Latest Odisha News

BREAKING NEWS

Browsing Category

ଫିଚର

କରୋନା କବଳରୁ ମୁକୁଳୁଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ମାମଲା କମିବା ଏବେ ଲୋକଙ୍କୁ ଆଣିଦେଇଛି ଆଶ୍ବସ୍ତି । କିନ୍ତୁ ସବୁଠୁ ଅଧିକ ଆଶ୍ବସ୍ତି ଖବର ଆଣିଛି ରାଜଧାନୀ ଭୁବନେଶ୍ବର ପାଇଁ । କାରଣ କରୋନା ସଂକ୍ରମଣକୁ ନେଇ ହଟସ୍ପଟରେ ଥିଲା ଭୁବନେଶ୍ବର । ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ…

ବଦଳିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା

ନୂଆଦିଲ୍ଲୀ : ବଦଳିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା । ଏହାସହ ପରୀକ୍ଷାର ଫଳାଫଳ ଦାଖଲ ପାଇଁ ତାରିଖ ବୃଦ୍ଧି କରିଛି ବୋର୍ଡ । ଏନେଇ ସିବିଏସଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, କେବଳ ଅନଲାଇନ ଜରିଆରେ ହେବ ବିଦ୍ୟାଳୟରେ ବାକି ଥିବା…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବି ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବେ । ସୋମବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୧୩ରୁ ୨୫ ଜୁଲାଇ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଏବଂ ୩ଟି ଟି୨୦ ମୁକାବିଲା ହେବ । ଏହାର ପ୍ରସାର ଦାୟିତ୍ୱ ନେଇଥିବା ସୋନୀ ପକ୍ଷରୁ ଏହି କାର୍ଯ୍ୟସୂଚୀ ଘୋଷଣା…

ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ତିନି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଚଳାଚଳ କରିବ ତିନି ଯୋଗାଡା ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନେଇ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଦୁଇ ଯୋଡା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ, ଗୋଟିଏ ସ୍ବତନ୍ତ୍ର ଟ୍ରେନର ଚଳାଚଳ ଅବଧିକୁ ବୃଦ୍ଧି…

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଶହୀଦ କହିଲେ ହରଭଜନ, ପରେ କ୍ଷମା ମାଗିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ବିବାଦୀୟ ପୋଷ୍ଟ କରି ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂ ଭିନ୍ଦ୍ରେନୱାଲେଙ୍କୁ ସେ ଶହୀଦ ସମ୍ବୋନ୍ଧିତ କରିଛନ୍ତି । ଯାହାକୁ ନେଇ ସୋସିଆଲ ସାଇଟରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି…

ଭଦ୍ରକର ଅଭିଷେକଙ୍କୁ ଆବଶ୍ୟକ ଇକମୋ ଚିକିତ୍ସା, ସାହାଯ୍ୟ ପାଇଁ ପରିବାରର ନିବେଦନ

ଭଦ୍ରକ: ବାସୁଦେବପୁର ଅଂଚଳର ଅଭିଷେକ ମହାପାତ୍ର ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ । ଏଥି ପାଇଁ ତାଙ୍କୁ କୋଲକାତାକୁ…

ପାକିସ୍ତାନରେ ବଡ ଧରଣର ରେଳ ଦୁର୍ଘଟଣା: ୩୦ ମୃତ, ୫୦ ଆହତ

ଇସଲାମବାଦ: ପାକିସ୍ତାନରେ ସୋମବାର ସକାଳୁ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩୦ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଘୋଟକି କିଲ୍ଲାର ଧାରକିରେ ସାର ସୟେଦ ଏକ୍ସପ୍ରେସ ଓ ମିଲିଆତ ଏକ୍ସପ୍ରେସ ଟ୍ରେନ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ…

ଫ୍ରେଂଚ ଓପନ: ସେରେନାଙ୍କୁ ବିଦା କଲେ ଏଲିନା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସୋମବାର ମହିଳା ସିଙ୍ଗଲ୍ସ ମୁକାବିଲାରେ ଆମେରିକା ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି କାଜାକସ୍ତାନର ଏଲିନା ରିବାକିନା । ପ୍ରି-କ୍ୱାର୍ଟର ମୁକାବିଲାରେ ୧୯ ବର୍ଷୀୟା ଏଲିନା ୬-୩, ୭-୫ ସିଧାସଳଖ ସେଟରେ ବିଜୟ…

ଉହାନ ଲ୍ୟାବ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଂଚଲ୍ୟକର ତଥ୍ୟ

ଉହାନ: ଚୀନ ଏବଂ ଏହାର ପରୀକ୍ଷଣ ଧିରେ ଧିରେ ମାନବଜାତି ପ୍ରତି ବିପଦ ସୃଷ୍ଟି କରୁଛି । ପ୍ରକୃତି ସହ ଖେଳିବା ମଧ୍ୟ ଚୀନ ଆରମ୍ଭ କରି ସାରିଲାଣି । ଏ ଭଳି ଏକ ତଥ୍ୟ ସମ୍ମୁଖକୁ ଆସିବା ପରେ ବିଶେଷଜ୍ଞମାନେ ଚିନ୍ତିତ ହୋଇ ପଡିଛନ୍ତି । ବ୍ରିଟିଶ ସାମ୍ବାଦିକ ଜେସ୍ପର ବେକର ଏହି ତଥ୍ୟ ଉଜାଗର…

ଓସାକାଙ୍କ ପରେ ଫ୍ରେଂଚ ଓପନରୁ ଓହରିଲେ ଫେଡେରର

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ରବିବାର ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତା ରୋଜର ଫେଡେରର ଓହରିଛନ୍ତି । ନାଓମି ଓସାକାଙ୍କ ପରେ ସେ ଦ୍ୱିତୀୟ ଷ୍ଟାର ଖେଳାଳି ଭାବେ ଏଥିରୁ ଓହରି ଯାଇଛନ୍ତି । ଶନିବାର ତୃତୀୟ ରାଉଣ୍ଡ ମୁକାବିଲା ପରେ ସେ କ୍ଲାନ୍ତ ଅନୁଭବ କରୁଥିବା ଦେଖିବାକୁ…