Latest Odisha News

BREAKING NEWS

Browsing Category

ଫିଚର

ବଡ଼ ପରଦାରେ ଏକାଠି ନଜର ଆସିବେ ବାପା-ଝିଅ, ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଶାହାରୁଖ-ସୁହାନା

ମୁମ୍ବାଇ: ଶାହରୁଖ ଖାଁ ପ୍ରଥମଥର ପାଇଁ ତାଙ୍କ ଝିଅ ସହ ବଡ଼ ପରଦାରେ କାମ କରିବେ। ରିୟଲ ଲାଇଫର ବାପା-ପୁଅ କିମ୍ବା ଭାଇ-ଭଉଣୀମାନେ ସ୍କ୍ରିନ ଶେୟାର କରି ସାରିଛନ୍ତି। ଏବେ ବଲିଉଡ ବାଦଶାହା ଶାହରୁଖ ଖାଁ ଏବଂ ତାଙ୍କ ଝିଅ ସୁହାନା ଖାଁଙ୍କ ଗୋଟିଏ ଫିଲ୍ମରେ ନଜର ଆସିବା ଖବର ମଧ୍ୟ କିଛି ମାସ…

ବିଶ୍ୱର ସବୁଠାରୁ ବଡ ମିସାଇଲ ସତାନ ୨ ପରୀକ୍ଷଣ କରିବ ରୁଷ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧ ଏବଂ ନାଟୋ ସହ ଅଶାନ୍ତି ଯୋଗୁ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁକ୍ରେନ ବିପକ୍ଷରେ ରୁଷର ଅନେକ ଯୁଦ୍ଧ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ବାଲେଷ୍ଟିକ ମିସାଇଲ ସତାନ ୨କୁ…

ଏପଟେ ଫାଇନାଲ ଲଢୁଥିଲେ ସାମି: ସେପଟେ ଡାକ୍ତରଖାନାରେ ଛଟପଟ ହେଉଥିଲେ ମା’

ନୂଆଦିଲ୍ଲୀ:ଏପଟେ ମହମ୍ମଦ ସାମି ଲଢୁଥିଲେ ବିଶ୍ୱକପ ଫାଇନାଲ । ସେପଟେ ଅଚାନକ ଖରାପ ହୋଇଗଲା ସାମିଙ୍କ ମା’ଙ୍କ ଦେହ । ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏମିତି ଖବର ଦେଇଛନ୍ତି ମହମ୍ମଦ ସାମିଙ୍କ ସମ୍ପର୍କୀୟ ଭାଇ ଡା.ମୁମତାଜ । ରିପୋର୍ଟ ଅନୁସାରେ, ରବିବାର…

ବିଧାନସଭାର ଶୀତକାଳୀନ ଅଧିବେଶନ: ଶୋକପ୍ରସ୍ତାବ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତା ମହେଶ୍ୱର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଆଣିବା ପରେ ବିରୋଧୀ ଏହାକୁ ସମର୍ଥନ…

ଲଶ୍କର ଇ ତୋଇବାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଇସ୍ରାଏଲ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ଯୁଦ୍ଧ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ଏହା ଏବେ ଧିରେ ଧିରେ ଶ୍ମଶାନରେ ପରିଣତ ହେବାରେ ଲାଗିଛି । ଇତି ମଧ୍ୟରେ ଭାରତରେ ୨୬ ନଭେମ୍ବର ୨୦୦୮ରେ ଲଶ୍ମର ଇ ତୋଇବା ଆତଙ୍କବାଦୀ ଆକ୍ରମଣ କରିଥିଲା । ୧୦ରୁ ଊର୍ଦ୍ଧ୍ୱ…

ମେଡିକାଲ ସାଇନ୍ସର ଚମତ୍କାରିତା: ସନ୍ତାନ ଜନ୍ମ ଦେଲେ ସମଲିଙ୍ଗୀ ଦମ୍ପତି, ଦୁଇଟି ଗର୍ଭରେ ବଢିଲା ଗୋଟିଏ ସନ୍ତାନ

ଲଣ୍ଡନ:ମେଡିକାଲ ସାଇନ୍ସର ଚମତ୍କାରିତା । ଅସମ୍ଭବକୁ ସମ୍ଭବ କରି ଦେଖାଇଲା ବିଜ୍ଞାନ । ବ୍ରିଟେନର ଏକ ଲେସବିୟାନ ଦମ୍ପତି ମା-ବାପା ହୋଇଛନ୍ତି । ଉଭୟ ଏକ ଶିଶୁସନ୍ତାନକୁ ଜନ୍ମ ଦେଇଛନ୍ତି । ୩୦ ବର୍ଷୀୟ ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟ ଅଜହାରା ଅକ୍ଟୋବରରେ ତାଙ୍କର ପୁତ୍ର ସନ୍ତାନ ଡେରେକ…

ଶାହାରୁଖଙ୍କ ଘୁଘୁଂଡିରେ ବ୍ୟତୀବ୍ୟସ୍ତ ହୋଇ ପଡିଥିଲେ ସଲମାନ

ମୁମ୍ବାଇ: ଦୀର୍ଘ ଦିନର ଅଶାନ୍ତି ପରେ ଧିରେ ଧିରେ ଶାହାରୁଖ ଖାଁ ଓ ସଲମାନ ଖାଁଙ୍କ ବନ୍ଧୁତା ମଜଭୁତ ହେବାରେ ଲାଗିଛି । ପଠାନ, ଟାଇଗର ୩ରେ ଉଭୟ ଏକତ୍ର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଏହି ଅବସରରେ କରନ ଅର୍ଜୁନ ଫିଲ୍ମ ଶୁଟିଂ ଅବସରର ଏକ ମଜାଦାର ଘଟଣା ସଲମାନ…

ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ୨ୟ ଦିନ: ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ବାରିପଦା :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ରାଷ୍ଟ୍ରପତି ଆଜି ନିଜ ବାସଭବନରୁ ବାହାରି ପାହାଡପୁରରେ ପହଞ୍ଚିଛନ୍ତି । ପାହାଡପୁରର ମୁର୍ମୁ ଛକରେ ସ୍ୱାମୀ ତଥା ସ୍ୱର୍ଗତ…

ଆଜି ପବିତ୍ର ଅଁଳା ନବମୀ : ସାକ୍ଷୀଗୋପାଳରେ ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀରାଧା

ପୁରୀ : ଆଜି ପବିତ୍ର ଅଁଳାନବମୀ  । ରାଧାପାଦ ଦର୍ଶନ ଲାଗି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ନୀତିକାନ୍ତି ସରିବା ପରେ ଭୋର୍ ୫ଟାରୁ ଭକ୍ତମାନେ ଧାଡି ବାନ୍ଧି ରାଧା ପାଦ ଦର୍ଶନ କରୁଛନ୍ତି । ବିଶ୍ବାସ ରହିଛି ଏହି ଦିନ ରାଧା ପାଦ…

ବିରୋଧୀ, ସରକାରଙ୍କ ରଣନୀତି ପ୍ରସ୍ତୁତ: ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ ।…