Latest Odisha News

BREAKING NEWS

Browsing Category

ଫିଚର

୪୦ ଲକ୍ଷର ମଇଁଷି ସୁଲତାନ; ଖାଉଛି ୬୦ ହଜାର ଟଙ୍କାର ଖାଦ୍ୟ, ମାଲିକକୁ କରୁଛି ଲାଲେ ଲାଲ

ପାଟନା: ସାଧାରଣତଃ ଗାଈ, ମଇଁଷିଙ୍କୁ ଲୋକମାନେ ଘରେ ରଖିଥାନ୍ତି। ଏମାନଙ୍କ ଦୁଗ୍ଧରୁ ଦହି, ଛେନା ଓ ଘିଅ ତିଆରି କରି ଟଙ୍କା ରୋଜଗାର କରିଥାନ୍ତି ଗୋପାଳକ। ଆଜି ଆମେ ବିହାରର ଏକ ମଇଁଷି ବିଷୟରେ କହିବାକୁ ଯାଉଛୁ, ଯିଏକି ତା ମାଲିକକୁ ହଜାର ହଜାର ଟଙ୍କାର ରୋଜଗାର ଯୋଗାଇ ଦେଇ ମାଲାମାଲ କରିଛି।…

ପଣ୍ଡିଆନଙ୍କ ଶ୍ରୀମନ୍ଦିର ପରିଦର୍ଶନ, ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଏହାସହ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।…

ନେପାଳରେ ରାଜତନ୍ତ୍ର ନେଇ ଦାବୀ ଜୋର ଧରିଲା

କାଠମାଣ୍ଡୁ: ନେପାଳରେ ରାଜତନ୍ତ୍ର ପୁନର୍ବାର ଲାଗୁ କରିବା ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କାଠମାଣ୍ଡୁର ଅନେକ ସ୍ଥାନରେ ଏ ନେଇ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ରାଜ ପରିବାରର ୨୨ ବର୍ଷ ତଳେ ଘଟିଥିବା ନରସଂହାର ସେ ସମୟରେ ସମଗ୍ର ନେପାଳକୁ ଆଶ୍ଚର୍ଯ୍ୟଚକିତ କରି…

କୃଷି ମେଳାର ଶେଷ ଦିନରେ ଯୋଗ ଦେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା: ଆଜି ଗୁଣୁପୁର ଚଇତି ମଣ୍ଡପରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ମେଳାର ଶେଷ ଦିନରେ ରାଜ୍ୟ ଆଇନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ କୃଷି ଯୋଜନା ସହ କୃଷିକୁ ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି। ଅନ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା…

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ନୌକା ଚାଳନା ପ୍ରତିଯୋଗିତା, ଭାଗ ନେଲେ ୭୦ ପ୍ରତିଯୋଗୀ

ସୁବର୍ଣ୍ଣପୁର: ମହାନଦୀର ତେନ୍ତୁଳି ଘାଟରେ ଆଜକୁ ୬୦ବର୍ଷ ଧରି ଆୟୋଜିତ ହୋଇ ଆସୁଛି ନୌକା ଚାଳନା ପ୍ରତିଯୋଗୀତା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିର ଅପରାହ୍ନରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନର ନାବିକମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ସହରର ଭଗବତ…

ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା; ସଜାଗ ଅଗ୍ନିଶମ ବାହିନୀ

କଟକ: ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ। ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ବାଲିଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସଜାଗ ରହିଛି ଅଗ୍ନିଶମ ବାହିନୀ। ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ମହାନଦୀର ବାଲୁକା ଶଯ୍ୟାରେ ଶତାଧିକ ସରକାରୀ, ବେସରକାରୀ ଅସ୍ଥାୟୀ…

ପାକିସ୍ତାନ ହାତରୁ ଯାଇପାରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ

କରାଚୀ: ଏସିଆ କପ ପରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର । ୨୦୨୫ରେ ଏଠାରେ ହେବାକୁ ଥିବା ଚାମ୍ପିୟନ ଟ୍ରଫି ଆୟୋଜକ ଅଧିକାର ହାତରୁ ଯାଇପାରେ । ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ନେଇ ଆଇସିସି ସହ ଅଜବ ସର୍ତ ରଖିଛି । ଯଦି ସୁରକ୍ଷା ଆଳ ଦେଖାଇ ଭାରତ ଏଠାକୁ ଆସିବା ପାଇଁ ମନା…

ନେଦରଲାଣ୍ଡ ନେତା ଗୀର୍ଟ ୱିିଲ୍ଡର୍ସଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ରହିଥିବା ଗୀର୍ଟ ୱିଲ୍ଡର୍ସଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । କୁରାନ ଉପରେ ଅଧିକ ବିଶ୍ୱାସ ରଖୁଥିବା ମୁସଲମାନ ତୁରନ୍ତ ନେଦରଲାଣ୍ଡ ଛାଡିବାକୁ ସେ କହିଛନ୍ତି । ଯେଉଁମାନେ ଧର୍ମନିରପେକ୍ଷତା ବଦଳରେ ଅତ୍ୟଧିକ ଧର୍ମ…

ଅନ୍ଦାଜ ୨ର ଶୁଟିଂ ପାଇଁ ସୁନୀଲ ପ୍ରସ୍ତୁତ

ମୁମ୍ବାଇ: ବଲିଉଡରେ ଏବେ ସୀକ୍ୱେଲର ଯୁଗ ଚାଲିଛି । ଗଦର ୨, ଓଏମଜି ୨, ଫୁକରେ ୩ ଓ ଡ୍ରିମ ଗର୍ଲ ୨ରେ ଏବେ ଅନ୍ଦାଜର ସୀକ୍ୱେଲ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମେଶ ଦର୍ଶନ ଧଡକନ ୨ ଏବଂ ତାଙ୍କ ଭାଇ ସୁନୀଲ ଦର୍ଶନ ଅନ୍ଦାଜର ସୀକ୍ୱେଲ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୦୩ରେ…

ସିଂହଦ୍ୱାର ବ୍ୟାରିକେଡ ଭିତରକୁ ପଶି ଆସିଲା ଘୁଷୁରି

ପୁରୀ:କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବଡ ଦାଣ୍ଡ ଲୋକାରଣ୍ୟ । ସିଂହଦ୍ୱାର ସମ୍ମୁଖରେ ଥିଲା ଭକ୍ତଙ୍କ ଭିଡ । ରାତି ତମାମ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଭକ୍ତ । ସିଂହଦ୍ୱାର ବ୍ୟରିକେଡ ଓ ସମ୍ମୁଖରେ ହଜାର ହଜାର ଭକ୍ତ ରୁଣ୍ଡ । ଏହି ସମୟରେ ହଠାତ ଦେଖିବାକୁ ମିଳିଥିଲା…