Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ବଦଳିବ ପାଣିପାଗ, ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲିଠୁ ବଦଳିବ ରାଜ୍ୟର ପାଣିପାଗ। ୨ ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ବର୍ଷା ଓ ବଜ୍ରପାତ…

ଦୁଇଟି ପୃଥକ କାର୍ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ରବିବାର ସକାଳେ କଟକ ଏବଂ ସୁନ୍ଦରଗଡରେ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା ତାରା ନଗରରେ ହେବାକୁ…

୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି…

ସାମିରିକ ଶକ୍ତି ବୃଦ୍ଧି କରିବା ଲକ୍ଷରେ ଚାଇନା, ବିଦେଶରେ ବଢାଇ ତାଲିଛି ବନ୍ଦର ନେଟ୍‌ୱର୍କ

ନୂଆଦିଲ୍ଲୀ: ଚୀନ୍ ନିଜର ଅର୍ଥନୈତିକ ଶକ୍ତି ବୃଦ୍ଧି ତଥା ନିଜର ବିସ୍ତାର କ୍ଷମତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ସମ୍ପ୍ରତି ରିପୋର୍ଟ ଅନୁଯାୟୀ ନୌସେନାର ଉପସ୍ଥିତି ଏହାର ପ୍ରମାଣ। ଦରିଆପାରି…

ଫାଇନାଲ ମ୍ୟାଚ୍ ପୂର୍ବରୁ ଖେଳାଳୀଙ୍କୁ ରାଜନେତାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ବିଶ୍ବକପ୍ କ୍ରିକେଟର ଆଜି ଗ୍ରାଣ୍ଡ ଫିନାଲେ । ଆଉ କିଛି ଘଣ୍ଟା ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ସମଗ୍ର ବିଶ୍ବବାସୀଙ୍କ ପାଇଁ ଆଜିର ଦିନ ହେଉଛି ଏକ ସ୍ମରଣୀୟ ଦିନ । ଯାହାକୁ ନେଇ ସାରା…

ଭାରତର ବିଜୟ ପାଇଁ ସବୁଠି ପୂଜାର୍ଚ୍ଚନା, ପ୍ରାର୍ଥନା

ନୂଆପଡା : ଆଜି ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଏଥିଲାଗି ସାରା ବିଶ୍ୱବାସୀ ସେହି ସୁବର୍ଣ୍ଣ ମୁହୁର୍ତ୍ତକୁ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି । ଭାରତୀୟ ଟିମର ବିଜୟ ମନାସୀ ବିଭିନ୍ନ ଦେବାଦେବୀ…

ବାଲୁକା କଳାରେ ବିଶ୍ୱକପ୍ ଶୁଭେଚ୍ଛା, ଗୁଡ୍ ଲକ୍ ଟିମ୍ ଇଣ୍ଡିଆ

ପୁରୀ :  ଆଜି ରହିଛି ୨୦୨୩ ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଗୁଜୁରାଟ୍ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର । ଯାହାକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି…

ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ

ଗଞ୍ଜାମ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ ୧୩ ଟିକିଆ ହାତୀପଲଙ୍କ ଉତ୍ପାତ୍ତ…

ପୋଲରୁ ୨୦ ଫୁଟ ତଳକୁ ଖସିଲା କାର୍ , ୩ ଆହତ

ବଣାଇ : ବଣାଇ ମହୁଲପଦା ଫୁଲଝର ନିକଟରେ ଅଭାବନୀୟ ଘଟଣା ଘଟିଛି  । ଏକ କାର୍ ପୋଲରୁ ୨୦ ଫୁଟ ତଳକୁ ଖସିପଡିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଉରକେଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି…