Latest Odisha News

BREAKING NEWS

Browsing Category

ଫିଚର

ଶକ୍ତି ମଲ୍ଟଏୟାର ପ୍ରାଇଭେଟ୍ ଲିମିଟେଡ ଉପରେ ଶେଷ ହେଲା ଆୟକର ରେଡ୍

ଢେଙ୍କାନାଳ: ତୁମୁସିଂହା ଥାନା ଅନ୍ତର୍ଗତ ମଦ ପ୍ରସ୍ତୁତକାରୀ ସଂସ୍ଥା ଶକ୍ତି ମଲ୍ଟଏୟାର ଓ ଲେମୋନେଡସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ଚାଲିଥିବା ଚଢ଼ଉ ସୋମବାର ଶେଷ ହୋଇଛି। ଏହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ମଦ ପ୍ରସ୍ତୁତକାରୀଙ୍କ ଠାରୁ ବହୁ…

ଲୋକସଭା ପରେ ରାଜ୍ୟ ସଭାରୁ ୩୪ ସାଂସଦ ନିଲମ୍ବିତ: ଦିନକରେ ସସପେଣ୍ଡ୍ ହେଲେ ୬୭

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାର ୩୪ ସାଂସଦଙ୍କ ନିଲମ୍ବିତ କରାଯାଇଛି । ସଭାପତିଙ୍କ କଥା ନ ଶୁଣିବା କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସଭାର ଯେଉଁ ୩୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ ପ୍ରମୋଦ ତିୱାରୀ, ଜୟରାମ ରମେଶ, ଅମି ୟାଗ୍ନିକ, ନାରା୍ରଣ ଭାଇ…

ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା, ଜାନୁଆରୀ ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା । ଆସନ୍ତା ଜାନୁଆରୀ ୧୮ ତାରିଖ ସୁଦ୍ଧା ନାଟମଣ୍ଡପ ବିମ୍ ମରାମତି କାମର ଅଗ୍ରଗତି ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ…

ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧   ବିରୋଧୀ ସାଂସଦଙ୍କୁ ପୁର ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେତାଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବି ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ମାରାନ, ଏ. ରାଜା, ସୌଗତ…

ରାଷ୍ଟ୍ରପତି ବାଇଡେନଙ୍କ ଗାଡିକୁ ଧକ୍କା ଦେଲା କାର: ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଘେରିଗଲେ ସୁରକ୍ଷାକର୍ମୀ

ନ୍ୟୁୟର୍କ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି  ସାମ୍ନାକୁ ଆସିଛି । ଜୋ ବାଇଡେନଙ୍କ ଗାଡିକୁ ଏକ କାର ଧକ୍କା ଦେଇଛି । ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ…

ହିନ୍ଦୁଙ୍କ ଉଦ୍ଦେଶ୍ୟରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ କଲେ ଟୁଇଟ: ପାକିସ୍ତାନ, ବଂଲାଦେଶକୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ଇସଲାମ ବିରୋଧୀ ନେତା ତଥା ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ  ଗୀର୍ଟ ବିଲ୍ଡର୍ସ ଅନେକ ସମୟରେ ତାଙ୍କର କଠୋର ନୀତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିଲ୍ଡର୍ସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ବିଲ୍ଡର୍ସ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ…

ଆଜି ଶ୍ରୀମନ୍ଦିିରରେ ଓଢଣଷଷ୍ଠୀ: ଘୋଡଲାଗି ହେବେ ତିନି ଠାକୁର

ପୁରୀ: ଆଜି ଓଢଣ ଷଷ୍ଠୀ । ଆଉ ଶୀତ ସହିପାରିବେନି ତିନି ଠାକୁର । ତେଣୁ  ଆଜିଠୁ ଘୋଡଲାଗି ହେବେ ଶ୍ରୀଜୀଉ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଓଢଣ ଷଷ୍ଠୀ ନୀତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ସକାଳ ଧୂପ…

ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଡାକ୍ତରଖାନାରେ ଭର୍ତ୍ତି: ବିଷ କ୍ରିୟା ଯୋଗୁ ଅବସ୍ଥା ଗୁରୁତର ହାଇଥିବା ସୋସିଆଲ…

ନୂଆଦିଲ୍ଲୀ:ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, କରାଚିରେ ତାଙ୍କୁ ବିଷ ଦେଇ ଦିଆଯାଇଛି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି । ଯଦିଓ ଏ…

୧୩ ସାଂସଦଙ୍କ ନିଲମ୍ବନକୁ ପୁନର୍ବିଚାର କରିବା ପାଇଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଗୃହରେ ହଙ୍ଗାମା କରିଥିବା ୧୩ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଅଧୀର ଚୌଧୁରୀ ତାଙ୍କ…

ପୁଷ ଗଲା ପରେ ମାଘରେ କହିବି କେଉଁ ଦଳରେ ଦେବି ଯୋଗ: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ରବିବାର ଦିନ ତାଙ୍କ ସଦ୍ୟତମ ବୟାନ ଓଡ଼ିଶାରେ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି। ଦଳରୁ ବହିଷ୍କାର ହେବା ପରଠାରୁ ଶାସକ ବିଜେଡି ନେତୃତ୍ୱକୁ କଡ଼ା…