Latest Odisha News

BREAKING NEWS

Browsing Category

ଫିଚର

ଆଉ ଏକ କ୍ରିପ୍ଟୋ-ପଞ୍ଜି ସ୍କାମର ପର୍ଦ୍ଦାଫାଶ : ‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା…

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି ।…

ଦେଶରେ ପ୍ରଥମ ଯକୃତ ପ୍ରତିରୋପଣ କରିଥିବା ଶିଶୁ ୨୫ ବର୍ଷ ପରେ ଡାକ୍ତର

ନୂଆଦିଲ୍ଲୀ: ୧୯୯୮ ମସିହାରେ ଦିଲ୍ଲୀରେ ଏହି ଦିନ ଡାକ୍ତରଙ୍କ ଏକ ଟିମ୍ ପ୍ରାୟ ୨୦ ମାସର ଶିଶୁ ସଞ୍ଜୟ କଣ୍ଡାସ୍ୱାମୀଙ୍କ ଯକୃତ ପ୍ରତିରୋପଣ କରିଥିଲେ ଏବଂ ଏହା ଭାରତରେ ପ୍ରଥମ ସଫଳ ଯକୃତ ପ୍ରତିରୋପଣ ଥିଲା। ସେହି 'ଶିଶୁ ସଞ୍ଜୟ' ୨୫ ବର୍ଷ ପରେ ବଡ ହୋଇ 'ଡାକ୍ତର ସଞ୍ଜୟ' ହୋଇଛନ୍ତି। ବର୍ତ୍ତମାନ…

ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଧାୟକ : ଗାଁ ଲୋକ କହିଲେ ଆଗ ରାସ୍ତା ମରାମତି , ପରେ ପାର୍କ

ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ  । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରେ  । ଏଠାରେ ଗାଁକୁ ସଂଯୋଗ…

ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର, କମ୍ପାନୀ ୨ ବର୍ଷ ପାଇଁ ମାଗଣାରେ ପ୍ରଦାନ କରିବ ଏହି ସର୍ଭିସ

ୱାଶିଂଟନ୍‌: ଆଇଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଏସ୍‌ଓଏସ୍‌ ଫିଚର। ଏନେଇ କମ୍ପାନୀର ସିଇଓ ଟିମ୍ କୁକ୍ ଏକ ପୂର୍ବ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଜରୁରୀକାଳୀନ ଏସ୍‌ଓଏସ୍‌ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରାଯିବ। କମ୍ପାନୀ…

ଖାଇକୁ ଖସିଲା ଯାତ୍ରୀବାହୀ ଜିପ୍ : ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ : ଖାଇକୁ ଖସିପଡିଲା ଜିପ୍  । ଫଳରେ ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏମିତି କିଛି ଘଟଣା ଘଟିଛି ନୈନିତାଲରେ । ଆଜି ସକାଳେ ନୈନିତାଲର ଓଖଲକାଣ୍ଡା ଗାଁ ନିକଟରେ ଏକ ଜିପ୍ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦୦ ମିଟର ଏକ ଖାଇକୁ ଖସି ପଡିଥିଲା । ମିଳିଥିବା ସୂଚନା…

ଜଗତସିଂହପୁରରେ ହିଟ ଆଣ୍ଡ ରନ କେସ: ଦୁଇ ଆଇଓସିଏଲ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ:ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର ଦୁଇ କର୍ମଚାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।  ଏକ ଏସୟୁଭି  ଆଇଓସିଏଲ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ ଘୋଷାରି…

ଫାଇନାଲ ପାଇଁ ଟିମ ଇଣ୍ଡିଆ ଏହି ଗୁରୁମନ୍ତ୍ର ଆପଣାଇବ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ ମ୍ୟାଚରୁ ଭାରତ ଅନେକ ଶିକ୍ଷା ଲାଭ କରିଛି । ଫାଇନାଲ ପାଇଁ…

ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍

ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର ୧୪ ତାରିଖରେ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ନିଷ୍ପତ୍ତି…

ଟନେଲ ଭିତରେ ୬ଷ୍ଠ ଦିନ: ଫସିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କଲେ ଡାକ୍ତର

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କର ଆଜି ୬ଷ୍ଠ ଦିନ । ୧୨୦ଘଣ୍ଟାରୁ ଅଧିକ ଦିନ ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଏତେ ସମୟ ସୁଡଙ୍ଗ ଭିତରେ ରହିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚିନ୍ତା ବଢିଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ…

ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ : ହୋଟେଲ, ଫ୍ଲାଇଟ ଦର ଆକାଶଛୁଆଁ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ବର୍ତମାନ ଉତ୍ସବ ମୁଖରିତ ପରିବେଶ ସୃଷ୍ଟି ହୋଇଛି । ଘରୋଇ ପରିବେଷରେ ଭାରତ…