Latest Odisha News

BREAKING NEWS

Browsing Category

ଫିଚର

ନନ୍ଦନକାନନ ପ୍ରତିଷ୍ଠା ଦିବସ: ବାଘ, ସିଂହ ଓ ହାତୀ ଶାବକଙ୍କର ନାମକରଣ 

ଭୁବନେଶ୍ବର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଦଘାଟିତ ହୋଇଛି ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ ଓ ଅଷ୍ଟ୍ରିଚ ଖୁଆଡ ମଧ୍ୟ ଉଦଘାଟନ କରାଯାଇଛି । କାସୁଆରୀ ପକ୍ଷୀ ପାଇଁ…

IPSଙ୍କ ପଦୋନ୍ନତି: ୫ଜଣଙ୍କୁ IG ପାହ୍ୟା, ୬ଜଣ ହେଲେ DIG

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ IPS ଅମ୍ରିତା ଦାଶ,…

୨ସାନ ଭାଇଙ୍କ ଆତ୍ମହତ୍ୟା ଖବର ଶୁଣି ଝୁଲିପଡିଲେ ବଡ ଭାଇ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲରେ ଗୋଟିଏ ପରିବାରର ୩ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ । ଅଲଗା ଅଲଗା ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଧନାରୀ ଥାନା ଔରଙ୍ଗାବାଦ ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଔରଙ୍ଗାବାଦ ଗାଁର…

ଧିମା ବୋଲିଂ ହାର ଯୋଗୁ ଭାରତ ହରାଇଲା ଡବ୍ଲୁଟିସିର ୨ ପଂଏଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପରାଜିତ ହେବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମ୍ୟାଚରେ ଧିମା ବୋଲିଂ ହାର ଯୋଗୁ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨ ପଂଏଟ କାଟି ଦିଆଯାଇଛି । ଭାରତ ଆବଶ୍ୟକଠାରୁ ୨ ଓଭର ପଛରେ ରହି ଯାଇଥିଲା । ପଂଏଟ…

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ବନ୍ଦ ଘରୁ ୫ଟି ନରକଙ୍କାଳ ଉଦ୍ଧାର 

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହୋଇଛି ୫ଟି ନରକଙ୍କାଳ । ଚିତ୍ରଦୁର୍ଗ ଜିଲ୍ଲା ଜେଲ୍‌ ରୋଡ୍‌ରେ ଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ୫ଟି ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଘରର ମାଲିକ ହେଉଛନ୍ତି…

କୋହଲିଙ୍କ ନାମରେ ଆଉ ଏକ ବିଶ୍ୱ ରେକର୍ଡ

ସେଂଚୁରିଆନ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଦ୍ୱିତୀୟ ଇନିଂସରେ ୭୬ ରନର ଇନିଂସ ଖେଳିବା ସହ ୨୦୨୩ କ୍ୟାଲେଣ୍ଡରରେ ୨୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏଥିସହ ସେ…

୨୨୫ଦିନର ରେକର୍ଡ ଭାଙ୍ଗିଲା କରୋନା, ୨୪ଘଣ୍ଟାରେ ୭୯୭ ନୂଆ ସଂକ୍ରମିତ ଚିହ୍ନଟ, ୫ମୃତ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଏଯାଏ କରୋନାର ନୂଆ ଭ୍ୟାରିଆଣ୍ଟ JN.1ର ମୋଟ ୧୪୫ଟି କେସ ଚିହ୍ନଟ ହୋଇଛି । ଗତ ନଭେମ୍ୱର ୨୧ତାରିଖରୁ ଡିସେମ୍ୱର ୧୮ତାରିଖ ମଧ୍ୟରେ ନିଆଯାଇଥିବା ସାମ୍ପୂଲରେ ଏହି ନୂଆ ଭ୍ୟାରିଆଣ୍ଟ…

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥିଲେ । ପରିବାର ଲୋକ ନାବାଳକ…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ପିଟି ପିଟି ହତ୍ୟା କରି ଚମ୍ପଟ ମାରିଲା

ସୁବର୍ଣ୍ଣପୁର : ନୃଶଂସ ସ୍ବାମୀର ବର୍ବରକାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଆଉ ହତ୍ୟା କରିବା ପରେ ଡାକ୍ତରଖାନାରେ ମୃତଦେହ ରଖି ଚମ୍ପଟ ମାରିଲା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ । ସୂଚନା ଅନୁସାରେ…

ଶ୍ରୀକ୍ଷେତ୍ରରେ ଶୌଚାଳୟ ସମସ୍ୟା !

ପୁରୀ : ଶୌଚାଳୟ ପାଇଁ ହନ୍ତସନ୍ତ ପର୍ଯ୍ୟଟକ  । ସକାଳ ପାହିଲେ ଯେଉଁଠାକୁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ସେଠି ଶୌଚାଳୟର ଅବ୍ୟବସ୍ଥା ।  ଦିଗବାରେଣି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ମାତ୍ର ଗୋଟିଏ ସ୍ଥାନରେ ଶୌଚାଳୟ କୁ ଭରସିଛନ୍ତି ପର୍ଯ୍ୟଟକ । ଲାଇଟ୍ ହାଉସ ପାଖ…