Latest Odisha News

BREAKING NEWS

Browsing Category

ଫିଚର

EMI ସୁଝିବାକୁ SBI ଦେଲା ୨ ବର୍ଷ ରିହାତି

ନୂଆଦିଲ୍ଲୀ: ଆପଣ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ ଆଣିଛନ୍ତି କି । ଆପଣଙ୍କ ଦରମା କାଟ ହେଉଛି । ଲକଡଉନ୍‌ରେ ଆପଣଙ୍କ ବ୍ୟସାୟ ପ୍ରଭାବିତ ହୋଇଛି କି? ଯଦି ହଁ ତା’ହେଲେ ଏସ୍‌ବିଆଇ ଆପଣଙ୍କ ପାଇଁ ଆଣିଛି ଖୁସି ଖବର । ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଏସ୍‌ବିଆଇରୁ ଗୃହ ରୁଣ କିମ୍ବା ଅନ୍ୟାନ୍ୟ ରୁଣ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କର ଜୁଡିସିଆଲ୍ କଷ୍ଟଡି ଆଜି ସରୁଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଥିଲା, ଯାହାର ଅବଧି ମଙ୍ଗଳବାର ଦିନ ସରୁଛି । ରିୟାଙ୍କୁ…

ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ସଂଜୁ ମାଝିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ…

ରାଜ୍ୟରେ ପୁଣି ୨୪ ଘଂଟାରେ ୪,୧୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୭ ଶହ…

ରାଜ୍ୟରେ କରୋନା ନେଲା ଆଉ ୧୧ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ପୁଣି ୧୧ ମୁଣ୍ଡ ନେଇଛିି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୨୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆଜି ବାଲେଶ୍ୱର, ବଲାଙ୍ଗିର,…

ରାସ୍ତା ଉପରେ ଜଳିଗଲା ଗଂଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । ତେବେ କାରରେ ନିଆଁ ଲାଗିବା ପରେ ଜଣାପଡିଛି, କାରରେ ଗଂଜେଇ ଚାଲାଣ କରାଯାଉଥିଲା । କାର ସହ ଗଂଜେଇ ବି ଜଳି ପାଉଁଶ ହୋଇଯାଇଛି । ତେବେ…

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ…

ଦେଶରେ ୫୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ଦେଶରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ , ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୯ ଲକ୍ଷ ୭୫ ହଜାର ୮୬୧ ଆକ୍ଟିଭ୍ ମାମଲା…

୨୫ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର‌୍ୟ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି…

ଇଦ୍ ରେ ଆସିବ ଜନ୍‌ଙ୍କ ‘ସତ୍ୟମେବ ଜୟତେ-୨’

ମୁମ୍ବାଇ: ଆସୁଛି ‘ସତ୍ୟମେବ ଜୟତେ-୨’ । ୨୦୧୮ର ଆକ୍ସନ ଡ୍ରାମ ଫିଲ୍ମ ‘ସତ୍ୟମେବ ଜୟତେ’ ହିଟ୍ ହେବା ପରେ ଏବେ ଏହାର ସିକ୍ୱେଲ ପାର୍ଟ ଆସୁଛି । ଏନେଇ ଫିଲ୍ମର ମେକର୍ସମାନେ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଫାଷ୍ଟଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଭିନେତା ଜନ୍ ଅବ୍ରାହମଙ୍କ ଦମାଦାର…