Latest Odisha News

BREAKING NEWS

Browsing Category

ଫିଚର

୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ…

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି।…

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ, ଷ୍ଟିକର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ଆଜି ଏହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ରାଜ୍ୟର ସମସ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ବ୍ରାଣ୍ଡି ସହ “ଆମେ ପଢ଼ିବୁ, ବଢ଼ିବୁ,…

ଟି୨୦ ବିଶ୍ୱକପ: ଉଗାଣ୍ଡା, ନାମ୍ବିଆର ଯୋଗ୍ୟତା ହାସଲ

ନୂଆଦିଲ୍ଲୀ: ଉଗାଣ୍ଡା ଓ ନାମ୍ବିଆ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । କ୍ୱାଲିଫାୟରର ଆଫ୍ରିକାର ଶେଷ ଲିଗରେ ରୱାଣ୍ଡାକୁ ଉଗାଣ୍ଡା ହରାଇଥିଲା । ଏଥିସହ ୫ମ ଆଫ୍ରିକୀୟ ଟିମ ଭାବେ ବିଶ୍ୱକପ ଖେଳିବା ସୌଭାଗ୍ୟ ଅର୍ଜନ କରିଛି । ଅପରପକ୍ଷରେ ନାଇଜେରିଆ ବିପକ୍ଷରେ ଶେଷ ଲିଗ…

ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକଙ୍କ ସଫଳତା, ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର

ନବରଙ୍ଗପୁର: ଶାଶ୍ୱତ ପଟ୍ଟନାୟକ‘କୌନ୍ ବନେଗା କରୋଡ୍ ପତି’ଜୁନିୟରେ ଅଂଶଗ୍ରହଣ କରି ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଉମରକୋଟର ଶାଶ୍ଵତ ପଟନାୟକ ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ କେବିସି ଖେଳି ଜିତିଲେ ୧୩ ଲକ୍ଷ ୪୦ ହଜାର ଟଙ୍କା। ଯାହାକୁ ନେଇ…

ଆଧାର କାର୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଅପଡେଟ୍

ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି କରାଯାଇଥାଏ କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ କରାଯାଇଥିଲା, ତେବେ ଆପଣଙ୍କୁ ତୁରନ୍ତ ନିଜ ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ। ସରକାର କହିଛନ୍ତି…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବନ୍ଧାହେଲେ ରସିକିଆ ଇଂରାଜୀ ଶିକ୍ଷକ

ସମ୍ବଲପୁର : ଥମୁନି ଲଜ୍ଜା  । ପୁଣି ସମ୍ବଲପୁରରୁ ଆସିଛି ଲଜ୍ଜାଜନକ ଘଟଣା  । ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ଏନେଇ ବରେଇପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପରେ…

ଭାରତରେ ଚିନ୍ତା ବଢାଇଲା ଚାଇନାର ରହସ୍ୟମୟୀ ରୋଗ, ୨ ଜଣଙ୍କଠାରେ ଦେଖାଗଲା ଲକ୍ଷଣ

ନୂଆଦିଲ୍ଲୀ: କରୋନା ପରେ ଚୀନ୍ ପୁଣି ଥରେ ଏକ ନୂତନ ରୋଗକୁ ସାମ୍ନା କରୁଛି। ଯାହା ଏହେ ଚିନ୍ତାର ବିଷୟ ପାଲଟିଛି। ସମଗ୍ର ଦେଶରେ ପ୍ରତିଦିନ 7 ହଜାରରୁ ଅଧିକ ରୋଗୀ ମିଳୁଛନ୍ତି। ଏଥିମଧ୍ୟରୁ ପିଲାମାନଙ୍କ ସଂଖ୍ୟା ସର୍ବାଧିକ। ଚୀନ୍ କହିଛି ଯେ ନିମୋନିଆ ଭଳି ରୋଗ ପିଲାମାନଙ୍କ ମଧ୍ୟରେ ବ୍ୟାପୁଛି।…

୩ରେ ବାତ୍ୟା ,୪ରେ ଉପକୂଳ ଛୁଇଁବ !

ଭୁବନେଶ୍ବର :  ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୪ ତାରିଖ ସକାଳେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ଆଶଙ୍କା କରାଯାଉଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ ନିଟ୍ ଏବଂ ଜେଇଇ କୋଚିଂ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି…