Latest Odisha News

BREAKING NEWS

Browsing Category

ଫିଚର

ଗଜପତି ପରେ ରାୟଗଡାରେ ଆତଙ୍କ ରଚିଲା ମହାବଳ ବାଘ, ଭୟରେ ଲୋକେ

ରାୟଗଡା: ଗତ କିଛିଦିନ ହେବ ଗଜପତି ଜିଲ୍ଲାରେ ବାଘ ଆତଙ୍କ ରଚିଥିବା ବେଳେ ଏବେ ରାୟଗଡା ବାସୀଙ୍କୁ ଖେଳିଛି ବାଘ ଆତଙ୍କ । ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘ ଏବେ ରାୟଗଡ଼ାରେ । ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ ।…

ଆସୁଛି ‘କାନ୍ତାରା-୨’, କେଜିଏଫ ଓ ବାହୁବଳିକୁ ଦେବ କଡ଼ା ଟକ୍କର !

ମୁମ୍ବାଇ: ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ସୁପରହିଟ୍ ହୋଇଥିଲା। ଏହାର ଅଭିନୟ ତଥା ନିର୍ଦ୍ଦେଶନା ଦେଇ ଇତିହାସ ସୃଷ୍ଟି କରିଥିଲେ ଅଭିନେତା ଋଷବ ସେଟ୍ଟୀ। ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ…

ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ବିଦେଶୀ ବିଶେଷଜ୍ଞ

ଉତ୍ତରକାଶୀ: ୧୭ ଦିନ ବିତିଗଲାଣି । ତଥାପି ମିଳୁନଥିଲା ସଫଳତା ।  ଯେମିତି ବିଜ୍ଞାନ ଏଠି ବିଫଳ ହୋଇ ପଡିଥିଲା ! ପ୍ରକୃତି ପାଖରେ ଯେମିତି ହାର ମାନି ଯାଇଥିଲା ଯନ୍ତ୍ର । ସୂର୍ଯ୍ୟ, ଚନ୍ଦ୍ରରେ ପହଞ୍ଚି ପାରୁଛି..ହେଲେ ୫୦ମିଟର ମାଟିତଳେ ପହଞ୍ଚି ପାରୁନି ମଣିଷ ! ଏହା ପ୍ରକୃତିର ଚାଲେଞ୍ଜ…

ଥାନା ବାବୁଙ୍କ ଟଙ୍କା ଗୋଦାମ : ଏଯାବତ୍ ଘର ଓ କ୍ବାର୍ଟର୍ସରୁ ମିଳିଲାଣି ୩୭ ଲକ୍ଷ ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଯାବତ୍ ଆଇଆଇସିଙ୍କ ଘର ଓ କ୍ବାର୍ଟର୍ସରୁ…

ଉର୍ଦ୍ଦୁ ଏବଂ ମୁସଲିମ ବହୁଳ ଅଞ୍ଚଳ ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି

ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ସରକାର ଏପରି ଏକ ନିଷ୍ପତ୍ତି କାହିଁକି ନେଇଛନ୍ତି ଏବଂ ଏହା ପଛରେ କ’ଣ କାରଣ ରହିଛି ଏ ନେଇ ପ୍ରଶ୍ନ…

ବିଗତ ଶତାବ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ, ଚଳିତ ଶତାବ୍ଦୀର ଯୁଗପୁରୁଷ ନରେନ୍ଦ୍ର ମୋଦି-ଉପରାଷ୍ଟ୍ରପତି

ମୁମ୍ବାଇ:ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ମହାତ୍ମା ଗାନ୍ଧୀଙ୍କୁ ବିଗତ ଶତାବ୍ଦୀର ମହାପୁରୁଷ ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତ ଶତାବ୍ଦୀର ଯୁଗପୁରୁଷର ମାନ୍ୟତା ଦେଇଛନ୍ତି । ଧନଖଡ କହିଛନ୍ତି, ‘ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଏବଂ ଅହିଂସା ମାଧ୍ୟମରେ ଆମକୁ…

ଗୌତମ ସିଂହାନିଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ନବାଜ: କହିଲେ, ଭୋକ ଉପାସରେ ତିରୁପତି ସିଡି…

ନୂଆଦିଲ୍ଲୀ: ପାରବାରିକ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ରେମଣ୍ଡ ଗ୍ରୁପର ଡାଇରେକ୍ଟର ଗୌତମ ସିଂହାନିଆ  । ଖୁବ ଶୀଘ୍ର ଗୌତମ ସିଂହାନିଆ ଓ ପତ୍ନୀ ନବାଜ ମୋଦିଙ୍କ ବିବାହ ବିଚ୍ଛେଦ ହେବ  । ଏ ନେଇ ଗୌତମ ସିଂହାନିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ସାରିଛନ୍ତି । ଏପଟେ ଗୌତମ…

ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା  । ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି । ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲି ଆଇଆଇସିଙ୍କ…

କାହିଁକି ମାଟି ହାଣ୍ଡି ଭିତରେ ପୂଜା ପାଆନ୍ତି ମାଆ ?

ପିପିଲି: ଓଡିଆ ଘରେ ବାର ମାସରେ ତେର ପର୍ବ ପାଳିତ ହୁଏ  । ଓଡିଶାରେ ଅନେକ ମଠ, ମନ୍ଦିର , ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ସେଥିମଧ୍ୟରୁ ଏପରି ଏକ ସ୍ଥାନ ହେଉଛି ମା ଉତ୍ତରାୟଣୀଙ୍କ ପୀଠ  । ଯାହା ପୁରୀ ଜିଲ୍ଲା…

ଚାଷ ଜମିରୁ ଘରକୁ ଫେରୁଥିବାବେଳେ କଚାଡି ମାରିଲା ହାତୀ

ସୁନ୍ଦରଗଡ : ବନ ବିଭାଗର ବହୁ ଚେଷ୍ଟା ପରେ ବି ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ-ମଣିଷ ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଗରଡବାହାଲ ଗାଁରେ । ଚାଷ ଜମିରୁ ଘରକୁ…