Latest Odisha News

BREAKING NEWS

Browsing Category

ଫିଚର

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ଭାବନାକୁ ଶବ୍ଦର ରୂପ ଦେବା ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ସଂଗ୍ରାମ କେଶରୀ ସେନାପତି

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସଂଗ୍ରାମ କେଶରୀ ସେନାପତି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା, ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଜଣେ ସସହିତ୍ୟ…

ବାହାରିଲା ଏଏସଓ ପରୀକ୍ଷା ଫଳ: ୭୮୭ କୃତକାର୍ଯ୍ୟ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ଝିଅ

ଭୁବନେଶ୍ୱର:ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିଙ୍କ ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଫଳ ହୋଇଥିବା ୭୮୭ ଜଣ ପରୀକ୍ଷାର୍ଥୀଙ୍କୁ ଏଏସଓ ପଦବୀରେ ନିଯୁକ୍ତି ଦିଆଯିବା ନେଇ ଓପିଏସସିଙ୍କ ପକ୍ଷରୁ ଜାରି ଏକ ରିଲିଜରେ…

ନୂଆବର୍ଷ ପ୍ରସ୍ତୁତି: ଜିରୋନାଇଟ ସେଲେବ୍ରେଶନ ପାଇଁ ପୁରୀ ଓ ଭୁବନେଶ୍ୱରରେ ଜାରି ହେଲା କଟକଣା

ଭୁବନେଶ୍ୱର: ୨୦୨୩ ତାର ଶେଷ ସ୍ପର୍ଶ ଦେଇ ଆଉ କିଛି ଘଣ୍ଟା ପରେ ସବୁଦିନ ପାଇଁ ବିଦାୟ ନେବ । ନୂଆ ବର୍ଷକୁ ସ୍ୱାଗତ କରିବ ଦୁନିଆ ।    ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ଚାହିଁ ବସିଛନ୍ତି ଲୋକେ । ତେବେ ଶୃଙ୍ଖଳିତ ଓ…

ରୁଷ ଆକ୍ରମଣର ଜବାବ ଦେଲା ୟୁକ୍ରେନ: ବେଲଗୋରଦ ସହରରେ ବୋମାମାଡ, ୨୦ ମୃତ

ମସ୍କୋ:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ତେଜିଛି  । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହାର ଜବାବ ଦେଇଛି ୟୁକ୍ରେନ । ରୁଷ ଉପରେ ପ୍ରତି ଆକ୍ରମଣ କରି ପ୍ରତିଶୋଧ ନେଇଛି । ୟୁକ୍ରେନ ଆକ୍ରମଣରେ ୨ ଶିଶୁଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି ।  ରୁଷ ଅଧିକାରୀଙ୍କ କହିବା…

ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ମୁମ୍ବାଇ: ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜି ନଗରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ୬ ଜଣ ଜୀବନ୍ତ ଦଗ୍ଧ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମିଳିଥିବା ଖବର ଅନୁଯାୟୀ, ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରି ନେଇଛନ୍ତି । ରବିବାର…

ମଣିପୁରରେ ପୁଣି ହିଂସାକାଣ୍ଡ, ପୁଲିସ କମାଣ୍ଡୋଙ୍କୁ ଟାର୍ଗେଟ କଲେ ଅଜ୍ଞାତ ବନ୍ଧୁକଧାରୀ

ଇମ୍ଫାଲ: ମଣିପୁରର ମୋରେହ ସହରରେ ଶନିବାର ଅଜ୍ଞାତ ବନ୍ଧୁକଧାରୀମାନେ ପୁଲିସ କମାଣ୍ଡୋଙ୍କ ଉପରକୁ ଗୁଳି ଚଳାଇବା ପରେ ପୁଣି ଥରେ ହିଂସା କାଣ୍ଡ ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମୋରେହରୁ କି ଲୋକେସନ୍ ପଏଣ୍ଟ (କେଏଲପି) ଅଭିମୁଖେ ଯାଉଥିବା ବେଳେ ବନ୍ଧୁକଧାରୀମାନେ ପୁଲିସ…

କେନ୍ଦ୍ରୀୟ ପାଣ୍ଠିର ଉପଯୋଗ ନେଇ ରାଜ୍ୟ ସରକାରଙ୍କ ଠାରୁ ଉତ୍ତରଦାୟିତ୍ୱ ଦାବି କଲା ଓଡ଼ିଶା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ ଏନଡିଏର ଶାସନ କାଳରେ ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ୧୮.୮୩ ଲକ୍ଷ କୋଟି ଟଙ୍କାର ହିସାବ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଗଣତାନ୍ତ୍ରିକ ନୁହଁନ୍ତି ଏବଂ ଏହାର ଶାସନରେ ସ୍ୱଚ୍ଛତାର…

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ…

ଓଡିଶାରେ ସଫଳତାର ସହ ଅନୁଷ୍ଠିତ ହେଲା ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିମ୍ନାଷ୍ଟିକ୍ସ ସେଂଟରରେ ଜାତୀୟ ଜୁନିୟର ଆର୍ଟିଷ୍ଟିକ ଚାମ୍ପିୟନଶିପ ସଫଳତାର ସହ ଶେଷ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର…