତି, ଅସୁସ୍ଥ ନାବାଳକର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ-ମାଳଦ୍ୱୀପ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତିକ୍ତତା। ଏପରିସ୍ଥିତିରେ ଭାରତୀୟ ବିମାନକୁ ଅନୁମତି ନଦେବାରୁ ୧୪ବର୍ଷୀୟ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାଳଦ୍ୱୀପର ଜଣେ ସାଂସଦ ସୋସିଆଲ ମିଡିଆ ଏକ୍ସରେ ଏହାକୁ…

ତାମିଲନାଡୁରେ ପ୍ରାଣପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ରୋକ! ଅଭିଯୋଗ ଆଣିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସବୁଠି ଉତ୍କଣ୍ଠା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଶାସିତ ରାଜ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ଅଧିକାଂଶ ବିରୋଧୀ ଦଳ ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ, ସମ୍ବୋଧିତ ସଭା ପାଇଁ କମିଟି ଗଠନ କଲା…

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଶ୍ରୀ ଖଡ଼ଗେ ଙ୍କ ସମ୍ବୋଧିତ ସାଧାରଣ ସଭା ପାଇଁ  ପିସିସି ସଭାପତି ଶ୍ରୀ ଶରତ…