Latest Odisha News

BREAKING NEWS

Browsing Category

ଫିଚର

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ଡିଏନଏ ରିପୋର୍ଟରୁ ସ୍ପଷ୍ଟ, ତୃତୀୟ ମୃତକ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ଏୟାର କଣ୍ଡିସନର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଛି। ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି। ପ୍ରଥମେ ପ୍ରାଣ ହରାଇଥିବା ବ୍ୟକ୍ତି ଜ୍ୟୋତି ଏବଂ…

୫ଟି ଅଧ୍ୟକ୍ଷଙ୍କ ଘୋଷଣା: ଅଙ୍ଗନବାଡ଼ି, ଆଶା କର୍ମୀ ଓ ରୋଷେୟାଙ୍କ ଦରମା ବୃଦ୍ଧି ହେବ

ନବରଙ୍ଗପୁର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି। ଜିଲ୍ଲାର ରାଇଘରଠାରେ ଆୟୋଜିତ ଆମ ଓଡ଼ିଶା ଆମ ନବୀନ…

ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଲିଗ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ କାର୍ଯ୍ୟସୁଚୀର ଘୋଷଣା କରାଯାଇ ନାହିଁ । ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଆଇପିଏଲ ଓ…

ଭାରତ ବିରୋଧରେ ଚାଇନା କାର୍ଡ ଖେଳିଲେ ମାଳଦ୍ବୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପର୍ଯ୍ୟଟନ ବିରୋଧର ସମ୍ମୁଖୀନ ହେଉଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଙ୍ଗଳବାର ଚୀନ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ଦ୍ୱୀପଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାନ୍ତୁ। ଚୀନ ଗସ୍ତରେ ଥିବା ମୁଇଜୁ ଫୁଜିଆନ୍ ମାଳଦ୍ୱୀପ ବିଜନେସ୍ ଫୋରମକୁ ସମ୍ବୋଧିତ କରି…

ଡ୍ରଗ୍ସ ମାଫିଆ ଜେଲରୁ ଖସିବା ପରେ ଏହି ଦେଶରେ ହେଲା ଏର୍ମଜେନ୍ସି ଘୋଷଣା

କ୍ୱିଟୋ: ଇକ୍ୱେଡର ସବୁଠାରୁ ମାରାତ୍ମକ ଅପରାଧୀଙ୍କ ମଧ୍ୟରୁ ଜଣେ ଜେଲରୁ ଖସିବା ପରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ସ୍ଥାନୀୟ ସରକାର ଏର୍ମଜେନ୍ସି ଘୋଷଣା କରିଛନ୍ତି । ଦେଶର ଅଧିକାଂଶ ଜେଲରେ ଦଙ୍ଗା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଜେଲରଙ୍କୁ ବନ୍ଧକ ଭାବେ…

କେପଟାଉନ ପିଚକୁ ମିଳିଲା ଅସନ୍ତୋଷଜନକ ରିପୋର୍ଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ଟେଷ୍ଟ ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ୧୦୭ ଓଭରରେ ୩୩ ୱିକେଟର ପତନ ଘଟିଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏବେ ଏହି ପିଚକୁ ଅସନ୍ତୋଷଜନକ ବୋଲି ରେଟିଂ ଦେଇଛି । ମ୍ୟାଚ…

ପ୍ରବୀଣଙ୍କ ଚାଂଚଲ୍ୟକର ଖୁଲାସା, ଜଣେ ବ୍ୟକ୍ତି ମୋ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ମଙ୍ଗଳବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲି । ଆରସିବିର ଜନୈକ…

ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ, ଆକଶପଥରେ ଯୋଡି ହେଲା ମାଲାକାନଗିରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ । ଆକଶପଥରେ ଯୋଡି ହେଲା ମାଲାକାନଗିରି ଜିଲ୍ଲା । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ଏହାକୁ ଲୋକାର୍ପଣ କରିଛନ୍ତି। ଲୋକାର୍ପିତ…

ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଭାରତୀୟ ଦଳର ପେସ ବୋଲର ମହମ୍ମଦ ଶାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ୫୮ତମ କ୍ରିକେଟର ହୋଇଛନ୍ତି। ଆଜି ମଙ୍ଗଳବାର ୯ ଜାନୁଆରୀ, ୨୦୨୪ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହରେ ରାଷ୍ଟ୍ରପତି…

କୋହଲି, ରୋହିତ ଟି୨୦ ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ

ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଚୟନ କରିଛି । ଏହି ସିରିଜ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି । ୧୪ ମାସ ପରେ ଦୁଇ ଧୂରନ୍ଧର ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଏଥିସହ ଏହି ଦୁଇ ମହାନ ଖେଳାଳିଙ୍କ ଆଗାମୀ ଟି୨୦…