Latest Odisha News

BREAKING NEWS

Browsing Category

ଫିଚର

୨୦୨୪ ଫେବ୍ରୁଆରୀରେ ହେବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ରେ ଭୁବନେଶ୍ବର ଠାରେ ୩ ଦିନ ବ୍ୟାପୀ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ସମ୍ପର୍କରେ…

ଦ୍ୱିତୀୟ ଦିିନିକିଆରେ ଭାରତ ୨୧୧ରେ ଅଲଆଉଟ

କ୍ୱେବରାହ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୧୧ ରନରେ ଅଲଆଉଟ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୪୬.୧ ଓଭରରେ ୨୧୧ ରନ କରି ଅଲଆଉଟ ହୋଇ ଯାଇଥିଲା…

କର୍ମଚାରୀଙ୍କ ପ୍ରତି କମ୍ପାନୀର ଲୋଭନୀୟ ଅଫର, ମାସକରେ ୫୦କିମି ଦୌଡିଲେ ପାଇବ ଅତିରିକ୍ତ ଦରମା

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ବେଶ ଚର୍ଚ୍ଚା ସାଁଉଟିଛି । କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ଏଠାକାର କେତେକ କମ୍ପାନୀ ଲୋଭନୀୟ ଅଫର ରଖିଛନ୍ତି । ଯଦି ଜଣେ କର୍ମଚାରୀ ମାସକୁ ୫୦ କିମି ଦୌଡିବ ତେବେ ଏକ ମାସର ଅତିରିକ୍ତ ଦରମା ପାଇବେ । ସେହିପରି ୪୦ କିମି ପ୍ରତି ୬୦…

ଜେଲରେ ଥିବା ଇମ୍ରାନ ଖାଁ ଏଆଇ ମାଧ୍ୟମରେ ଦେଲେ ଭାଷଣ

ଲାହୋର: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ୧୩୬ ଦିନ ହେବ ଜେଲରେ ଅଛନ୍ତି । ତାଙ୍କ ପାର୍ଟି ପାକିସ୍ତାନ ତେହରିକ ଏ ଇନ୍ସାଫକୁ ର‌୍ୟାଲୀ କରିବା ପାଇଁ ଅନୁମତି ମିଳୁ ନାହିଁ । ଏହା ସତ୍ୱେ ଇମ୍ରାନ ଡିସେମ୍ବର ୧୭ରେ ଭାଷଣ ଦେଇଛନ୍ତି । ତାଙ୍କ ସୋସିଆଲ ମିଡିଆ ଟିମ…

ଆଇପିଏଲ ଇତିହାସର ୫ ଦାମୀ ଖେଳାଳି, ଜଣେ ବି ଭାରତୀୟ ନାହାନ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ନିଲାମରେ ବାଜି ମାରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କ୍ରୟ କରିଛି । ସେ ଏଥିସହ ସମଗ୍ର ଆଇପିଏଲ ଇତିହାସରେ ମଧ୍ୟ ଦାମୀ ଖେଳାଳି ପାଲଟିଛନ୍ତି । ଆଇପିଏଲ ଇତିହାସର ଦାମୀ ଖେଳାଳିଙ୍କ ତାଲିକାରେ ଭାରତରେ କେହି…

କ୍ରମାଗତ ଭୂମିକମ୍ପ ପରେ ଆଇସଲାଣ୍ଡର ଗ୍ରେଣ୍ଡାୱିକରେ ଆଗ୍ନେୟଗିରି ଉଦଗୀରଣ

ଗ୍ରେଣ୍ଡାୱିକ: କିଛି ଦିନ ହେବ କ୍ରମାଗତ ଭୂକମ୍ପନ ପରେ ଏବେ ଗ୍ରେଣ୍ଡାୱିକରେ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହେବାରେ ଲାଗିଛି । ଏହାର ଭୂମି ଫାଟିଯିବା ଫଳରେ ରାସ୍ତା ସବୁ ଫାଟିବାରେ ଲାଗିଛି । ଆଇସଲାଣ୍ଡ ରାଜଧାନୀ ରେକ୍ୱାୱିକଠାରୁ ଏହା ୪୦ କିଲୋମିଟର ଦୂରରେ ଘଟିଛି । ୧୦୦ରୁ ୨୦୦ ସ୍କ୍ୱାୟର…

ଟିଏମସି ସାଂସଦଙ୍କ ମିମିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ; ନାଁ ନ ନେଇ ରାହୁଲଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ:ଦିନକୁ ଦିନ ବିବାଦୀୟ ମୋଡ ନେଉଛି ସଂସଦର ସୁରକ୍ଷା ପ୍ରସଙ୍ଗ । ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କାରଣକୁ ନେଇ ଗତକାଲି ସଂସଦରୁ ୭୮ ସାଂସଦ ନିଲମ୍ବିତ ହେବା ପରେ ପୁଣି ନିଲମ୍ବିତ ହୋଇଥିଲେ ୪୯ ଜଣ । ଚଳିତବର୍ଷ ଶୀତକାଳିନ ଅଧିବେଶରୁ ସର୍ବାଧିକ ସାଂସଦଙ୍କୁ ନିଲମ୍ବିତ କରାଗଲାଣି ।…

ବିଗିଡିଲା ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତନୁଜା  । ସେ ହେଉଛନ୍ତି ବଲିଓଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ମା’  । ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁମ୍ବାଇ ଜୁହୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।…

ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା: ସବୁଠାରୁ ମହଙ୍ଗା ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ:ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା । ନିଲାମ ହେଲେ ଆଇପିଏଲ ଖେଳାଳୀ । ଦୁବାଇରେ କୋଟି କୋଟି ଟଙ୍କାରେ ଖେଳାଳିଙ୍କର ଆଜି ନିଲାମ ହୋଇଛି । ଏହି ମିନି ଅକ୍ସନରେ ୩୩୨ ଖେଳାଳିଙ୍କ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ୨୧୬ ଜଣ ଭାରତୀୟ ଏବଂ ୧୧୬ ଜଣ ବିଦେଶୀ ଖେଳାଳି ଅଛନ୍ତି ।ଏହି ୩୩୨…

ରଗଡି ଜେଲରେ ଏସଟିଏଫ ଟିମ: ପାଞ୍ଚ ଦିନଆ ରିମାଣ୍ଡରେ ଗଲା ବୁଖାରୀ

ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ ।  ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ ।  ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ  କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ…