Latest Odisha News

BREAKING NEWS

Browsing Category

ଫିଚର

ଆକାଉଣ୍ଟ ଖାଲି କରିବାର ନୂତନ ଟ୍ରିକ୍, ସପିଂ ଆପ୍ ମିଶୋ ନାଁରେ ଚାଲିଛି ଅନଲାଇନ୍ ଠକେଇ

ନୂଆଦି୍ଲ୍ଲୀ: ପ୍ରତିଦିନ କେଉଁଠି ନା କେଉଁଠି ଅନଲାଇନ୍ ଫ୍ରଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଠକମାନେ ଲୋକଙ୍କୁ ଠକିବା ପାଇଁ ନୂତନ କୌଶଳ ଆପଣାଉଛନ୍ତି। ଡିଜିଟାଲାଇଜେସନ କାରଣରୁ ବ୍ୟାଙ୍କିଂ ସହ ଜଡିତ ବିଭିନ୍ନ କାର୍ଯ୍ୟ ସହଜ ହୋଇଯାଇଛି। ତେଣୁ ଆଜିକାଲି ଅଧିକାଂଶ ଲୋକେ ଘରେ ବସି…

ନଭେମ୍ବର ଶେଷ ସପ୍ତାହରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ ପୂରା ବିବରଣୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ଶେଷ ସପ୍ତାହରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ । ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ । ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ…

ଭୂମିକମ୍ପର ଭବିଷ୍ୟବାଣୀ କରିବ ନାସା-ଇସ୍ରୋର ମିଳିତ ମିଶନ, ଖୁବ ଶୀଘ୍ର ଲଞ୍ଚ ହେବ ନିସାର

ବେଙ୍ଗାଲୁରୁ: ନାସା ଏବଂ ଇସ୍ରୋର ମିଳିତ ଭାବରେ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ (NISAR) ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ମିଶନ୍ ୨୦୨୪ ରେ ଆରମ୍ଭ ହେବ ଯାହା ପୃଥିବୀ ଉପରେ ନଜର ରଖିବ ଏବଂ ପରିବେଶର ପରିବର୍ତ୍ତନକୁ ଅନୁଧ୍ୟାନ କରିବ। ବିଶେଷ କଥା ହେଉଛି ଭୂକମ୍ପ ଏବଂ ଅନ୍ୟାନ୍ୟ…

ସାମୀ ୭ଟି ୱିକେଟ ନେବେ ବୋଲି ସୋସିଆଲ ମିଡିଆରେ ଆଗୁଆ ଶେୟାର କରି ଚର୍ଚ୍ଚାରେ ପ୍ରଶଂସକ

ମୁମ୍ବାଇ: ୧୨ ବର୍ଷ ପରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ସେମି ଫାଇନାଲରେ ମହମ୍ମଦ ସାମୀ ୭ଟି ୱିକେଟ ହାସଲ କରିବ ବୋଲି ଜେଣ ପ୍ରଶଂସକ ସ୍ୱପ୍ନ ଦେଖିଥିଲେ । ଏପରିକି ସେ ତାଙ୍କ ସ୍ୱପ୍ନ ସମ୍ପର୍କରେ ୧୪ ନଭେମ୍ବରରେ…

ବାତ୍ୟା ଯିବ ବାଂଲାଦେଶ ! ଓଡିଶାରେ ପଡିବନି ପ୍ରଭାବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟାର ରୂପ ନେବ  । ଆଜି ଏହା ଘଣ୍ଟାପ୍ରତି ୧୭ କିମି ବେଗରେ ଗତିକରୁଛି  । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ , ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ରହିଛି । କାଳକ୍ରମେ ଏହା ଉତ୍ତର-ଉତ୍ତର ପୂର୍ବ…

ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆସିଲା ଆମେରିକା ଡ୍ରିଲ ମେସିନ: ଘଣ୍ଟାକରେ ଖୋଳିବ ୫ ମିଟର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା । ୫ ଦିନ ହୋଇ ଗଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି । ହେଲେ ସବୁ ଉଦ୍ୟମ ଫେଲ ମାରୁଛି । ଏବେ ବାୟୁସେନା ବିମାନ ଜରିଆରେ…

ଆସନ୍ତାକାଲି ଛତିଶଗଡ ଓ ମଧ୍ୟପ୍ରଦେଶରେ ଭୋଟ୍ : ବୁଥ୍ ଅଭିମୂଖେ ପୋଲିଂ ପାର୍ଟି , ଇଭିଏମ ବି ପ୍ରସ୍ତୁତ

ନୂଆଦିଲ୍ଲୀ : ଆସନ୍ତାକାଲି ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ଭୋଟ୍  । ମୋଟ୍ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୯୫୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର  । ଏଥିଲାଗି ଏହାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି  । ଛତିଶଗଡରେ ଦୁଇ ପର୍ଯ୍ୟାୟରେ ମତଦାନ…

ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ଜିଆରପି ପୋଲିସ

କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ  ଅଭାବନୀୟ ଘଟଣା ଘଟିଛି  । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ…

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଭବନୀପାଟଣା: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଉଧାର ଦେଇଥିବା  ପଇସା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଭବାନୀପାଟଣାରେ  । ସୂଚନା ଅନୁସାରେ ଭବାନୀପାଟଣାର ରଞ୍ଜନ ପାଢୀ ନାମକ ଜଣେ ଯୁବକ ଜଣେ ବ୍ୟକ୍ତିଙ୍କୁ ୨…

‘ପ୍ରମାଣ ଦିଅ,ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ’-ନିଜ୍ଜର ହତ୍ୟାକୁ ନେଇ କାନାଡା ଅଭିଯୋଗ ଉପରେ କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତିକୁ ନେଇ କାନାଡା ଅଡି ବସିଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । କଡା ଭାଷାରେ କାନାଡାକୁ ଜବାବ ଦେଇଛନ୍ତି ଜୟଶଙ୍କର  । କହିଛନ୍ତି, ପ୍ରମାଣ ଦିଅ, ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ବୋଲି…