Latest Odisha News

BREAKING NEWS

Browsing Category

ଫିଚର

ବିହାର ରାଜନୀତି: ଯେଉଁଦିନ ଇସ୍ତଫା ସେହିଦିନ ଶପଥ ଗ୍ରହଣ

ପାଟନା: ବିହାର ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନୀତୀଶ କୁମାର ରବିବାର ଦିନ ୧୦ଟା ବେଳେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି। ଆଉ ଅପରାହ୍ନ ୪ଟା ସମୟରେ ଏନଡିଏ ତରଫରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେବଳ ନୀତୀଶ ବୋଳି ପକାଉଥିଲା…

ରାଜନୈତିକ ଅସ୍ଥିରତା ମଧ୍ୟରେ ଇଡି ସ୍କାନରରେ ଯାଦବ ପରିବାର

ପାଟନା: ଗୋଟେ ପଟେ ରାଜ୍ୟରେ ଚାଲିଛି ରାଜନୈତିକ ଅସ୍ଥିରତା। ଅନ୍ୟ ପଟେ ଇଡି ଦ୍ଵାରା ସମନ୍ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଣ୍ଡ କୋ। ତାଙ୍କ ଦଳ ଆରଜେଡି ଓ ଜେଡିୟୁ ମଧ୍ୟରେ ଚାଲିଥିବା ରାଜନୀତିକ ଛକାପଞ୍ଝା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଜେରା କରିବାକୁ କରିଛି…

ପୁଅ କ୍ରିକେଟ ଷ୍ଟାର ହେବା ସତ୍ୱେ ରିଙ୍କୁଙ୍କ ବାପା ଗ୍ୟାସ ସିଲିଣ୍ଡର ଡେଲିଭରି କାମ ଛାଡୁ ନାହାନ୍ତି

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାନଚାନ୍ଦ ସିଂ ଏବେ ବି ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏବେ ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୩ ଆଇପିଏଲରେ ୧୪ ମ୍ୟାଚରେ ୪୭୪ ରନ କରି ରିଙ୍କୁ ଚୟନ କମିଟିଙ୍କ…

ବ୍ରେକ ଫେଲ ହୋଇ ପିଟିହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌, ଜଣେ ଗୁରୁତର

ଜୟପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ଅଘଟଣ। ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଷ୍ଟେସନକୁ ଛାଡ଼ିବାକୁ ଯିବାର ଥିଲା। କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍‌ ବସ୍‌ ବ୍ରେକ୍‌ ଫେଲ୍ ହୋଇଗଲା। ଏଥିରେ ବିଘ୍ନରାଜ…

ହାତୀଦାନ୍ତ ଡିଲ ବେଳେ ଚଢାଉ: ୨ହାତୀଦାନ୍ତ ଜବତ, ୩ ଗିରଫ

ଦେବଗଡ଼: ହୋଟେଲରେ ଚାଲିଥିଲା ହାତୀଦାନ୍ତ ଡିଲ । ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ଗତକାଲି…

ଆନ୍ତର୍ଜାତୀୟ ହକି କ୍ୟାରିୟରକୁ ଅଲବିଦା କହିଲେ ଦୀପ ଗ୍ରେସ ଏକ୍କା

ଭୁବନେଶ୍ୱର: ଓଡିଶାର ମହାନ ମହିଳା ଖେଳାଳି ଦୀପ ଗ୍ରେସ ଏକ୍କା ଶନିବାର ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଥର ପ୍ରତିନିଧିତ୍ୱ କରିଥିବା ଦୀପ ଗ୍ରେସଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଭାରତୀୟ ହକିର ଉନ୍ନତି ଦିଗରେ ତାଙ୍କ…

ରାଜ୍ୟରେ ୨୪ ଘଣ୍ଟା ଯାଏ ଶୀତ ଲହରୀ; ୩୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର କୁ ସତର୍କତା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି…

ହସ୍ପିଟାଲରେ ଅସୁସ୍ଥ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ମା’-ବାପା ଫେରାର୍! 

ଭୁବନେଶ୍ବର: ପୁଣି ରାଜଧାନୀରେ ଅଲୋଡା ହେଲା ଶିଶୁ କନ୍ୟା। ଚିକିତ୍ସିତ ହେଉଥିବା ପିଲାକୁ ଛାଡି ଚାଲିଗଲେ ବାପା ମା'। ୧୯ ଦିନର ଶିଶୁକନ୍ୟା ଛାଡି ଛୁ ମାରିଲେ ବାପା ମା'। କ୍ୟାପିଟାଲ ହସ୍ପିଟାଲରେ ଅସୁସ୍ଥ ଛୁଆକୁ ଛାଡି ବାପା ମା' ଚାଲି ଯାଇଥିବା ଅଭିଯୋଗ ହୋଇଛି। ନୟାଗଡରୁ ପିଲାଟିକୁ…

କବରରୁ ବାହାରିବ କି ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ

ସାଓପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ କବରରୁ ବାହାର କରିବା ପାଇଁ ଜଣେ ମହିଳା ଦାବୀ କରିଛନ୍ତି । ଏହି ମହିଳାଜଣଙ୍କ ପେଲେଙ୍କ ଝିଅ ବୋଲି ଦାବୀ କରି ଆସୁଛନ୍ତି । ତାଙ୍କର ୨ଟି ସନ୍ତାନ ଏଡିହ୍ନୋ ନ୍ୟାସମେଂଟା ଓ ପ୍ଲାବିୟା କ୍ରିଷ୍ଟ୍ରିନା ଅଛନ୍ତି । ପେଲେଙ୍କର ୱିଲ…

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ଥିରୁଭନନ୍ତପୁରମ୍‌: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଲା ଜେଡ୍‌ ପ୍ଲସ୍‌ ସୁରକ୍ଷା।ରାଜ୍ୟପାଳ ଏବଂ ରାଜଭବନର ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ ବର୍ଗକୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଲାମ ଜିଲାରେ ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌…