Latest Odisha News

BREAKING NEWS

Browsing Category

ଫିଚର

ନିର୍ବାଚନ କମିଶନର ନିଯୁକ୍ତି ବିଲ୍ ପାରିତ, ଉପସ୍ଥିତ ନଥିଲେ ବିରୋଧୀ ସଦସ୍ୟ

ନୂଆଦିଲ୍ଲୀ: ଲୋକସଭା ସିଇସି (ମୁଖ୍ଯ଼ ନିର୍ବାଚନ କମିଶନର) ଏବଂ ଅନ୍ଯ଼ାନ୍ଯ଼ ନିର୍ବାଚନ କମିଶନର ବିଲ୍କୁ ପାରିତ କରିଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳର ଦୁଇ ତୃତୀୟାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ଏହାପୂର୍ବରୁ ରାଜ୍ଯ଼ସଭା ସିଇସି ଏବଂ ଅନ୍ଯ଼ାନ୍ଯ଼ ନିର୍ବାଚନ କମିଶନର…

ନକଲି ସିମ୍ କିଣିଲେ କିମ୍ବା ବିକିଲେ ଭୋଗିବେ ଜେଲ ଦଣ୍ଡ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ସରକାର ଦେଶରେ ନକଲି ସିମ୍ କାର୍ଡ ମାଧ୍ଯ଼ମରେ ଠକେଇ ଏବଂ ଅନ୍ଯ଼ାନ୍ଯ଼ ସମାନ ଅପରାଧ ଉପରେ କାର୍ଯ୍ଯ଼ାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଟେଲିକମ୍ ବିଲ୍ ୨୦୨୩ ସଂସଦର ଉଭୟ ଗୃହରେ ପାରିତ ହୋଇଛି। ଏହି ବିଲରେ ନକଲି ସିମ୍ କିଣିବା ପାଇଁ ତିନି ବର୍ଷ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା…

ଆଇପିସି, ସିଆରପିସି ବଦଳାଉଥିବା ବିଲ୍ ରାଜ୍ୟସଭାରେ ପାରିତ, ପ୍ରଧାନମନ୍ତ୍ରୀ କହିଲେ ଏକ ନୂଆ ଯୁଗର ଆରମ୍ଭ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ଯ଼ସଭା ଗୁରୁବାର ଦିନ ଭାରତୀୟ ଦଣ୍ଡ ସଂହିତା (ଆଇପିସି) କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜ୍ଯ଼ୁର୍ (ସିଆରପିସି) ଏବଂ ଭାରତୀୟ ପ୍ରମାଣ ଅଧିନିୟମକୁ ବଦଳାଇବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଅନୁମୋଦନ ପାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ…

ପ୍ରକାଶ ପାଇବ ୧୦୦୮ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ୨୩ଟି ବିଷୟରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ…

ଦୁର୍ଘଟଣା ହ୍ରାସ ପାଇଁ ଅଭିନବ ଚିନ୍ତାଧାରା: ରାଜପଥ କଡରେ ଥିବା ଢାବାରେ ଟ୍ରକ ଚାଳକଙ୍କୁ ଚା’ ପିଆଇବେ ସରକାର

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ନିଶା ନିବାରଣ ଓ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ରାଜପଥ କଡ଼ରେ ଥିବା ଢାବା ଓ ହୋଟେଲ୍ଗୁଡ଼ିକ ସହ ମିଶି ରାତିରେ ଟ୍ରକ୍…

୩୧୬୦ କୋଟିର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରିଛନ୍ତି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ…

ଦାମୀ କାରକୁ ଶସ୍ତାରେ ବିକ୍ରି କରିବାର ଲୋଭ ଦେଖାଇ କିଭଳି ଠକିଥିଲେ ତିନି ଅଭିଯୁକ୍ତ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଦାମୀ କାର ଯଦି ନିଜ ପକେଟକୁ ସୁହାଇଲା ଭଳି ଦାମରେ ମିଳିଯିବ ତାହେଲେ କିଏ ବା ହାତଛଡା କରିବ। ଆବଶ୍ୟକ ପଡିଲେ ଆଉ କିଛି ଅଧିକ ଟଙ୍କା ନିବେଶ କରି ସେହି ମନଲୋଭା କାରକୁ ଆଣି ଚଢିବାରେ ଏବଂ ନିଜ ଥାଟବାଟ ଦେଖାଇବାରେ ସଉକ ରଖୁଥିବା ଲୋକଙ୍କ ପାଇଁ ଏବେ ହେଜିବାର ସମୟ ଆସିଛି। କାରଣ…

ଡବ୍ଲୁଏଫ୍ଆଇର ନୂଆ ସଭାପତି ସଞ୍ଜୟ ସିଂହ, ସାକ୍ଷୀ ମଲ୍ଲିକ କହିଲେ ଛାଡିଦେବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଙ୍ଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ଗୁରୁବାର ସଂଘର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଂସ୍କାର ଓ ନେତୃତ୍ୱ ପରିବର୍ତ୍ତନ ଦାବିରେ ଜନ୍ତରମନ୍ତରରେ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ…

୨ କୋଟି ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ଅଳଙ୍କାର ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଆୟକର ବିଭାଗ ଓଡ଼ିଶା ସମେତ ତିନିଟି ରାଜ୍ୟ ଝାଡ଼ଖଣ୍ଡ, ଏବଂ ପଶ୍ଚିମବଙ୍ଗରେ କରିଥିବା ରେଡରୁ ୩୫୧ କୋଟି ନଗଦ ଟଙ୍କା ସହିତ ୨ କୋଟି ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ଅଳଙ୍କାର ଜବତ କରିଛି। କେନ୍ଦ୍ର ସରକାର ଆଜି ଏହି ସ୍ପଷ୍ଟୀକରଣ ରଖିଛନ୍ତି। ସେହିପରି…

ଜମ୍ମୁ କଶ୍ମୀର: ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ସହିଦ

ରଜୌରୀ: ଆତଙ୍କବାଦୀମାନେ ଗୁରୁବାର ଦିନ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର ଦୁଇଟି ସେନା ଗାଡି ଉପରେ ଆକ୍ରମଣ କରିବାରୁ ତିନିଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଘଟଣା ଜିଲ୍ଲାର ରଜୌରୀ ସେକ୍ଟରରେ ଘଟିଛି ଯେଉଁ ଅଞ୍ଚଳରେ ଗତ କିଛି ମାସ ହେବ ଆତଙ୍କବାଦୀ…