Latest Odisha News

BREAKING NEWS

Browsing Category

ଫିଚର

ଖୁସି ଖବର; ୨% ମହଙ୍ଗା ଭତ୍ତା ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି। ଏହା ସହିତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ଡିଆର ୫୩% ରୁ ୫୫% କୁ ବୃଦ୍ଧି ପାଇବ। ସୂଚନା ଅନୁଯାୟୀ,…

ଖରା ଦିନେ ମାଟି ହାଣ୍ଡି ପାଣି ପିଉଛନ୍ତି କି? ଧ୍ୟାନ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଗ୍ରୀଷ୍ମ ଋତୁରେ, ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିପାଇଁ ଅଧିକାଂଶ ଘରେ ଲୋକମାନେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାଣିକୁ ଥଣ୍ଡା କରିବା ପାଇଁ ପାଣି ବୋତଲଗୁଡ଼ିକୁ ଫ୍ରିଜରେ ରଖିବା ଆରମ୍ଭ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଫ୍ରିଜ୍‌ର ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ ଭଲ…

କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଜେଡି; କକ୍ଷତ୍ୟାଗ କରି ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ବିବୃତ୍ତି ଦାବି କରି ବିଜୁ ଜନତା ଦଳର ସଦସ୍ୟମାନେ ବୁଧବାର ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି।…

ଚୀନ ଔଷଧ ଉପରେ ଆମେରିକା କରିବ ରାଜ୍, ଚୁକ୍ତି ସ୍ଵାକ୍ଷରିତ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ମର୍କ ଚୀନର ଜିଆଙ୍ଗସୁ ହେଙ୍ଗରୁଇ ଫାର୍ମାସ୍ୟୁଟିକଲ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ, ମର୍କକୁ ହୃଦରୋଗର ଏକ ନୂତନ ଔଷଧ HRS-5346 ଉପରେ ବିଶ୍ୱବ୍ୟାପୀ ଅଧିକାର ମିଳିଛି। ମୋଟ ୨ ବିଲିୟନ ଡଲାର, ପ୍ରାୟ ୧୬,୭୦୦ କୋଟି ଟଙ୍କାରେ…

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ବୁଧବାର କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାପରେ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୂର୍ବରୁ…

ଓଡ଼ିଶାର ଖଣିକୁ ମିଶାଇ ୧୨ଟି ଖଣିର ନିଲାମ କଲେ ସରକାର

ଭୁବନେଶ୍ୱର: ଓଡ଼ିଶାର ଗୋଟିଏ ଖଣି ସମେତ ଦେଶର ମୋଟ୍‌ ୧୨ଟି ଖଣିର ନିଲାମ କରିଛି କୋଇଲା ମନ୍ତ୍ରଣାଳୟ । ଏଥିରେ ଆଠଟି ସମ୍ପୂର୍ଣ୍ଣ ଅନ୍ୱେଷଣ ଏବଂ ଚାରୋଟି ଆଂଶିକ ଅନ୍ୱେଷଣ ହୋଇଥିବା କୋଇଲା ଖଣି ସାମିଲ ରହିଛି । ଏହି ଖଣିଗୁଡ଼ିକ ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ଏବଂ…

ରାଜନୀତି କରିବି କିନ୍ତୁ ନିର୍ବାଚନ ଲଢିବନି: ନିରଞ୍ଜନ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ। ଏନେଇ ସୋମବାର ଦିନ ସେ ଘୋଷଣା କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବୟସକୁ ନଜରରେ ରଖି ନିର୍ବାଚନ…

ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୟାଗଡ ଜିଲ୍ଲା କଣ୍ଟିଲୋର ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ…

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏୟାରପୋର୍ଟରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ…

ଡିଲ୍ ସ୍ବରୂପ ବିଜେପିକୁ ୨୦ ଲୋକସଭା ଆସନ ଦେଇଥିଲା ବିଜେଡି: ଭକ୍ତ ଦାସ

ଭୁବନେଶ୍ୱର: ଆଞ୍ଚଳିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ରହିଛି। ବିଜେଡିକୁ କଟାକ୍ଷ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏଭଳି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧୀ ଗୋଷ୍ଠୀର ନିକଟତର ହେଉଛି କି ନାହିଁ।…