Latest Odisha News

BREAKING NEWS

Browsing Category

ଫିଚର

ଗଭୀର ଅବପାତର ରୂପ ନେଲା ଲଘୁଚାପ : କାଲି ବାତ୍ୟାର ରୂପ ନେବା ସମ୍ଭାବନା ! ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ବର :  ଗଭୀର ଅବପାତର ରୂପ ନେଇଛି ଲଘୁଚାପ । କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି ।…

ଇସ୍ପାତ କାରଖାନାରେ ବିସ୍ଫୋରଣ : ଶ୍ରମିକ ମୃତ

ରାଉରକେଲା: ରାଉରକେଲାସ୍ଥିତ  କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନାରେ ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ।  ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ରାଉରଲକେଲା କଲୁଙ୍ଗା ଶୁଭମ ଇସ୍ପାତ କାରଖାନାରେ ଗତକାଲି ବିଳମ୍ବିତ…

୫୬ବର୍ଷ ହେବ ଜାରି ରହିଛି ଅଖଣ୍ଡ ରାମାୟଣ ପାଠ: ଭକ୍ତଙ୍କ ସହ ନିଜେ ବସି ରାମାୟଣ ଶୁଣନ୍ତି ହନୁମାନ

ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ  । ଏଠାରେ ଅନେକ ମଠ ମନ୍ଦିର ରହିଛି  । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି  । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି  । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ…

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସାମି, ଘର ବାହାରେ ପହରା ଦେଉଥିଲେ ପରିବାର ଲୋକେ.. ଆଜି ସମସ୍ତଙ୍କର ହିରୋ

ନୂଆଦିଲ୍ଲୀ:‘ ମୋତେ ମୋ ପରିବାରର ସହଯୋଗ ମିଳି ନ ଥିଲେ ହୁଏତ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ମୁଁ ତିନିତିନି ଥର ଆତ୍ମହତ୍ୟା ପାଇଁ ଭାବି ନେଇଥିଲି । ମୋ ଘର ୨୪ ମହଲାରେ ଥିଲା । ପରିବାର ଲୋକ ଡରୁଥିଲେ କାଳେ ମୁଁ ଆପାର୍ଟମେଣ୍ଟରୁ ଡେଇଁ ପଡିବି । ତେଣୁ ସେମାନେ ମତେ ଏକ ପ୍ରକାର ଜଗି…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ପ୍ରତି ୧୫ ଦିନରେ କାମର ଷ୍ଟାଟର୍ସ ରିପୋର୍ଟ ଦେବେ ଆମିକସ୍ କ୍ୟୁରୀ

ପୁରୀ : ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ  । ମରାମତି ଲାଗି ଏଏସଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଦୁର୍ବଳ ବିମର ମରାମତି କାମ ପାଇଁ ୧୨୦ ଦିନ ସମୟ ଲାଗି ବୋଲି କହିଛନ୍ତି ଏଏସଆଇ…

ଦିଲ୍ଲୀରୁ ସହରସା ଯାଉଥିବାବେଳେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ

ନୂଆଦିଲ୍ଲୀ : ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଅଘଟଣ ।  ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀରୁ ସହରସା ଅଭିମୁଖେ ଯାଉଥିବା ବୈଶାଳୀ ଏକ୍ସପ୍ରେସ ଟ୍ରେନର ୬ନଂ କୋଚର ବାଥରୁମ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନରେ ଥିବା…

ଦୁର୍ଦ୍ଧିନରେ କଟୁଛି ପାରା ଆଥାଲେଟଙ୍କ ଜୀବନ : ଦିନେ ଜାତୀୟସ୍ତରରେ ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ, ଏବେ…

ନବରଙ୍ଗପୁର : ସରକାରଙ୍କ କ୍ରୀଡା ନୀତି କୁ ଉପହାସ । ଦିନେ ଜାତୀୟସ୍ତରରେ ମେଡାଲ ଜିତି ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ  । ଆଉ ଆଜି ପର ବିଲରେ ମୂଲ ଲାଗୁଛନ୍ତି  । ନା ମିଳୁଛି ପ୍ରେତ୍ସାହନ ନା ମିଳୁଛି ସରକାରୀ ସହାୟତା । ଏହି ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି…

ଘରୋଇ ଉପାୟରେ କେମିତି କରିବେ ଡାଇବେଟିସକୁ କଣ୍ଟ୍ରୋଲ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଡାଇବେଟିସ୍ ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ସାଧାରଣତଃ ଶରୀରରେ ସୁଗାର ଲେବଲ କୁ କଣ୍ଟ୍ରୋଲ କରିବାକୁ ଲୋକ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ଆମେ ନିୟନ୍ତ୍ରଣରେ ରଖିପାରିବା  । ଘରେ…

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ୭୦ କିିମି ବେଗରେ ବହିବ ପବନ

ଭୁବନେଶ୍ୱର:ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ଗଭୀର ଅବପତାର ରୂପ ନେବ ଲଘୁଚାପ । ଗତ ୬ ଘଣ୍ଟା ମଧ୍ୟରେ  ୧୩ କିମି ଉତ୍ତରକୁ ଗତି କରୁଛି । ବିଶାଖାପାଟଣାରୁ ୩୮୦ ଏବଂ ପାରାଦୀପଠାରୁ ୪୮୦ କିମି ଦୂରରେ ରହିଛି । ଉତ୍ତରକୁ ଗତି କରି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା…

ମୋଦିଙ୍କ ‘ ମୂର୍ଖଙ୍କ ସର୍ଦ୍ଦାର’ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଗେହଲଟ: କହିଲେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଜୟପୁର:ପ୍ରଧାନମନ୍ତ୍ରୀଙ୍କ ‘ମୁର୍ଖଙ୍କ ସର୍ଦ୍ଦାର’ ବୟାନକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁର୍ଖଙ୍କ ସର୍ଦ୍ଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କରିଥିବା କଟାକ୍ଷକୁ ନେଇ ଜବାବ ରଖିଛନ୍ତି  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରଧାନମନ୍ତ୍ରୀଙ୍କର ଏପରି…