Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସଭାରେ ପାସ ହେଲା ଆଇଆଇଆଇଟି ସଂଶୋଧନ ବିଲ: ଜାତୀୟ ଗୁରୁତ୍ୱ ଟ୍ୟାଗ୍ ପାଇବେ ପାଞ୍ଚଟି ନୂତନ ଅନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସଂସଦ ମଙ୍ଗଳବାର ଏକ ବିଲ୍ ପାରିତ କରିଛି ଯେଉଁଥିରେ ପାଞ୍ଚଟି ନୂତନ ଭାବରେ ଗଠିତ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) କୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବରେ ଘୋଷଣା କରାଯିବ। ଏକ ସାର୍ବଜନୀନ-ବେସରକାରୀ ଭାଗିଦାରୀ ମଡେଲରେ…

ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସିଛି: ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ପିକ୍‌ରେ ନାହିଁ ବରଂ ଫ୍ଲାଟ୍‌ରେ ଅଛି । ପୂର୍ବରୁ ୪ରୁ ୫ ଶହ କେସ୍ ଆସୁଥିବା ବେଳେ ଏବେ ଦୁଇ ଶହ ଭିତରେ ରହୁଛି । ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ଆଇସିଏମ୍‌ଆର କହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର…

ଅକ୍ଟୋବର ୬ପର୍ଯ୍ୟନ୍ତ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ; ଆସନ୍ତାକାଲି ଜାମିନ ଶୁଣାଣି

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲରେ ରହିବେ । ନ୍ୟାୟିକ ହେପାଜତ ଶେଷ ହେବାପରେ ଆଜି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଆସନ୍ତାକାଲି ଏହାକୁ ନେଇ ବମ୍ବେ ହାଇକୋର୍ଟରୁ ସେ ଏବଂ ତାଙ୍କ ଭାଇ ଶୋୟିକ୍ ଚକ୍ରବର୍ତ୍ତୀ ଜାମିନ ମାଗିଛନ୍ତି। ସେପ୍ଟେମ୍ବର ୯ରେ…

ବଢିଲା +୨ ନାମଲେଖାର ସମୟସୀମା

ଭୁବନେଶ୍ୱର: ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟ ନାମଲେଖାର ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢାଇଛନ୍ତି ରାଜ୍ୟ ସରକାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି । ପୂର୍ବରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ତାରିଖ ସେପ୍ଟେମ୍ବର ୨୬ ରହିଥିଲା । ଯାହାକୁ ଏବେ…

ଦିଲ୍ଲୀ ଦଙ୍ଗା ମାମଲା: କପିଲ ମିଶ୍ର କହିଲେ କୌଣସି ଭାଷଣ ଦେଇନାହିଁ

ନୂଆଦିଲ୍ଲୀ: ଫେବୃଆରୀ ୨୮ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ଘଟଣାରେ ବିଜେପି ନେତା କପିଲ ମିଶ୍ରଙ୍କୁ ଜୁଲାଇ ୨୮ ରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପଚରାଉଚରା କରିଥିଲା। ପଚରାଉଚରା ବେଳେ ମିଶ୍ର ମୌଜପୁର ଗସ୍ତରେ କୌଣସି ଭାଷଣ ଦେଇନଥିବା କହିଛନ୍ତି। ଗତ ସପ୍ତାହରେ କର୍କାର୍ଡୋମା…

ସରକାରଙ୍କୁ ତେରଛା ବାଣ ମାରିଲେ ଶଶୀ ଥରୁର, କହିଲେ- “NDA= No Data Available”

ନୂଆଦିଲ୍ଲୀ: ସଂସଦରେ ସରକାରଙ୍କ ଉତ୍ତରର ପ୍ରତିକ୍ରିୟା ରଖିଛନ୍ତି ଶଶୀ ଥରୁର । ଏକାଧିକ ବିଷୟକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ବିଷୟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ । ଆଜି…

କ୍ରମାଗତ ଭାବେ ଦେଶରେ ବଢୁଛି ସୁସ୍ଥତା ହାର: ୨୪ ଘଣ୍ଟାରେ ସର୍ବାଧିକ ୧ ଲକ୍ଷରୁ ଅଧିକ ଆରୋଗ୍ୟ ରେକର୍ଡ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମିତ ସୁସ୍ଥ ହାର ବଢି ଚାଲିଛି ।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ ହୋଇଥିବା ବେଳେ ଆଜି…

ଆସିଲା ‘ନିଶବ୍ଦମ’ର ଟ୍ରେଲର: ଦମଦାର ଲୁକ୍ ରେ ବାହୁବଳୀ ଫେମ୍ ଅନୁଷ୍କା

ମୁମ୍ବାଇ: ଫ୍ଲୋରକୁ ଆସିଲା ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀଙ୍କ ‘ନିଶବ୍ଦମ୍’ର ଟ୍ରେଲର । ଏହା ଏକ ସସପେନ୍ହ ଥ୍ରୀଲର ମୁଭି । ଏଥିରେ ଅନୁଷ୍କାଙ୍କୁ ମୁକ ବଧୀର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁଷ୍କାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଥ୍ରୀ ଇଡିଏଟ୍ ଫେମ୍ ଆର୍ ମାଧବନ୍ ।…

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା…

ସଂସଦ ଢାଞ୍ଚାରେ ବିଧାନସଭା ଅଧିବେଶନ, ୪ ଫୁଟ ଦୂରତାରେ ବସିବେ ବିଧାୟକ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ଏଥରର ବିଧାନସଭା । ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । ତେବେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେନସନ ରହିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ବିଧାୟକ ମାନେ ୪ ଫୁଟ ଦୂରତାରେ…