Latest Odisha News

BREAKING NEWS

Browsing Category

ଫିଚର

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ସୁବର୍ଣ୍ଣପୁର : ବାରହା ଶିକାର ପାଇଁ ତାର ବିଛା ଯାଇଥିଲା । ହେଲେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନୀରିo ନାବାଳକଙ୍କ ଜୀବନ ଚାଲିଯାଇଛି । ଏଭଳି କିଛି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ  ।  ମୃତକ ଦୁଇ ନାବାଳକ ସିଂହପାଲି ଗାଁର ନବୀନ…

ବିଶ୍ବର ସବୁଠୁ ସୁନ୍ଦରରାଣୀଙ୍କ ରହସ୍ୟମୟୀ କାହାଣୀ: ମୃତ୍ୟୁ ପରେ ବି ଛାଡିନଥିଲେ ଲୋକ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ସୁନ୍ଦରରାଣୀଙ୍କ ରହସ୍ୟମୟୀ କାହାଣୀ  । ମୃତ୍ୟୁ ପରେ ବି ଛାଡିନଥିଲେ ଲୋକ । ଇତିହାସରେ ଏହିପରି ଅନେକ ସୁନ୍ଦରୀ ରାଣୀଙ୍କ ବିଷୟରେ ଆପଣମାନେ ନିଶ୍ଚୟ ପଢିଥିବେ । ହେଲେ ଆଜି ଆମେ ଏପରି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ  । ଯାହାକୁ ସୌନ୍ଦର୍ଯ୍ୟର ଦେବୀ…

ପ୍ରସାଦରେ ବଣ୍ଟାଯାଏ ବହି , କଲମ, ସିଡି, ଡିଭିଡି

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଅନେକ ମନ୍ଦିର ରହିଛି  । ଅନେକ ମନ୍ଦିର ତାର ଧର୍ମ , ପରମ୍ପରାକୁ ନେଇ ଜଣାଶୁଣା ତ ଆଉ କିଛି ତାର କଳା ନୌପୁଣ୍ୟ । ଆପଣ ମାନେ ଜାଣିଥିଲେ ଭଗବାନଙ୍କ ନିକଟରେ ଆମେ ବିଭିନ୍ନ ପ୍ରକାରର ଫଳମୂଳ ଆଦି ଅର୍ପଣ କରିଥାଉ  । ଅଧିକାଂଶ ମନ୍ଦିରର ସ୍ବତନ୍ତ୍ର ପ୍ରସାଦ ରହିଛି…

ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବାରୁ ହତ୍ୟାକାଣ୍ଡ, ପୋଖରୀରୁ ମୃତଦେହ ହୋଇଥିଲା ଉଦ୍ଧାର

ଅନୁଗୁଳ: ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ। ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି…

ମୁଖ୍ୟମନ୍ତ୍ରୀ ପଚାରିଲେ ସାଇକେଲ ଟଙ୍କା ମିଳିଛି କି ନାହିଁ… ଛାତ୍ରୀ ଉତ୍ତର ଦେଲେ ନା…

ରାଞ୍ଚି: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସଭାରେ ସ୍କୁଲ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଥିଲେ।…

ଆୟକର ରେଡ୍: ଦୁର୍ନୀତିର ଗନ୍ଧ ବାରି ବିଜେଡି ଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ସାରା ଓଡ଼ିଶା ଓ ପଡୋଶୀ ରାଜ୍ୟମାନଙ୍କରେ ଚାଲିଥିବା ଆୟକର ଚଢ଼ଉରେ ୩୦୦ କୋଟି ଟଙ୍କାର ବେଆଇନ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ଏବେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି ଓ କଂଗ୍ରେସ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ବିଜେପି ପ୍ରଶ୍ନ ଉଠାଇଛି। ଝାଡଖଣ୍ଡର କଂଗ୍ରେସ…

ମଦ କାରବାର ଉପରେ ଆଇଟି ରେଡରେ ନୂଆ ଟ୍ବିଷ୍ଟ, କିଏ ଏହି ଇନ୍ସପେକ୍ଟର ତିଓ୍ୱାରୀ?

ବଲାଙ୍ଗୀର: ଓଡ଼ିଶାରେ ମଦ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ ଜାରି ରଖିଥିବା ବେଳେ ଏହାର ଆଶ୍ଚର୍ଯ୍ଯଜନକ ପରିଣାମ ଏବେ ଦେଖିବାକୁ ମିଳୁଛି। ଶନିବାର ବଲାଙ୍ଗୀର ଜିଲ୍ଲାର ସୁଦପଡା ମଦଭାଟିରୁ ପୁଣି ଥରେ ନଗଦ ଟଙ୍କା ଠାବ କରିବା ପରେ ପ୍ରମାଣର ଗଦା ବଢ଼ିବାରେ ଲାଗିଛି। ଏହି…

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସମ୍ଭାବନା, ତାପମାତ୍ରା ତଳମୁହାଁ

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଥଣ୍ଡାରୁ ଆଶ୍ୱସ୍ତି ମିଳୁଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା ୪୮ ଘଣ୍ଟା ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହିସବୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହେବାର ପୂର୍ବାନୁମାନ…

ରାୟଗଡ଼ାରେ ଭୟାବହ ଅଗ୍ନିକାଣ୍ଡ ଘଟି ପିଭିସି ପାଇପ ପୋଡି ପାଉଁଶ

ରାୟଗଡା: କାଶୀପୁର ବ୍ଲକ୍ ଖୁରି ଗାଁରେ ଥିବା ଏକ ଗୋଦାମରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ପିଭିସି ପାଇପ ପୋଡି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କିଣାଯାଇଥିବା ପାଇପ୍ଗୁଡ଼ିକ ନିଆଁ ଲାଗିବା ସମୟରେ ଏକ…

ମହିଳା ପ୍ରିମିୟର ଲିଗ ନିଲାମ : କାଶ୍ୱୀ ଗୌତମ ଦାମୀ ଖେଳାଳି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣର ନିଲାମ ପ୍ରକ୍ରିୟା ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିଲା । ୧୬୫ ଖେଳାଳିଙ୍କ ମଧ୍ୟରେ ୩୦ଜଣଙ୍କ ଭାଗ୍ୟ ଚମକିଥିଲା । ଗୁଜରାଟ ଜ୍ୟାଂଟସ ସର୍ବାଧିକ ୧୦ ଖେଳାଳିଙ୍କୁ ଟିମରେ ସାମିଲ କରିଛି । କାଶ୍ୱୀ ଗୌତମ (ଭାରତ) ଓ ଏନାବେଲ ସଦରଲାଣ୍ଡ…