Latest Odisha News

BREAKING NEWS

Browsing Category

ଫିଚର

ନିଜ ଭୋଟ ଦେଇ ନ ଥିଲେ ପ୍ରାର୍ଥୀ: ଶେଷରେ ସେଇ ଗୋଟିଏ ଭୋଟ ପାଇଁ ହାରିଗଲେ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ମିଶିଲେ ହିଁ ଅନେକର ସମାହାର ହୁଏ । ହେଲେ ଅନେକ ସମୟରେ ଆମେ ଏହି ଗୋଟିକର ମୂଲ୍ୟ ବୁଝିପାରି ନ ଥାଉ । ହେଲେ ଯିଏ ଗୋଟିଏ ନମ୍ବର ପାଇଁ ଫେଲ ହୋଇଯାଏ,  ଗୋଟିଏ ଭୋଟ ପାଇଁ ହାରିଯାଏ ସେ ହିଁ ଅନୁଭବ କରିପାରେ ଗୋଟିକର ମୂଲ୍ୟ । ନିର୍ବଚନ କ୍ଷେତ୍ରରେ ଦେଖା…

ଲାରା କହିଲେ କିଏ ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ ଭାଙ୍ଗି ପାରିବେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ କିଏ ଭାଙ୍ଗିପାରିବ ତାର ଖୁଲାସା କରିଛନ୍ତି । ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହେଁ ଶୁଭମନ ଗିଲ ଏହି ରେକର୍ଡ ଭାଙ୍ଗିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଲାରା ଟେଷ୍ଟରେ ଗୋଟିଏ…

କାହିଁକି ଇନଷ୍ଟାରେ ବୋହୂଙ୍କୁ ଅନଫଲୋ କଲେ ଅମିତାଭ୍ ?

ମୁମ୍ବାଇ : କଥାରେ ଅଛି ବଡ ଘର ବଡ ଗୁମର କଥା  । ଏହାରି ମଧ୍ୟରେ ବିବାହକୁ ୧୬ ବର୍ଷ ବିତିଯାଇଛି  । କେବେ ହେଲେ କିଛି ବିବାଦ ଦେଖାଦେଇନି । ହେଲେ ଏବେ ପୁଅ ବୋହୂଙ୍କ ବିବାହ ସମ୍ପର୍କରେ ଫାଟ ଦେଖାଦେଇଥିବା ଚର୍ଚ୍ଚା ହେଉଛି  । ହଁ ଆଜ୍ଞା ଆମେ କହୁଛି ବିଗ୍ ବିଙ୍କ କଥା । ବିଗ୍‌ବି ଅମିତାଭ…

ଫୋବର୍ସ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରୀ କରାଯାଇଛି । ଏହି ତାଲିକାରେ ୪ଜଣ ଭାରତୀୟ ସ୍ଥାନ ପାଇଛନ୍ତି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩୨ତମ ସ୍ଥାନରେ ରହିଛନ୍ତି । ସେ ଗତବର୍ଷ ୩୬ତମ ସ୍ଥାନରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ…

ପ୍ରଥମ ଫୁଟବଲ ଖେଳାଳି ଭାବେ ମେସି ହେଲେ ଆଥଲେଟ ଅଫ ଦି ଇୟର

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଆଥଲେଟ ଅଫ ଦି ଇୟର ବିବେଚିତ ହୋଇଛନ୍ତି । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଫୁଟବଲ ଖେଳାଳି ହୋଇଛନ୍ତି । କିଲିୟାନ ଏମ୍ବାପ୍ପେ, ଏଲିଙ୍ଗ ହଲାଣ୍ଡ, ନୋଭାକ ଜୋକୋଭିଚ ଓ ଆରୋନ ଜଜଙ୍କୁ ପଛରେ ପକାଇ ମେସି ଏହି କୀର୍ତିମାନ ସ୍ଥାପନ…

ସାମ୍ବାଦିକଙ୍କ ପାଇଁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି ହମାସ-ଇସ୍ରାଏଲ ଯୁଦ୍ଧ, ପ୍ରାଣ ହରାଇଲେଣି ୬୧ ଜଣ

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଇତି ମଧ୍ୟରେ ଇସ୍ରାଏଲ ସେନା ଅ୍ରାମଣରେ ଆକ୍ରମଣରେ ୬୩ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି  । ସାମ୍ବାଦିକ ସୁରକ୍ଷା କମିଟି ପକ୍ଷରୁ ସୋମବାର ଏହି ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ କରାଯାଇଛି । ଏହି…

ଜାଣନ୍ତୁ ‘ଲାଲ କିଲା’ ନାମକରଣ ପଛର ରହସ୍ୟ

ନୂଆଦିଲ୍ଲୀ : ଭାରତରେ ଅନେକ ଐତିହାସିକ ସ୍ଥଳୀ ରହିଛି ।  ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଯେତେବେଳେ ବି ପ୍ରମୂଖ ପର୍ଯ୍ୟଟନସ୍ଥଳୀର କଥା ମନକୁ ଆସିବ, ପ୍ରଥମେ ଆସିବ ଲାଲକିଲାର କଥା । ୨୦୦୭ ମସିହାରେ ଏହା ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିଲା। ୧୬୩୯ ମେ ୧୨ରେ…

ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍

ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ  । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି ମାଡ କରିଛନ୍ତି  । ମହିଳା ଜଣକ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି ।…

ଆପଣଙ୍କୁ ବ୍ୟାଙ୍କର ହିନ୍ଦୀ ନାମ ଜଣା ଅଛି କି ? ଏହାର ମଧ୍ୟ ରହିଛି ଫୁଲ୍ ଫର୍ମ , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଆମେ ଆମ ଦୈନନ୍ଦିନ ଜୀବନରେ ଏପରି ଅନେକ ଶଦ୍ଦ କହିଥାଉ , ଯାହାର ସଠିକ୍ ଅର୍ଥ ଆମେ ଜାଣିନାହୁଁ  । ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, ତୁରନ୍ତ ବ୍ୟାଙ୍କଗୁଡ଼ିକ କଥା ଆମ ମନକୁ ଆସେ  । ଏହି ଶବ୍ଦ ଆମର ଦୈନନ୍ଦିନ ଜୀବନରେ ଏତେ ଜଡିତ ଯେ , ଆମେ ଏହାକୁ ଦିନରେ ଅନେକ ଥର…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା…