Latest Odisha News

BREAKING NEWS

Browsing Category

ଫିଚର

ମମତାଙ୍କ ବିରୋଧ ସତ୍ୱେ ଗୃହମନ୍ତ୍ରୀ କହିଲେ ସିଏଏ ଲାଗୁ କରିବାକୁ କେହି ଅଟକାଇପାରିବେ ନାହିଁ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରାଯିବ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଭୋଟ ବ୍ୟାଙ୍କ ରାଜନୀତି କାରଣରୁ ମମତା…

ଓଡ଼ିଶା ଜଙ୍ଗଲରେ ପୁଣି ଦେଖାଦେଲା କଳା ବାଘ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ରାଜ୍ୟ ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ। କ୍ୟାମେରା ଟ୍ରାପ୍‌ରେ କଏଦ୍‌ ହେଲା କଳା ରଙ୍ଗର କଲରା ପତରିଆ ବାଘ। ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା…

ସୁଡଙ୍ଗରୁ ଉଦ୍ଧାର ପରେ ଓଡିଶାର ୫ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ଭୁବନେଶ୍ୱର: ୧୭ ଦିନ ଧରି ସୁଡଙ୍ଗ ଭିତରେ ଫସି ରହିଥିବା ଓଡିଶାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପରେ ଭେଟିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ଆଜି ଉତ୍ତରକାଶୀ ସ୍ଥିତ ଚିନିଆଲିସୌର ହସ୍ପିଟାଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ…

ଟାଇଗର ୩, ଗଦର ୨ ରେକର୍ଡ ଭାଙ୍ଗିପାରେ ଆନିମଲ

ମୁମ୍ବାଇ: ରଣବୀର କାପୁର, ଅନୀଲ କାପୁର ଓ ବବି ଦେଓଲ ଅଭିନୀତ ଆନିମଲ ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବ । ରିପୋର୍ଟ ମୁତାବକ ଏହାର ଆଡଭାନ୍ସ ବୁକିଂ ବେଶ ପ୍ରଶଂସନୀୟ ରହିଛି । ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଟିକେଟ ବୁକ ହୋଇ ସାରିଛି । ଏପରିକି ଆନିମଲ ସଲମାନ ଖାଁଙ୍କ ଟାଇଗର ୩ ଓ ସନୀ ଦେଓଲଙ୍କ…

ସୈନିକ ସ୍କୁଲ ପାଖ ଅଳିଆ ଗଦା ହଟିବା ନେଇ ମେୟର ଏବଂ କମିସନରଙ୍କ ଭିନ୍ନ ଭିନ୍ନ ଯୁକ୍ତି, ବର୍ଷିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ସେଣ୍ଟର (ଟିଟିସି)ରୁ ଅଳିଆ ସମ୍ପୂର୍ଣ୍ଣ ହଟାଇବା ଦାବିରେ ବୁଧବାର ବିଜେପି ଭୁବନେଶ୍ୱର ଶାଖା ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ପୂର୍ବରୁ ବିଜେପି ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ…

କାମବାଲି-କଳା କାରସାଦି-କଳାକନା: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ଯ

ଭୁବନେଶ୍ୱର: ଘରେ କଳାକନା ବୁଲାଇଲା କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ। ଝାରପଡ଼ା ଜଗନ୍ନାଥ ନଗର ରୋଡ୍‌ରେ କାମବାଲିର ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଲେ ମାଲିକ। ସିସିଟିଭିରେ ଚୋରି ଦୃଶ୍ୟ କଏଦ ହେବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ସୂତ୍ରରୁ…

୫୦ ପଇସାରୁ ୨୦ ଟଙ୍କିଆ ନୋଟ୍ ବ୍ୟାଙ୍କ ନେଉନଥିଲେ ଅଭିଯୋଗ କରିବାକୁ ଆରିଆଇର ପରାମର୍ଶ

ଭୁବନେଶ୍ୱର: ଛୋଟମୋଟ କଏନକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅସନ୍ତୋଷ ଦେଖାଦେଉଛି। ଏହାରି ଭିତରେ ରିଜର୍ଭ ବ୍ୟାଙ୍କ ଓଡ଼ିଶାର ଗ୍ରାମାଞ୍ଚଳରେ ଟଙ୍କା ବିନିମୟ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି। ଏହି ପଦକ୍ଷେପ ଦ୍ୱାରା ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ସାମିଲ…

ଦିନ ଦ୍ବିପ୍ରହରରେ ଲୁଟ୍, କମିସନରେଟ ପୋଲିସର ପୋଟ୍ରୋଲିଂ ବ୍ୟବସ୍ଥା ଭେଳିକି?

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ହେଉଥିବା ଏହି ଚୋରି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। ଆଉ ଦିନ ସମୟରେ ଏଭଳି ଚୋରି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଏକ…

ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ କଲା ଘରୋଇ ବସ୍‌ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବିକୁ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ…

ଆଇସିସି ପ୍ରତିବନ୍ଧ ସତ୍ୱେ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ସତ୍ୱେ ଆସନ୍ତା ବର୍ଷ ଭାରତୀୟ କ୍ରିକେଟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ ବୋଲି ସ୍ପଷ୍ଟ କରିଛି । ଏହି ଗସ୍ତରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ସରକାରୀ ହସ୍ତକ୍ଷେପ କାରଣ…