Latest Odisha News

BREAKING NEWS

Browsing Category

ଫିଚର

୨୪ ଘଣ୍ଟା ମଧ୍ୟରେ ବାତ୍ୟା: ଚେନ୍ନାଇ ଓ ଆନ୍ଧ୍ର ଉପକୂଳରେ ଆରମ୍ଭ ହୋଇଗଲା ବର୍ଷା

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଛି । ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ମାଇଚୋଙ୍ଗର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ…

ମଧ୍ୟପ୍ରଦେଶ, ରାଜସ୍ଥାନରେ ପଛରେ କଂଗ୍ରେସ, ତେଲେଙ୍ଗାନାରେ ଆଗରେ: ଛତିଶଗଡରେ କ୍ଲୋଜ ଫାଇଟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଭୋଟ ଗଣତି । ୪ ରାଜ୍ୟର ଫଳାଫଳା ସାମ୍ନାକୁ ଆସିଛି । ଫଳାଫଳରୁ ଯାହା ଜଣାପଡୁଛି, ରାଜସ୍ଥାନରେ କଂଗ୍ରେସ ପଛରେ ଥିବାବେଳେ ତେଲେଙ୍ଗାନାରେ ଜୋଶରେ ଆଗେଇ ଚାଲିଛି କଂଗ୍ରେସ । ଛତିଶଗଡରେ ବିଜେପି-କଂଗ୍ରେସ କ୍ଲୋଜ ଫାଇଟ ଚାଲିଥିବାବେଳେ ମଧ୍ୟପ୍ରଦେଶରେ…

ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲାଣି ବିଜୟ ଉତ୍ସବ

ନୂଆଦିଲ୍ଲୀ:ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉଲ୍ଲାସ ମନାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଲାଣି ।   ଦିଲ୍ଲୀ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ…

୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ…

ଅଷ୍ଟ୍ରେଲିଆରେ ପାକିସ୍ତାନ ଖେଳାଳିଙ୍କୁ ଅଣଦେଖା, ନିଜ ସାମଗ୍ରୀ ନିଜେ ଉଠାଇଲେ

ମେଲବୋର୍ଣ୍ଣ: ପାକିସ୍ତାନ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ପଂହଚି ସାରିଛି । ପାକିସ୍ତାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଖେଳାଳି ବିମାନବନ୍ଦରରୁ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ  ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ…

ସାଇବେରିୟା ରେଲୱେ ଟ୍ରାକକୁ ଟାର୍ଗେଟ କରୁଛି ୟୁକ୍ରେନ

କୀଭ: ୟୁକ୍ରେନ ଓ ରୁଷ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ସହଜରେ ରୁଷ ହରାଇନେବ ବୋଲି ଭାବିଥିଲେ ମଧ୍ୟ ଏହା ଏବେ ସେମାନଙ୍କ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେଉଛି । ଶନିବାର ୟୁକ୍ରେନ ଘରୋଇ ଗୋଇନ୍ଦା ସଂସ୍ଥା ସାଇବେରିୟାରେ ରୁଷ ରେଳ ଲାଇନକୁ ଉଡେଇ ଦିଆଯାଇଛି । ସପ୍ତାହକ ମଧ୍ୟରେ…

ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର: ‘ଗ୍ଲୋବାଲ୍ ବେଞ୍ଚମାର୍କ ସ୍ଥାପନ କରିବ…

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର। ଏହାର ଉଦଘାଟନୀ ଅବେଶନରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ…

ଏମପିରେ ବିଜେପିକୁ ଜିତାଇ ନ ଦେବା ପାଇଁ କଂଗ୍ରେସର ପ୍ଲାନ ଏବିସିଡି !

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି। ଏମପିରେ ପ୍ରସ୍ତୁତି ଜୋରଦାର ଚାଲିଛି। ସେପଟେ ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜିତିବା ଦାବି ସହ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର…

ବାହାରିଲା କଂଗ୍ରେସର ପୁରୁଣା ରୋଗ,ଫଳ ଆସିନି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଆରମ୍ଭ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ଦ୍ଵିତୀୟଥର ସରକାର ଗଢ଼ିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ଆଶା ରଖିଛି। ଏସବୁ ଭିତରେ କିନ୍ତୁ କଂଗ୍ରେସ ସରକାର ରିପିଟ କରିବା ସମ୍ଭାବନା ଅଧିକ ରହିଛି। ରାତି ପାହିଲେ ଏ ନେଇ ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ଭିତରେ ଛତିଶଗଡରେ…