Latest Odisha News

BREAKING NEWS

Browsing Category

ଫିଚର

ଆଜି ସରିବ , ପୁଣି ଆରବର୍ଷକୁ ଅପେକ୍ଷା…

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି  । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ…

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ବର :  ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ  । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ  । ପୋଲିସ ପ୍ରଶାସନ ସର୍ବଦା ଆଇନ…

ପରଲୋକରେ CID ଫେମ୍ ଦିନେଶ ଫଡନୀସ୍

ମୁମ୍ବାଇ : ପରଲୋକରେ ସିଆଇଡି ଇନ୍ସପେକ୍ଟର ଫ୍ରେଡେରିକ୍ସ ଦିନେଶ ଫଡନିଶଙ୍କର । କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ସୋନି ଟିଭିର ଲୋକପ୍ରିୟ କ୍ରାଇମ୍  ସୋ ସିଆଡିରେ ସେ ନିଖୁଣ ଅଭିନୟ କରି…

ପାକିସ୍ତାନ ଆଙ୍କରଙ୍କ ବିସ୍ଫୋରକ ବୟାନ: ‘ଭାରତରେ ମୁସଲମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନା ଦରକାର‘

ଇସଲାମବାଦ: ସ୍ୱାଧୀନତା ସମୟରେ ଅର୍ଥାତ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହୋଇଥିଲା । ଧର୍ମ ନାଁରେ ଏକ ଅଲଗା ଦେଶ ଗଠନ ପାଇଁ ମହମ୍ମଦ ଅଲ୍ଲି ଜିନା ଦାବି କରିଥିଲେ ଯାହାର ଫଳ ହେଉଛି ପାକିସ୍ତାନ  । ସେ ବିଭାଜନର ଦୟନୀୟ କାହାଣୀ ସମସ୍ତେ ଜାଣନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ହେଲେ…

ଏଠାରେ ଶସ୍ତାରେ ମିଳୁଛି ଶୀତବସ୍ତ୍ର, ଶୀଘ୍ର କିଣିନିଅନ୍ତୁ…

ନୂଆଦିଲ୍ଲୀ : ଆସିଲାଣି ଶୀତ ଋତୁ । ଦିନକୁ ଦିନ ଶୀତ ବଢିବାରେ ଲାଗିଛି  । ଅନେକ ସ୍ଥାନରେ ଏପରି ସ୍ଥିତି ହୋଇଛି , ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକମାନେ ଉଷ୍ମ ଓ ଆରାମଦାୟକ ପୋଷାକ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ମନକୁ ପ୍ରଶ୍ନ ଆସୁଛି…

ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକକୁ ବାତିଲା କଲା କଂଗ୍ରେସ: ଆସିବାକୁ ମନା କଲେ ଏହିସବୁ ଦଳ

ନୂଆଦିଲ୍ଲୀ:ଡିସେମ୍ବର ୬ ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ବୈଠକକୁ ବାତିଲ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଏହି ବୈଠକ ଡାକିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମ ବଙ୍ଗ ମମତା ବାନାର୍ଜୀ, ସମତାପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଝାରଖଣ୍ଡ…

ବିଧାନସଭା ନିର୍ବାଚନ ଫଳାଫଳ: ହାରିଲା କ୍ଷମତା ଆଉ ବାହୁବଳ, ଗଣତନ୍ତ୍ର ଉପରେ ବଢିଲା ଆସ୍ଥା !

ନୂଆଦିଲ୍ଲୀ: କାମ କଲାନି ଅର୍ଥ । କାମ କଲାନି କ୍ଷମତା । ଫେଲ ମାରିଲା ପରିବାର ରାଜନୀତି, ବାହୁବଳ । ଉଡିଲା ଗଣତନ୍ତ୍ରର ବିଜୟ ଧ୍ୱଜା  । ଜିତିଲେ ଶ୍ରମିକ..ହାରିଲେ ଚାରି ଚାରିଥରର ମୁଖ୍ୟମନ୍ତ୍ରୀ । ସେତିକି ନୁହେଁ, ଗୋଟିଏ ଆସନରେ ଦୁଇ ଦୁଇଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ  ହରାଇ ଜିତିଲେ …

ଫୁଲ ଆକ୍ସନ ମୋଡରେ ବାବା ବାଲମୁକୁନ୍ଦ: ନନଭେଜ ହୋଟେଲରେ ଚଢଉ କରି କହିଲେ-‘ ଏହାକୁ କରାଚି କରିବାକୁ ଚାହୁଁଛ ?’

ଜୟପୁର: ରାଜସ୍ଥାନରେ ବିଜେପି ବହୁମତ ପାଇବା ପରେ ଫୁଲ ଆକ୍ସନ ମୋଡରେ ଅଛନ୍ତି ନବ ନିର୍ବାଚିତ ବିଧାୟକ ବାଲାମୁକୁନ୍ଦ ଆଚାର୍ଯ୍ୟ ।  ରାଜଧାନୀ ଜୟପୁରରେ ଏବେ ବାଲମୁକୁନ୍ଦଙ୍କୁ ନେଇ ଚର୍ଚ୍ଚା । ବାଲମୁକୁନ୍ଦଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ବାଲମୁକୁନ୍ଦଙ୍କ ଟାର୍ଗେଟରେ ଏବେ ନନଭେଜ ଫୁଡ ଷ୍ଟଲ…

ପ୍ରାକୃତିକ ବୁଲେଟ ପ୍ରୁଫ ପିନ୍ଧିଥିବା ଜୀବ

ନୂଆଦିଲ୍ଲୀ: ଏହି ବିଶ୍ୱ ରହସ୍ୟମୟ । ସ୍ରଷ୍ଟା ନିଜସ୍ୱ ଶୈଳୀରେ ସମସ୍ତ ଜୀବଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଓ ପରିଚୟ ଦେଇଛନ୍ତି । ଆମେମାନେ ଅସ୍ତ୍ରଶସ୍ତ୍ର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧୁଛେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଜୀବ ଅଛି…

ହମାସ ଟନେଲରେ ସମୂଦ୍ର ପାଣି ଛାଡିବ ଇସ୍ରାଏଲ

ଗାଜା: ହମାସ ଆତଙ୍କବାଦୀଙ୍କୁ ଗାଜାର ଟନେଲ ମଧ୍ୟରୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ନୂତନ ରଣ କୌଶଳ ବ୍ୟବହାର କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇଡିଏଫ ସମୂଦ୍ର ପାଣିକୁ ଟନେଲ ମଧ୍ୟରେ ଛାଡିବା ପାଇ ଯୋଜନା କରୁଛି । ଗାଜାର ଅଲ ଶାତୀ ଡାକ୍ତରଖାନା ତଳେ ଥିବା ଟନେଲ ନିକଟରେ…