Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ୩ଟି ଫର୍ମାଟରେ ୩ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଦଳ ଘୋଷଣା କରିଛନ୍ତି । ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ଓ ଚୟନକମିଟି ମୂଖ୍ୟ ଅଜିତ ଅଗରକର ଦିଲ୍ଲୀରେ ଆୟୋଜିତ ବୈଠକରେ ପରେ ଟିମ ଘୋଷଣା କରିଥିଲେ । ୩ଟି ଯାକ ଫର୍ମାଟରେ ୩ଜଣ ଅଧିନାୟକ ଦାୟିତ୍ୱ ତୁଲାଇବେ ।…

ନାକ୍‌ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ଗ୍ରେଡ୍ ମାନ୍ୟତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଫେରି ପାଇଲା ନିଜର A+ ରାଙ୍କିଂ ମାନ୍ୟତା। ନାକ୍‌ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା। କିଛି ଦିନ ତଳେ ନାକ୍‌ ଟିମ୍‌ ଗସ୍ତ କରି ଉତ୍କଳକୁ A ମାନ୍ୟତା ଦେଇଥିଲା। ଅଭିଯୋଗ ପରେ ପୁନଃ ଯାଞ୍ଚ କରି ଉତ୍କଳ…

ସନ୍ତାନ ଜନ୍ମ ହେବାର ମାସକ ପରେ ଅଲଗା ହେଲେ ନେମାର-ବ୍ରୁନା

ଲଣ୍ଡନ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାର ଜୁନିୟର ଓ ତାଙ୍କ ପ୍ରେମିକା ବ୍ରୁନା ବିୟାନକାର୍ଡୀଙ୍କ ପ୍ରେମ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ମାତ୍ର ହଠାତ ଉଭୟ ପରସ୍ପରଠାରୁ ଅଲଗା ହୋଇଛନ୍ତି । ବ୍ୟକ୍ତିଗତ କାରଣରୁ ସେମାନେ ପରସ୍ପରଠାରୁ ଦୁରେଇ ଯାଇଥିବା ସୋସିଆଲ ମିଡିଆରେ…

ମେଡିକାଲରୁ ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ: ଡେରାଡୁନ୍ ଅଭିମୁଖେ ଯାତ୍ରା, ଖୁବ ଶୀଘ୍ର ଫେରିବେ ଓଡ଼ିଶା

ନୂଆଦିଲ୍ଲୀ: ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ। ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସେମାନଙ୍କୁ ଓଡ଼ିଶା ଅଣାଯିବା ନେଇ ସୂଚନା ମିଳିଛି। ରାଜ୍ଯ ସରକାରଙ୍କ ଅଧିକାରୀ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ପହଞ୍ଚାଇବେ।…

ଟାଇଗର ୩ ପରେ ୟଶରାଜ ଫିଲ୍ମସ ଟାଇଗର ଭର୍ସେସ ପଠାନ ଫିଲ୍ମକୁ ଘୁଂଚାଇଲେ

ମୁମ୍ବାଇ: ଟାଇଗର ଭର୍ସେସ ପଠାନ ଫିଲ୍ମର ଘୋଷଣା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ପଠାନରେ ଶାହାରୁଖ ଖାଁଙ୍କ ସହ ସଲମାନ ଖାଁଙ୍କ କାମିଓ ରୋଲକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉକ୍ତ ଫିଲ୍ମର ଘୋଷଣା ହୋଇଥିଲା । ମାତ୍ର ପରେ ସଲମାନ ଖାଁଙ୍କ ଅଭିନୀତ ଟାଇଗର ୩ ବକ୍ସ…

ଭବିଷ୍ୟତରେ ଏକ ଦିନର ସମୟ ସୀମା ୨୫ ଘଂଟା ହୋଇଯିବ !

ନୂଆଦିଲ୍ଲୀ: ବର୍ତମାନ ବିଶ୍ୱରେ ଗୋଟିଏ ଦିନରେ ୨୪ ଘଂଟା ରହୁଛି । ତେବେ ଭବିଷ୍ୟତରେ ଏହା ୨୫ ଘଂଟା ହୋଇଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଯଦି ସତରେ ଏହା ହେବ ତେବେ ମନୁଷ୍ୟଙ୍କ ପାଖରେ ଦିନକୁ ଅଧିକ ୧ ଘଂଟା ମିଳିଯିବ । ଟେକ୍ନିକାଲ ୟୁନିଭରସିଟି ଅଫ ମ୍ୟୁନିକର ବୈଜ୍ଞାନିକମାନେ…

କଂଗ୍ରେସ ଜିତିଲେ ପାଇବ ଦୁଇ ଲକ୍ଷ, ବିଜେପି ଜିତିଲେ ଅଢେଇ ଲକ୍ଷ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ। ଏକା ସାଙ୍ଗରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ। ଯାହାକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଆକ୍ଷେପପ୍ରତିଆକ୍ଷେପର ପର୍ବ ତୀଵ୍ର ହେବାରେ ଲାଗିଛି। ଏହି କ୍ରମରେ…

୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ…

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି।…

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ, ଷ୍ଟିକର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ଆଜି ଏହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ରାଜ୍ୟର ସମସ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ବ୍ରାଣ୍ଡି ସହ “ଆମେ ପଢ଼ିବୁ, ବଢ଼ିବୁ,…