Latest Odisha News

BREAKING NEWS

Browsing Category

ଫିଚର

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍: ଦିନକରେ ଓଡ଼ିଶାରୁ ଗଲା ରେକର୍ଡ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୪୦ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ୪୨ ଜଣ ପ୍ରାଣ…

ଓଡ଼ିଶାରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ପଜିଟିଭ୍ ହାର ୮.୫୫%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଖସୁଛି ପଜିଟିଭିଟି ରେଟ୍ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୨ହଜାର ୫୬୪ଟି ଅଛି । ଏହି ସମୟରେ…

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓ ସାଓ୍ବନ ଟିଭି

ଭୁବନେଶ୍ବର : ସଂଗୀତ ଓ ଅଡିଓ ମନୋରଂଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓ ସାୱନ ଏହାର ନୂଆ ଭିଡିଓ ଉତ୍ପାଦ- ଜିଓ ସାୱନ ଟିଭି ଉନ୍ମୋଚନ କରିଛି । ଏହି ଭିଡିଓ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତ ହେଉଥିବା ବେଳେ, ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା…

ପୁଣେରେ ଅଗ୍ନିକାଣ୍ଡ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।…

ଦେଶବାସୀଙ୍କୁ ମାଗଣା ଟିକାକରଣ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ଦେଶର ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଏନେଇ ଆଜି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହା ପରେ ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ଏକ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଆହତଙ୍କ…

ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୪୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସ୍ଥିତିରେ ଆସୁଛି ସୁଧାର । ରାଜ୍ୟରେ କମୁଛି ସଂକ୍ରମଣ । ତାସାଙ୍ଗକୁ ବଢ଼ିବାରେ ଲାଗିଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୪୨୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ…

ସୀତାଙ୍କ ଭୂମିକା ପାଇଁ କରୀନା ନେବେ ୧୨ କୋଟି ଟଙ୍କା !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କାପୁର ଦେବୀ ସୀତାଙ୍କ ଭୂମିକା କରିବା ପାଇଁ ୧୨ କୋଟି ଡିମାଣ୍ଡ କରିଛନ୍ତି । ନିର୍ମାତା ଆଲୌକିକ ଦେଶାଇ ଏହି ଫିଲ୍ମ ପାଇଁ କରୀନାଙ୍କ ପାଖକୁ ଯାଇଥିଲେ । କରୀନାଙ୍କ ଡିମାଣ୍ଡ ଶୁଣି ସେ ଚକିତ ହୋଇଯାଇଥିଲେ । ରିପୋର୍ଟ ମୂତାବକ ନିର୍ମାତା ଏଥିନେଇ ସବୁଜ…

କଟକରୁ ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

କଟକ : କଟକରୁ ପୁଣି ଜବତ ହେଲା ଧଳା ଜହର । ପ୍ରାୟ ୧ କେଜି ୩୮ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସ୍ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ,…

ଓ ମାଇ ଗଡ-୨ରେ ଅକ୍ଷୟ-ୟାମି ଯୋଡି, ପଙ୍କଜଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା

ମୁମ୍ବାଇ: ୨୦୧୨ର ଚର୍ଚ୍ଚିତ ଫିଲ୍ମ ଓ ମାଇ ଗଡର ସିକ୍ୱେଲର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଓ ମାଇ ଗଡ-୨ରେ ପରେଶ ରାୱଲଙ୍କ ସ୍ଥାନରେ ପଙ୍କଜ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଅକ୍ଷୟ କୁମାର ଏବଂ ୟାମୀ ଗୌତମ ଫିଲ୍ମରେ ଲିଡ ରୋଲ କରିବେ । ଏହି ୩ଜଣଙ୍କ ଚାରିପଟେ…