Latest Odisha News

BREAKING NEWS

Browsing Category

ଫିଚର

ପୁଣି ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ..

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି  । ପ୍ରତିଦିନ ଚୋରୀ , ରାହାଜାନି ଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ଗତ କିଛି ଦିନ ତଳେ ଦୋକାନ ଆଜବେଷ୍ଟସ ଭାଙ୍ଗି ଚୋର ମାନେ ସୁନାଗହଣା ଓ ଟଙ୍କା ଲୁଟି ନେଇଥିବାବେଳେ ଆଜି ମଧ୍ୟ…

ଓଡିଶା ରାଜନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ହେବ, ବିଜେପି ସରକାର ଗଠନ କରିବ: ମନମୋହନ ସାମଲ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ବର୍ତମାନ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାୟକ, ମନ୍ତ୍ରୀଙ୍କ କଥାର କୌଣସି ଗୁରୁତ୍ୱ ନାହିଁ । ଲୋକଙ୍କ…

ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ଗୃହରେ ହଙ୍ଗାମା: ଗୋଟିଏ ଦିନରେ ଲୋକସଭାରୁ ୧୫ ସାଂସଦ ପୁରା ଅଧିବେଶନରୁ…

ନୂଆଦିଲ୍ଲୀ:ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ବିରେଧୀ ଦଳ ସାଂସଦମାନେ ହୋହଲ୍ଲା-ନାରାବାଜି ଦେବାରୁ ଗୃହକାର୍ଯ୍ୟ ବ୍ୟାହତ ହୋଇଥିଲା । ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୃହରେ ବକ୍ତବ୍ୟ ରଖିବା ଦାବି…

ହାପି ବାର୍ଥ ଡେ ଚାଇନାମ୍ୟାନ୍ : ଆଜି୨୯ ବର୍ଷରେ ପାଦ ଥାପିଲେ କୁଲଦୀପ୍ ଯାଦବ

ମୁମ୍ବାଇ : ହାପି ବାର୍ଥ ଡେ କୁଲଦୀପ ଯାଦବ  । ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର କୂଲଦୀପ  । ଚାଇନାମ୍ୟାନ୍ ନାମରେ ବେଶ୍ ଜଣାଶୁଣା  ।  ଡିସେମ୍ବର ୧୪ ଅର୍ଥାତ୍ ଆଜିର ଦିନରେ କାନପୁରରେ ତାଙ୍କ ଜନ୍ମ  । ୨୦୧୭ ମସିହା ମାର୍ଚ୍ଚ ୨୫ ତାରିଖରେ ଅନ୍ତର୍ଜାତୀୟ…

ବିକାଶର ଆଲୋକକୁ ଆହୁରି ଉଜ୍ଜ୍ବଳ କରିଛି ଲକ୍ଷ୍ମୀ ବସ୍ ସେବା: ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲାରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ। ଫାଇଭ୍ ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି…

ମାଫିଆ ମୁଖତାରର ଭାଇ ଅଫଜଲ ଅନ୍ସାରୀଙ୍କୁ ସୁପ୍ରିମ କୋର୍ଟ ଆଶ୍ୱସ୍ତି:କାଏମ ରହିଲା ଏମପି ସଦସ୍ୟ ପଦ

ନୂଆଦିଲ୍ଲୀ: ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଅଫଜଲ ଅନସାରୀଙ୍କ ସଦସ୍ୟତାକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ଅଫଜଲ ଅନସାରୀଙ୍କ ବିରୋଧରେ ଆସିଥିବା ଆରୋପ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲାଗଇଛନ୍ତି ସୁପ୍ରିମକୋର୍ଟ । ଏହି…

ନ୍ୟାୟ ଅପେକ୍ଷାରେ ହତଭାଗିନୀ ମାଆ

ଯାଜପୁର: ବାରମ୍ବାର ଦାବି ପରେ ବି ମିଳିଲାନି ନ୍ୟାୟ  । ବାଧ୍ୟ ହୋଇ ପୁର୍ନବାର ଆମରଣ ଅନଶନରେ ବସିଲେ ଜଣେ ହତଭାଗିନୀ ମାଆ  । ଆମେ କହୁଛୁ ବହୁ ଚର୍ଚ୍ଚିତ ନିଖୋଜ ଶିଶୁ ପିହୁର କଥା  । ୨୦୨୦ ମସିହା ଅଗଷ୍ଟ ୯ ତାରିଖ  । ଏହାରି ମଧ୍ୟରେ ଘଟଣାକୁ ୩ ବର୍ଷ ବିତିଯାଇଛି । ହେଲେ ଏବେ ଯାଏ ପିହୁର…

ଗୃହରେ ହଙ୍ଗାମା କରୁଥିଲେ, ପୁରା ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନ ସୁରକ୍ଷା ବ୍ୟବସ୍ଥାରେ ଦେଖା ଦେଇଥିବା ତ୍ରୁଟିକୁ ନେଇ  ଲୋକସଭା ଏବଂ ରାଜ୍ୟସଭାରେ  ଜୋରଦାର ହଙ୍ଗାମା ହୋଇଛି । ଉଭୟ ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଏହି ସମୟରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ…

ଏହି ଦେଶରେ ପିଆଜ, କ୍ୟାଟଫିଶ ଖାଇଲେ ଭୋଗିବେ ଜେଲ ଦଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ରହିଛି । ତେବେ ଆମେରିକାର ନେଭାଦାରେ ଏକ ୧୧ ଏକର ବିଶିଷ୍ଟ ଛୋଟ ଦେଶ ରହିଛି । ଏହାକୁ ଗ୍ରାଣ୍ଡ ରିପବ୍ଲିକ ଅଫ ଗୋଲ୍ଡଷ୍ଟିନ କୁହାଯାଇଥିଲା । ଏବେ ମୋଲେସିଆ ଗଣରାଜ୍ୟ ଭାବେ ଏହା ପରିଚିତ । ୧୯୭୭ରେ ଏହାର ସ୍ଥାପନ କରାଯାଇଥିଲା । ୧୧ ଏକର ବିଶିଷ୍ଟ ଏକ ଦେଶରେ…

ବାହାରିଲା ନବମ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ : ଜାଣନ୍ତୁ, କେଉଁଦିନ ରହିଛି କେଉଁ ବିଷୟ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ନବମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ ଏବଂ ୧୧ଟାରେ  ସରିବ । ପ୍ରତ୍ୟେକ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ମାତ୍ର…