Latest Odisha News

BREAKING NEWS

Browsing Category

ଫିଚର

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ମାମଲା : ଜେଲ୍ ଗଲେ ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ମୁମ୍ବାଇ: କର୍ତବ୍ୟରତ ପୋଲିସ କର୍ମଚାରୀ ଉପରକୁ ଆକ୍ରମଣ କରିବା ମାମଲାରେ ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ କୋର୍ଟ ଦଣ୍ଡାଦେଶ କରିଛନ୍ତି । ଯଶୋମତୀଙ୍କୁ ୩ ମାସ ଜେଲ୍ ଓ ୧୫ ହଜାର ଟଙ୍କା ଜରିମାନା ବାବଦରେ ଦେବାକୁ ପଡିବ । ୮ ବର୍ଷ ତଳର ଏହି ପୁରୁଣା…

କୋହଲିଙ୍କ ଲଢ଼ୁଆ ବ୍ୟାଟିଂ : ପଞ୍ଜାବ ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା:ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଆଇପିଏଲର ଗୁରୁବାର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭେନ ପଂଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ବାଙ୍ଗାଲୋରର ଅଧିନାୟକ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦…

ଡେନମାର୍କରେ କରୋନା ଯୋଗୁ ଯିବ ୧୦ ଲକ୍ଷ ନେଉଳଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସ ଡେନମାର୍କରେ କମିବାରେ ନାମ ନେଉ ନାହିଁ । ଏହା ଧିରେ ଧିରେ ମଣିଷରୁୁ ପଶୁଙ୍କୁ ମଧ୍ୟ ବ୍ୟାପିବାରେ ଲାଗିଛି । ଡେନମାର୍କରେ ନେଉଳଙ୍କ ମଧ୍ୟରେ କରୋନା ବ୍ୟାପିବା ଯୋଗୁ ସରକାର ଚିନ୍ତାରେ ପଡିଛନ୍ତି । ଏହା ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ସ୍ଥାନୀୟ ସରକାର କଠୋର…

ଆଗରୁ କେତେଥର ମୁଖ୍ୟମନ୍ତ୍ରୀ ପାଳିନାହାଁନ୍ତି ଜନ୍ମଦିନ? ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ନିଜର ଜନ୍ମଦିନ ପାଳିବେନି ବୋଲି ଗୁରୁବାର ଦିନ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁଁ ସାରା ଦେଶବାସୀ ପ୍ରଭାବିତ ହେଉଛନ୍ତି । ଏଥିରୁ ଓଡିଶାବାସୀ ମଧ୍ୟ ବାଦ୍ ପଡିନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ…

ଧାରା ୩୭୦ ପୁନଃସ୍ଥାପନ ପାଇଁ ତିଆରି ହେଲା ନୂଆ ମେଂଟ

ନୂଆଦିଲ୍ଲୀ: କଶ୍ମୀରରେ ଧାରା ୩୭୦ ପୁନଃସ୍ଥାପନ ପାଇଁ ଅଧିକାଂଶ ସ୍ଥାନୀୟ ପାର୍ଟି ଏକଜୁଟ ହୋଇଛନ୍ତି । ସେମାନେ ମିଳିତ ଭାବେ ମେଂଟ ଗଠନ କରିବା ସହ ଏହାର ନାମ ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନ ରଖିଛନ୍ତି । ଏଥିରେ ନ୍ୟାସନାଲ କନଫେରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ପିପୁଲ୍ସ…

ଓଡିଶାରୁ ଆରୋଗ୍ୟ ହେଲେ ଆଉ ୨୭୭୨ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି...…

ଆଇପିଏଲରେ ଇତିହାସ ରଚିଲେ କୋହଲି

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ପଡିଆରେ ପାଦ ଦେଉ ଦେଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ ନିର୍ଦ୍ଦିଷ୍ଟ ଗୋଟିଏ ଟିମ୍ ପକ୍ଷରୁ ସେ ୨୦୦ ମ୍ୟାଚ ଖେଳିିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ…

ପଞ୍ଜାବ ଦଳକୁ ଫେରିଲେ ବିସ୍ଫୋରକ କ୍ରିସ ଗେଲ୍ : ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଶାରଜା: ଆଇପିଏଲରେ ଆଜି ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ହେଲେ ପଞ୍ଜାବ ଦଳକୁ  ବିସ୍ଫୋରକ କ୍ରିସ ଗେଲ୍ ଫେରିଛନ୍ତି ।  ବିରାଟ କୋହଲି ଟସ୍ ଜିତି…

ଭାରତ ବିରୋଧରେ ଯିବା ପାଇଁ ନେପାଳର ଓଲି, ପ୍ରଚଣ୍ଡ ଚୀନଠାରୁ ନେଇଥିଲେ ୯୦୦ କୋଟି ଟଙ୍କାର ଲାଂଚ

କାଠମାଣ୍ଡୁ: ନେପାଳ ହଠାତ୍ କାହିଁକି ଭାରତ ବିରୋଧୀ ହୋଇପଡିଲା ସେ ନେଇ ବୁଦ୍ଧିଜୀବୀମାନେ କାରଣ ପାଉ ନ ଥିଲେ । ଧିରେ ଧିରେ ଏହି ଷଡଯନ୍ତ୍ରରୁ ପରଦା ଉଠିବାରେ ଲାଗିଛି । ନେପାଳୀ ନ୍ୟୁଜ୍ ସାଇଟ୍ ମାଇ ରିପବ୍ଲିକ୍ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭଟ୍ଟ ରାଇ କହିଛନ୍ତି ପିଏମ୍ କେପି ଶର୍ମା…