Latest Odisha News

BREAKING NEWS

Browsing Category

ଫିଚର

ଷ୍ଟୋକ୍ସ ଖେଳିବେନି ଆଇପିଏଲ ୨୦୨୪

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ୨୦୨୪ ଆଇପିଏଲ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଫିଟନେସ ସମସ୍ୟା ଓ କାର୍ଯ୍ୟଭାର ଯୋଗୁ ସେ ଏହି ନିଷ୍ପତି ନେଇଥିବା କହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛି । ୨୦୨୩ରେ ଚେନ୍ନାଇ ତାଙ୍କୁ ୧୬.୨୫ କୋଟି…

ସାମୁଏଲ୍ସ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ

ଦୁବାଇ: ୱେଷ୍ଟଇଣ୍ଡିଜର ପୂର୍ବ ଅଲରାଉଣ୍ଡର ମାର୍ଲନ ସାମୁଏଲ୍ସଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛନ୍ତି । ଏହି ପ୍ରତିବନ୍ଧ ୧୧ ନଭେମ୍ବର ୨୦୨୩ରୁ ଆରମ୍ଭ ହେବ । ପୂର୍ବରୁ ସାମୁଏଲ୍ସଙ୍କ ଉପରେ ସେପ୍ଟମ୍ବର ୨୦୨୧ରେ ଆଇସିସି ଦୁର୍ନୀତି ଅଭିଯୋଗ ଆଣିଥିଲା…

ରାଜ୍ୟ ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ସରକାର ଆଦିବାସୀ ସ୍ୱାର୍ଥ ପରିପନ୍ଥି। ଉଭୟ ବିଜେଡ଼ି ଏବଂ ବିଜେପି ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ଲୋକ ସଂଖ୍ୟା ଅନୁପାତରେ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସୁଯୋଗ…

ଟି୨୦ କ୍ୟାରିୟର ନେଇ କୋହଲି, ରୋହିତଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ପୂର୍ବ ସଂସ୍କରଣରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହା ପରେ ବିସିସିଆଇ ଚୟନ କମିଟିକୁ ଏକ ଯୁବ ଟିମ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିକଳ୍ପ ନେଇ ମଧ୍ୟ ଚିନ୍ତା କରାଯାଇଥିବା ଖବର ପ୍ରକାଶ ପାଇଥିଲା । ମାତ୍ର…

୧୩୩ ବଲରେ ୧୫୭ ରନ କରି ଚର୍ଚ୍ଚାରେ ମୟଙ୍କ

ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ଗୁରୁବାର କର୍ଣ୍ଣାଟକର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଆସିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ମୟଙ୍କ ୧୩୩ ବଲରେ ୧୫୭ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ତାଙ୍କ…

ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦ

ସିଡନୀ: ଚଳିତ ମହିଳା ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମ୍ୟାଚରେ ସିଡନୀ ସିକ୍ସର୍ସ ୬ ୱିକେଟରେ ବ୍ରିସବେନ ହିଟକୁ ପରାସ୍ତ କରିଥିଲା । ବ୍ରିସବେନ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରିବା…

ଆଦିବାସୀ ଜମି ହସ୍ତାନ୍ତର ବିଲ ପ୍ରତ୍ୟାହାର ଦାବି କଲା ବିଜେପି; ରାଜ୍ୟପାଳଙ୍କୁ ଭେଟି ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ଚାଲିପାରିନି । ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକାର୍ଯ୍ୟ ଚାଲିପାରି ନ ଥିଲା  ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରତିବାଦ…

ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ର : ଦୂର ହେବ ଏସବୁ ରୋଗ..

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି  । କିଏ ସବୁଜ ପନିପରିବା ଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି  । ଆମେ ସାଧାରଣତଃ ଆମ ରୋଷେଇ କାର୍ଯ୍ୟରେ ଧନିଆ ପତ୍ରକୁ…

ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର

ନୂଆଦିଲ୍ଲୀ: ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ମଧ୍ୟ ହୋଇପାରିବେ ଡାକ୍ତର। ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଡାକ୍ତର ହେବା ପାଇଁ ଯୋଗ୍ୟ ହୋଇପାରିବେ। ଏନେଇ ଏନଏମସି (NMC) ଲାଗୁ କରିବାକୁ ଯାଉଛି ନୂଆ ନିୟମ। ଯେଉଁ ଛାତ୍ରଛାତ୍ରୀ…

ଡିପଫେକ୍ ଫଟୋ ନେଇ ରାଗିଲେ ସାରା ତେନ୍ଦୁଲକର, କହିଲେ ଟକ୍ନୋଲୋଜିର କରାଯାଉଛି ଦୂରୁପଯୋଗ

ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ ତଥା ଦେଶରେ ଡିପଫେକ ମାମଲା ଗୁରୁତର ଭାବେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଡିପଫେକକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ କ୍ରିକେଟ କମ୍ବଦନ୍ତୀ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ…