Latest Odisha News

BREAKING NEWS

Browsing Category

ଫିଚର

ସଂସଦ ସୁରକ୍ଷାରେ ଷଡ଼ଯନ୍ତ୍ର: ଦୁଇ ବର୍ଷ ହେବ ଯୋଗାଯୋଗରେ ଥିଲେ ଅଭିଯୁକ୍ତ!

ନୂଆଦିଲ୍ଲୀ: ଶନିବାର ସଂସଦରେ ଆତଙ୍କ ଖେଳାଇବା ମାମଲାରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ରାଜସ୍ଥାନର ନାଗୌରରୁ ମହେଶ କୁମାୱତଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ମହେଶ କୁମାୱାତ ଗତ ଦୁଇ ବର୍ଷ ଧରି ଅନ୍ୟ ଅଭିଯୁକ୍ତଙ୍କ ସହ ଏକ ଷଡଯନ୍ତ୍ର ରଚିଥିଲେ ଏବଂ ପ୍ରମାଣ ନଷ୍ଟ…

ଏଥର ଭୁବନେଶ୍ବର ଲୋକସଭା ଆସନ ପାଇଁ ଅପରାଜିତା ବନାମ ଶ୍ରୀମୟୀ?

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚାଇ ଦେଇଛନ୍ତି ଯେ ଆସନ୍ତା ୨୦୨୪ ନିର୍ବାଚନରେ ​​ଭୁବନେଶ୍ୱର ଲୋକସଭା ଆସନ ପାଇଁ ଶ୍ରୀମତୀ ଶ୍ରୀମୟୀ ମିଶ୍ର ଦଳର ପ୍ରାର୍ଥୀ ହୋଇପାରନ୍ତି। ଭୁବନେଶ୍ୱରର ଜନ ସମ୍ପର୍କ ପଦଯାତ୍ରା ସମୟରେ ଅଶୋକ ପଣ୍ଡା…

କାହାକୁ ଲକ୍ଷ୍ୟ କରି କଟକ ବିଜେଡି ସାଂସଦ ‘ଫାଉଲ’ ଶବ୍ଦ ବ୍ୟବହାର କଲେ?

କଟକ: ବିଜୁ ଜନତା ଦଳ (ବିଜେଡି) ସାଂସଦ ଭତ୍ତୃହରୀ ମହତାବଙ୍କ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଥିବା ପରାମର୍ଶ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଏକ ସମାବେଶକୁ…

ଶୋଇବା ବେଳେ ମଶା ଘଉଡାଇବା ଧୂପ ହେଲା କାଳ, ଚିରନିଦ୍ରାରେ ସୁରକ୍ଷାକର୍ମୀ!

କେନ୍ଦୁଝର: ମଶା ଘୋଉଡାଇବାକୁ ବ୍ୟବହାର କରୁଥିବା ଧୂପ ନେଲା ଜୀବନ। ଏକ ଘରୋଇ କମ୍ପାନୀର ଜଣେ କାର ଚାଳକ ଏବଂ ଅନ୍ୟ ଜଣେ ସୁରକ୍ଷା କର୍ମୀ ଏକ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ଏହି ସମୟରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଜଣଙ୍କ ଗୁରୁତର ହୋଇ…

ମଧ୍ୟପ୍ରଦେଶରେ କମଲନାଥଙ୍କୁ ପିସିସି ସଭାପତି ପଦରୁ ଛୁଟି ଦେଲା କଂଗ୍ରେସ

ଭୋପାଳ: ମଧ୍ଯ଼ପ୍ରଦେଶ ଏବଂ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। କଂଗ୍ରେସ ମଧ୍ଯ଼ପ୍ରଦେଶ କଂଗ୍ରେସ ସଭାପତି ପଦରୁ କମଲନାଥଙ୍କୁ ହଟାଇ ନୂଆ ଅଧ୍ଯ଼କ୍ଷ ଭାବେ ଜିତୁ ପଟୱାରୀଙ୍କୁ ନିଯୁକ୍ତ କରିଛି। ହେମନ୍ତ କଟାରେ ବିରୋଧୀ ଦଳ ଉପନେତା ଏବଂ ଉମଙ୍ଗ ସିଂଘର ବିରୋଧୀ…

ଚେନ୍ନାଇ ସୁପର କିଙ୍ଗସରେ ଧୋନିଙ୍କ ଉତ୍ତରାଧିକାରୀ କିଏ ହେବେ?

ଚେନ୍ନାଇ: ହାର୍ଦ୍ଦିକ ପାଣ୍ଡ୍ଯ଼ା ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜିର ଅଧିନାୟକ ଭାବରେ ସ୍ଥାନ ପାଇଛନ୍ତି। ଏପରି ପରିବର୍ତ୍ତନ ପଛରେ ମୁମ୍ବାଇ ଇଣ୍ଡିଆନ୍ସ ଯୁକ୍ତି ରଖିଛି ଯେ ସେମାନେ ଭବିଷ୍ଯ଼ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ…

ରାଜଧାନୀରେ ବୁଲା କୁକୁର ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ବଢୁଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ। ରାସ୍ତାଘାଟ ଗଳିକନ୍ଦିରେ ରାଜ୍‌ ଚଳାଇଛନ୍ତି ବୁଲା କୁକୁର । ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ। ହଠାତ୍‌ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି।…

ଆଇଟି ରେଡ୍ ପରେ ଧୀରଜଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ଖାରଜ କଲେ ବିକ୍ରମ

ଢେଙ୍କାନାଳ: ଢେଙ୍କନାଳ ସ୍ଥିତ ଶକ୍ତି ମଲ୍ଚଟଏୟାର ଏବଂ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ରେଡ୍ ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀର ମାଲିକ ବିକ୍ରମ ସାହୁ। ବୌଦ୍ଧ ଡିଷ୍ଟଲାରୀ କମ୍ପାନୀ ସହ ଲିଙ୍କ ଥିବାରୁ ରେଡ୍ ହୋଇଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି। ଆଉ କହିଛନ୍ତି,…

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।…

ଆୟକର ରେଡ: ଧୀରଜଙ୍କ ସଫେଇ ପରେ ବି ପ୍ରସଙ୍ଗରେ ପଡୁନି ପୂର୍ଣ୍ଣଛେଦ, ଧୋଇଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଦ ବ୍ୟବସାୟୀ ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସଫେଇକୁ ନେଇ ଏବେ ତେଜିଲା ବୟାନବାଜି। ଆୟକର ରେଡର ସପ୍ତାହେ ପରେ ଜବତ ଟଙ୍କାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରି ଆସୁଛି। ଏହାରି ଭିତରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଗତକାଲି ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହ…