Latest Odisha News

BREAKING NEWS

Browsing Category

ଫିଚର

ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ…

ସଚିନ ଷ୍ଟେସନରେ ସୁନୀଲ ଗାଭାସ୍କର, କେଉଁଠି ରହିଛି?

ଅହମଦାବାଦ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଗୁଜୁରାଟର ସୁରଟ ସ୍ଥିତ 'ସଚିନ୍' ରେଳ ଷ୍ଟେସନ୍ ବୁଲିବା ବେଳେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି। ଗାଭାସ୍କର ଷ୍ଟେସନର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହି ମହାନ କ୍ରିକେଟରଙ୍କ ନାଁରେ…

ସିରିଜ ଅଧାରୁ ବିବାହ ପାଇଁ ଗଲେ ମୁକେଶ

ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜ ଅଧାରୁ ପେସ ବୋଲର ମୁକେଶ କୁମାର ଘରକୁ ଫେରିଛନ୍ତି । ସେ ହଠାତ କାହିଁକି ସିରିଜ ଅଧାରୁ ପଳାଇଗଲେ ତାହାର ଖୁଲାସା ଏବେ ହୋଇଛି । ତୃତୀୟ ମ୍ୟାଚ ପୂର୍ବରୁ ମୁକେଶ ତାଙ୍କ ବିବାହ ପାଇଁ ବିସିସିଆଇ ନିକଟରୁ ଅନୁମତି ଆଣିଥିଲେ । ସେ ୪ର୍ଥ ଟି୨୦…

ସମ୍ଭାବ୍ୟ ବାତ୍ୟା ‘ମିଚାଉଙ୍ଗ୍‌’କୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା, ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ…

‘ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମ’ର ବାର୍ତ୍ତା ଦେଇ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଉତ୍ତରକାଶୀର ଟନେଲ ରେସକ୍ୟୁ ଟିମକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଟନେଲର ଏକ ବାଲୁକା ଚିତ୍ର ଆଙ୍କି ପୁରୀ ବେଳାଭୂମିରେ ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ଉତ୍ତରକାଶୀର ଟନେଲରେ ୪୧ ଜଣ ଶ୍ରମିକ ଫସି…

ଦୁଇ ଗୋରୁକୁ ଶିକାର କରିବା ପରେ ଗଜପତିରେ ବାଘ ଆତଙ୍କ

ଗଜପତି: ଉଦୟଗିରି ରେଞ୍ଜରେ ଦୁଇଟି ଗୋରୁଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ମହାବଳ ବାଘ। ଶନିବାର ରାତିରେ ଏହି ଘଟଣା ଘଟିବାରୁ ଗୋରୁ ମାଲିକ ବିଚଳିତ ହୋଇପଡିଥିବା ବେଳେ ଗ୍ରାମବାସୀମାନେ ନିଜ ସୁରକ୍ଷା ପାଇଁ ଭୟଭୀତ ହୋଇପଡିଛନ୍ତି।…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଗ୍ରହଣ କଲେ ସରକାର, ଆନ୍ଦୋଳନ ପ୍ରତ୍ଯାହାର କଲେ ପ୍ରଯୋଜିକା

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…

ଅନ୍ ଲାଇନ ଠକେଇ ରୋକିବାକୁ ନୂଆ ପଦକ୍ଷେପ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ଅନ୍ ଲାଇନ ପେମେଣ୍ଟ ବ୍ୟବସ୍ଥା ଯେପରିକି ଫୋନ୍ ପେ, ଗୁଗୁଲ ପେ ଆଦିରେ ସାଇବର ଠକେଇ ବଢିବାରେ ଲାଗିଛି। ଇଂଟରନେଟ ବାବଦରେ ଅଜ୍ଞଥିବା ଲୋକଙ୍କ ପକେଟ କାଟି ମାଲାମାଲ ହେଉଛନ୍ତି ସାଇବର ଠକ । ଏବେ ଏହାଉପରେ ବିଚାର କରି ସାଇବପ ଠକେଇ ରୋକିବାକୁ ସରକାର ନୂଆ ପଦକ୍ଷେପ ନେବାକୁ…

ଅଜଣା ରୋଗ ଉଜାଡ଼ିଲା ଶୈଶବ, ଅସହାୟ ଚନ୍ଦ୍ର ସହୁଛି ଅସହନୀୟ ଯନ୍ତ୍ରଣା

ନବରଙ୍ଗପୁର: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ। ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ। ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପାଞ୍ଚ ବର୍ଷର ଶିଶୁ ଚନ୍ଦ୍ର ନାୟକ। ଖେଳିବା ବୁଲିବା ବୟସରେ ବିଛଣାରେ ପଡି ରହୁଥିବା ଶିଶୁଟି ହେଉଛି ନବରଙ୍ଗପୁର ଜିଲ୍ଲା…