Latest Odisha News

BREAKING NEWS

Browsing Category

ଫିଚର

ନାଲକୋ ଓପନ ଟେନିସ: କ୍ରିଷ୍ଣା-ଅଭୀପ୍ସା ମଧ୍ୟରେ ଟାଇଟଲ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । କ୍ରିଷ୍ଣା ଓ ଅଭୀପ୍ସା ମଧ୍ୟରେ ଟାଇଟଲ ମୁକାବିଲା ହେବ । ସେମିଫାଇନାଲରେ କ୍ରିଷ୍ଣା ୧୦-୦ରେ ମାରିଷାଙ୍କୁ ଓ ଅଭୀପ୍ପା ୧୦-୨ରେ ପ୍ରିୟାଂଶି ପାଣିଗ୍ରାହୀଙ୍କୁ…

ଋଷରେ ପୁଣି ରାଜ୍ କରିବେ ପୁଟିନ !

ମସ୍କୋ: ପୁଣି ଋଷର ରାଷ୍ଟ୍ରପତି ହେବେ ଭ୍ଲାଡିମିର ପୁଟିନ୍। ୨୦୨୪ ମାର୍ଚ୍ଚ ୧୫-୧୭ ମଧ୍ୟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ ଅଧିକାରୀ । ତାରିଖ ଘୋଷଣା ପରେ ପଞ୍ଚମ ଥର ପାଇଁ ପୁଟିନ୍ ପୁଣି ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ଯଦି ଏପରି ହୁଏ…

ଆକ୍ସନମୋଡରେ ମାୟାବତୀ: ବିଏସପିରୁ ବିଦା ହେଲେ ସାଂସଦ ଡାନିଶ ଅଲ୍ଲୀ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଡାନିଶ ଅଲ୍ଲୀ ଦଳରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସପି ମୁଖ୍ୟ ମାୟାବତୀ ନିଲମ୍ବିତ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏନେଇ ସୂଚନା ଦେଇଛନ୍ତି।ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ…

ବିସିସିଆଇ ପୁନର୍ବାର ସମସ୍ତଙ୍କଠାରୁ ଧନୀ ସାବ୍ୟସ୍ତ, ଆୟ ୧୮୭୬୦ କୋଟି

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁର୍ନାବାର ସମସ୍ତଙ୍କଠାରୁ ଧନୀ ସାବ୍ୟସ୍ତ ହୋଇଛି । ଏହାର ଆୟ ଏବେ ୧୮୭୬୦ କୋଟିରେ ପଂହଚିଛି । କ୍ରିକେଟ ଅଷ୍ଟ୍ରେଲିଆ ୬୫୮ କୋଟି ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହାର ଆୟ ବିସିସିଆଇଠାରୁ ୨୮ଗୁଣ କମ । ଇଣ୍ଡିଆନ ପ୍ରିମିୟର ଲିଗ ଯୋଗୁ ବିସିସିଆଇର…

ଡିଟରଜେଣ୍ଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୦୦ କୋଟିର ସାମଗ୍ରୀ ପାଉଁଶ

ତାମିଲନାଡୁ: ଚେନ୍ନାଇର ଡିଟରଜେଣ୍ଟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଉତ୍ତର ଚେନ୍ନାଇ ମନାଲିର ବାୟାକଡୁ ଅଞ୍ଚଳରେ ଥିବା ଏକ ଡିଟରଜେଣ୍ଟ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆନୁମାନିକ ୧୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି । ପୂର୍ବାହ୍ନରେ ହଠାତ ଗୋଦାମ…

‘ବିକଶିତ ଭାରତ’ ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ମନ୍ତ୍ରୀ 

ସମ୍ବଲପୁର: ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସହ ଦେଶକୁ ମଜଭୂତ୍ କରିବା । ଅମୃତକାଳର ଚାରିଟି ଅମୃତ ସ୍ତମ୍ଭ - ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବଙ୍କ ଶକ୍ତି ଭାରତକୁ ବିକଶିତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ…

ଦଳ ବିରୋଧୀ କାମ ପାଇଁ ବିଏସପିରୁ ନିଲମ୍ବିତ ହେଲେ ସାଂସଦ ଦାନିଶ ଅଲ୍ଲି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ନିଜ ଦଳର ସାଂସଦ ଦାନିଶ ଅଲ୍ଲିଙ୍କୁ ଦଳରୁ ନିଲମ୍ବିତ କରିଛି ।   ଦଳ ବିରୋଧୀ କାର୍ଯ୍ୟକଳାପରେ ଶାମିଲ ହେବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଦାନିଶ ଅଲି ଯେଉଁପରି ଭାବେ ସଂସଦରେ କଂଗ୍ରେସ ସହ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା,  ଏହାକୁ ଦେଖି…

ଘୋଷଣା ହେଲା ଭାରତୀୟ କୁସ୍ତି ସଂଘର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ ଶନିବାର ଘୋଷଣା କରାଯାଇଛି । ଡିସେମ୍ବର ୨୧ ତାରିଖରେ ଏହି ନିର୍ବାଚନ ହେବ ଏବଂ ଉକ୍ତ ଦିନ ମଧ୍ୟ ଫଳାଫଳ ବାହାରିବ । ଏଥିସହ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ନିକଟରେ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା…

ପ୍ରହସନ ପାଲଟିଛି ହରିଶ୍ଚର୍ଯ୍ୟ ଯୋଜନା : ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ

ନୂଆପଡା: ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ…