Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଓଡ଼ିଶାର ମାଟ୍ରିକ ଡ୍ରପଆଉଟ ତଥ୍ୟକୁ ଖାରଜ କଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ମାଟ୍ରିକ ଡ୍ରପ ଆଉଟକୁ ନେଇ ଦେଇଥିବା ବୟାନକୁ ନେଇ ଓଡ଼ିଶା ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏହାର ଜବାବ ଦେଇଛନ୍ତି ଏବଂ…

କେରଳରେ କରୋନା ନେଲା ଆଉ ତିନି ଜୀବନ, JN.1 ଭାରିଆଣ୍ଟ ଏପର୍ଯ୍ୟନ୍ତ ତିନି ରାଜ୍ୟରେ ଥାପିଲାଣି ପାଦ

ନୂଆଦିଲ୍ଲୀ: କରୋନା ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। ନୂଆ ପ୍ରକାର JN.1 ଭାରିଆଂଟ ବ୍ୟାପିବାରୁ ନୂଆ ସଂକ୍ରମିତ ଚିହ୍ନଟ ହେବା ଆରମ୍ଭ ହୋଇଛି। ଅଦ୍ୟାବଧି କୋଭିଡର ଏହି ସମସ୍ତ ଭାରିଆଣ୍ଟ ତିନୋଟି ରାଜ୍ୟରେ ପହଞ୍ଚିଛି। କେରଳର କରୋନା କାରଣରୁ ତିନୋଟି ନୂଆ ମୃତ୍ୟୁ ଘଟିବା ପରେ…

ଭାରତୀୟ ଦଣ୍ଡ ସଂହିତା ବିଲ୍ ଲୋକସଭାରେ ପାରିତ; ୭ ଦିନରେ ମାମଲାର ଶୁଣାଣି କରିବାକୁ ପଡିବ

ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭାରେ ତିନୋଟି ବିଲ୍ ବାଚନିକ ଭୋଟରେ ପାରିତ ହୋଇଛି। ଯାହା ଇଂରେଜ ଅମଳର ଅପରାଧିକ ଆଇନକୁ ବଦଳାଇବା ପାଇଁ ଉପସ୍ଥାପିତ ହୋଇଥିଲା। ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ତିନୋଟି ବିଲ୍ ଉପସ୍ଥାପନ କରିଥିଲେ। ଏଗୁଡ଼ିକ ହେଲା ଭାରତୀଯ଼ ଦଣ୍ଡ ସଂହିତା,…

ଦେଶରେ ୧୩ କୋଟିରୁ ଅଧିକ ଗାଡିରେ ଲାଗିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି, ମୋଟ ୧୩ କୋଟି ୪୫ ଲକ୍ଷ ୧୦ ହଜାର ୧୭୨ଟି ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଯାଇଛି। ଏହି ତଥ୍ୟ ଚଳିତ ବର୍ଷ ଡିସେମ୍ବର ୧୪ ପର୍ଯ୍ୟନ୍ତ ବାହନ…

ଭୁଲ ତଥ୍ୟ ଦେବାରୁ ଗୁଗୁଲକୁ ୫୦ମିଲିୟନ୍ ଡଲାର ଜରିମାନା 

ନୂଆଦିଲ୍ଲୀ: ଭୁଲ ତଥ୍ୟ ଦେଇ ଜରିମାନା ଗଣିଲା ଗୁଗଲ୍। ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ତଥ୍ୟ ପ୍ରସାର କରିବା ଅଭିଯୋଗ ହୋଇଥିଲା।ଏହି ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ ବା ୫୦.୮୪ ନିୟୁତ ଡଲାର ଜରିମାନା ଲଗାଇଛନ୍ତି। ଫେବୃଆରୀ…

‘ବିଜେଡି ସରକାର ବିରୋଧରେ ଚାର୍ଜସିଟ୍ ଦାଖଲ କରିବ କଂଗ୍ରେସ’

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ବିଜୁ ଜନତା ଦଳର ସରକାର ସମୟରେ ସବୁ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାକୁ ଲୋକଲୋଚନକୁ ଆଣିବା ପାଇଁ କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର କହିଛନ୍ତି…

ତାମିଲନାଡୁରେ ବର୍ଷା ବିତ୍ପାତ: ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଚେନ୍ନାଇ: ତାମିଲନାଡୁର ଲଗାଣ ବର୍ଷାରେ ଗଲାଣି ୧୦ରୁ ଊର୍ଦ୍ଧ୍ୱ ଜୀବନ । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଜୀବନଯାତ୍ରା ଠପ ହୋଇଯାଇଛି । ଏବେବି ଜଳବନ୍ଦୀ ଘେରରେ ଅଛନ୍ତି ୨୦ ହଜାରରୁ ଅଧିକ ଲୋକ । ବାୟୁ ସେନା ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଶ୍ରୀବୈକୁଣ୍ଠମ…

ଜାତୀୟ କ୍ରୀଡା ପୁରସ୍କାର-୨୦୨୩: ସାତ୍ତ୍ବିକ – ଚିରାଗଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ

ନୂଆଦିଲ୍ଲୀ: ଜାତୀୟ କ୍ରୀଡା ପୁରସ୍କାର-୨୦୨୩ ଘୋଷଣା ହୋଇଛି । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସହ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର…

ନିଜ ରେକର୍ଡ ଭାଙ୍ଗିଲା ପାରାଦୀପ ବନ୍ଦର, ପଣ୍ୟ କାରବାରରେ ଦେଶରେ ୧ନଂ

ପାରାଦୀପ: ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦୀପ ବନ୍ଦର। ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ…

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଫୋନ କରି କିଛି ସାଂସଦଙ୍କ ଦ୍ୱାରା…